ଆଜି ରାଜ୍ୟରୁ ୮୯ ପଜିଟିଭ୍ ଚିହ୍ନଟ, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୯୨୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୩ ଜଣ...
କରୋନା ଟିକା ନେଲେ ବିଏମ୍ସି କମିଶନର୍
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗୁରୁବାର କରୋନା ଟିକା ନେଇଛନ୍ତି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଛନ୍ତି କମିଶନର। ଟିକା ନେବା ପରେ ଅନ୍ୟମାନଙ୍କୁ ଟିକା ନେବା ପାଇଁ ସେ...
ସ୍ବୀକୃତି ମିଳିଛି, ସୁବିଧା ମିଳୁନି
ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨ ଘର। ଅନୁଗୋଳ ପୌରପାଳିକା ପକ୍ଷରୁ ସ୍ବୀକୃତିପ୍ରାପ୍ତ ବସ୍ତିଗୁଡ଼ିକୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ...
ଆଜିଠୁ ପ୍ରସିଦ୍ଧ ମାଘମେଳା
ଢେଙ୍କାନାଳ ଅଫିସ, ୨୫।୨: ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ନୂଆ ରୂପରେ ଫେରିଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ହୋଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାରୀ ଗାଇଡ୍ ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଜିଲା...
ଓଡ଼ିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର
ଭୁବନେଶ୍ୱର, ୨୫।୨ (ବ୍ୟୁରୋ)”ଦିଲ୍ଲୀରେ ଆୟୋଜିତ ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ‘ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ’ ଭାବେ ରୌପ୍ୟ ପୁରସ୍କାର ମିଳିଛି। ଏହି ବିଭାଗରେ କେରଳ ସ୍ବର୍ଣ୍ଣ ପୁରସ୍କାର ଜିତିଛି। ଏହି ପୁରସ୍କାର ଲଣ୍ଡନରେ...
ମାର୍ଚ୍ଚରେ କଲବଲ କରିବ ତାତି
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁବ। ରାତିର...
ଆକର୍ଷଣ ସାଜିଛି ହାତ ତିଆରି ସାମଗ୍ରୀ
ଭୁବନେଶ୍ୱର, ୨୫।୨ (ବ୍ୟୁରୋ) :ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି। ବୁଧବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏହାକୁ ଉଦ୍ଘାଟନ...
କୋଲ୍କାତାରୁ ଆସିବ ସିବିଆଇ ଟିମ୍
ଭୁବନେଶ୍ୱର,୨୫।୨(ବ୍ୟୁରୋ):ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଜୋରଦାର ପ୍ରୟାସ ଚଳାଇଛି। ଦିନେ କି ଦୁଇଦିନ ମଧ୍ୟରେ ବିବନଙ୍କୁ ରିମାଣ୍ଡରେ ନେଇ ସିବିଆଇ ମାରାଥନ ଜେରା ଆରମ୍ଭ କରିବ। ବିବନ...
କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ସୁପାରିସ ଲାଗୁ କରନ୍ତୁ: କୃଷି ମନ୍ତ୍ରୀ
ଭୁବନେଶ୍ୱର,୨୫/୨(ବ୍ୟୁରୋ):ଏମ୍.ଏସ୍. ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ନିର୍ଦ୍ଧାରଣ କରିବା ଆବଶ୍ୟକ। ବୁଧବାର ବିଧାନସଭା ପ୍ରଶ୍ନ କାଳରେ ବିଜେଡି ସଭ୍ୟ ଅମର ଶତପଥୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ...
‘ଇସ୍ପାତ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପ ସମୂହ’
ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ବଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
୧ରୁ ଯୁକ୍ତ୩ ପ୍ରଥମ ବର୍ଷ ଅନ୍ଲାଇନ ପାଠପଢ଼ା
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ...
ମେ’ ପହିଲାରୁ ରବି ଧାନ ସଂଗ୍ରହ
ଭୁବନେଶ୍ୱର,୨୫ା୨(ବ୍ୟୁରୋ):ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ଚାଷୀ ପଞ୍ଜୀକରଣ କାର୍ଯ୍ୟ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଜରିଆରେ କରିବା ପାଇଁ ଖାଦ୍ୟ ଯୋଗାଣ ଓ...
Archives


