ଅଙ୍ଗନଓ୍ବାଡିି କର୍ମୀ, ସହାୟିକାଙ୍କ ନିୟୋଜନ ପାଇଁ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫-‘ଟି’ ପଦକ୍ଷେପ ସ୍ବରୂପ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ନିୟୋଜନ ପାଇଁ ବିକାଶ କରାଯାଇଥିବା ଏକ ପୋର୍ଟାଲକୁ ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ...
ପକ୍କାଘର ଅପେକ୍ଷାରେ ୧.୨୪ ଲକ୍ଷ ହିତାଧିକାରୀ
ଯାଜପୁର ଅଫିସ,୨୪ା୩: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଦ୍ୟାବଧି ୧,୨୪,୦୪୧ ଜଣଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସେମାନଙ୍କ ମଧ୍ୟରେ ୨୩,୩୪୫ ଜଣ ଅନୁସୂଚିତ ଜନଜାତି(ଏସ୍ଟି), ୨୨,୨୫୨ ଜଣ ଅନୁସୂଚିତ ଜାତି(ଏସ୍ସି) ଓ ୩୩,୩୨୭ ଜଣ ଅର୍ଥନୈତିକ...
୧୬ ଜିଲାରୁ ୧୩ ହଜାର ଶିଶୁ ଶ୍ରମିକ ଚିହ୍ନଟ
ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟର ୧୬ ଜିଲାରୁ ୧୩,୬୨୦ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି। ୨୦୧୬ରୁ ୧୦୧୮ ମଧ୍ୟରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଜରିଆରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ...
ଜଙ୍ଗଲ ଓ ପରିବେଶ ବିଭାଗ ଖର୍ଚ୍ଚଦାବି ଗୃହୀତ
ଭୁବନେଶ୍ୱର,୨୪ା୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ୧୮୯୧ କୋଟି ୬୦ ଲକ୍ଷ ୪୭ ହଜାର ଟଙ୍କାର ଖର୍ଚ୍ଚଦାବି ମଙ୍ଗଳବାର ବିଧାନସଭାରେ ଗୃହୀତ ହେଇଛି। ସେଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୦୧ କୋଟି ୭୦ ଲକ୍ଷ ଟଙ୍କା,...
କେନ୍ଦ୍ର ବଦଳାଇପାରିବେ ଛାତ୍ରୀଛାତ୍ର
ଭୁବନେଶ୍ୱର, ୨୪।୩(ବ୍ୟୁରୋ): କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛନ୍ତି। କେତେଜଣ ପିଲା ସେମାନଙ୍କ ପରିବାର ସହିତ ଅନ୍ୟ ସହର ବା...
ଗଡ଼ିବ ନୂଆ ମେମୁ ଟ୍ରେନ୍
ଭୁବନେଶ୍ୱର,୨୪।୩: ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୋଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ସେହିଭଳି ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ୍ ସେବା କିରାଣ୍ଡୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଚଳିତ...
ଗାନ୍ଧୀଙ୍କ ଦର୍ଶନ, ବାର୍ତ୍ତା ବିଶ୍ୱକୁ ଶ୍ରେଷ୍ଠ ଦାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଏବଂ ବାର୍ତ୍ତା ବିଶ୍ୱକୁ ଭାରତର ଶ୍ରେଷ୍ଠ ଦାନ । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ବିଧାନସଭାରେ ଆଗତ ସ୍ବତନ୍ତ୍ର ସଂକଳ୍ପ ଆଲୋଚନାରେ ଭାଗ ନେଇ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ...
ବସ୍ତି ଲୋକ ପାଇବେ ୩୦ ବର୍ଗମିଟର ଜାଗା
ଭୁବନେଶ୍ୱର,୨୪ା୩(ବ୍ୟୁରୋ): ବସ୍ତିରେ ରହୁଥିବା ଲୋକମାନଙ୍କୁ ଅତିକମ୍ରେ ୩୦ ବର୍ଗମିଟର ଜମି ଉପରେ ଅଧିକାର ପ୍ରଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ର ଧାରା(୩), ଉପଧାରା(୨), ବିଭାଗ(କ) ଅନ୍ତର୍ଗତ ପ୍ରୋଭିଜନ ୨ରେ ସଂଶୋଧନ...
ସରକାରୀ ସ୍କୁଲ ପିଲାଙ୍କୁ ପ୍ରୋତ୍ସାହନ: ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ମିଳିବ ୧୫% ସଂରକ୍ଷଣ
ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଡାକ୍ତରୀ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ନାମଲେଖା ପାଇଁ ସରକାରୀ ହାଇସ୍କୁଲ ପିଲାଙ୍କୁ ୧୫% ସ୍ଥାନ ସଂରକ୍ଷଣ ମିଳିବ। ଏ ନେଇ ମଙ୍ଗଳବାର ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି। ସୋମବାର ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ...
ତଥାପି ଜଳୁଛି ଶିମିଳିପାଳ: ଫାଙ୍କା ପଡ଼ିଛି ବନକର୍ମଚାରୀ ପଦବୀ
ବାରିପଦା ଅଫିସ,୨୪ା୩ – ଶିମିଳିପାଳ ଅଭୟାରଣ୍ୟରୁ ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଥିବା କୁହାଯାଉଥିବା ବେଳେ ଏବେ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର୧୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନକର୍ମଚାରୀମାନେ ଏହାକୁ...
କେନ୍ଦୁଝରକୁ ୩୦ରୁ ଚାଲିବ ମେମୁ ଟ୍ରେନ
କେନ୍ଦୁଝର, ୨୩।୩(ସ୍ବ.ପ୍ର.)- ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍ ଆସନ୍ତା ୩୦ରୁ ଆରମ୍ଭ ହେବ। କରୋନା କଟକଣା ପାଇଁ ପାଖାପାଖି ଏକ ବର୍ଷ ହେଲା ଏହା ବନ୍ଦ ରହିଥିଲା। ଭୁବନେଶ୍ୱରରୁ ୪ଟା୩୫ ରେ ବାହାରି କେନ୍ଦୁଝରରେ ରାତି...
ଭିଜିଲାନ୍ସ ଜାଲରେ ଜିଆର୍ଏସ୍
କେନ୍ଦୁଝର/ ଘଟଗାଁ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଜିଆର୍ଏସ୍...
Archives


