ସ୍ବେଚ୍ଛାକୃତ ଟିକସ ପ୍ରଦାନ ପାଇଁ ଆହ୍ବାନ
ଭୁବନେଶ୍ୱର,୧୮।୧୧ : ଦେଶ ସ୍ବାଧୀନ ହେବାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ଉତ୍ସବ ଅନ୍ତର୍ଗତ ଆୟକର ବିଭାଗ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ‘ଟାକ୍ସାଥନ’ ଶୀର୍ଷକ ଏକ ଓ୍ବାକାଥନ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ଷେତ୍ରର ପ୍ରିନ୍ସିପାଲ…
୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ସୁରେନ୍ଦ୍ର
ଭୁବନେଶ୍ୱର(ବ୍ୟୁରୋ)/ଢେଙ୍କାନାଳ ଅଫିସ୍, ୧୮।୧୧: ମୋବାଇଲରୁ ମୋବାଇଲ୍କୁ ଘୂରି ବୁଲୁଥିଲା କଅଁଳ ଶିଶୁଙ୍କ ନଗ୍ନ ଭିଡିଓ। ଏଭଳି ଅଶ୍ଳୀଳତାରେ ଭରା ଫଟୋ ଏବଂ ଭିଡିଓ ସାଜିଥିଲା ରୋଜଗାରର ମାଧ୍ୟମ। ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ ସମେତ ହ୍ବାଟ୍ସଆପ୍ ଏବଂ ଟେଲିଗ୍ରାମ ଗ୍ରୁପ୍ରେ…
ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା
ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଧୁଙ୍ଗିଆପାଣି ଗ୍ରାମରେ। ମୃତକ ହେଲେ ଧୁଙ୍ଗିଆପାଣିର ରାଧବ ମାଝି। ପୋଲିସ ଅଭିଯୁକ୍ତ…
ଅପହରଣର ୭ ଦିନ ପରେ ଫେରିଲେ ଜୁନିୟର ଇଞ୍ଜିନିୟର
ମାଲକାନଗିରି,୧୭ା୧୧(ଡି.ଏନ୍.ଏ.): ବୁଧବାର ମାଓବାଦୀମାନେ ଅପହରଣ କରି ନେଇଥିବା କନିଷ୍ଠଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କୁ ଛାଡି ଦେଇଛନ୍ତି। ସ୍ବାମୀଙ୍କ ଅପହରଣ ପରେ ତାଙ୍କ ମୁକ୍ତି ପାଇଁ ପ୍ରଶାସନ ଆଗେଇ ନ ଆସିବାରୁ ସ୍ତ୍ରୀ ଅର୍ପିତା ଏ ଦିଗରେ ଅଣ୍ଟା ଭିଡିଥିଲେ। ୩ ବର୍ଷର…
ହସ୍ପିଟାଲରେ ଭର୍ତ୍ତି ହେଲେ ବିଶ୍ୱଭୂଷଣ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିଥିବା ବିଶ୍ୱଭୂଷଣ ଥଣ୍ଡା ଏବଂ କାଶରେ ପୀଡ଼ିତ ହୋଇ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ବୁଧବାର ବିଜୟୱାଡ଼ାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ…
ଠାକୁରାଣୀଙ୍କ ଯାତ୍ରା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ
ହିଞ୍ଜିଳିକାଟୁ,୧୭ା୧୧(ଡି.ଏନ୍.ଏ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ାଠାରେ ମା’ କାଳୁଆ ଯାତ୍ରା ଉଦ୍ଯାପନୀ ଦିବସରେ ବୁଧବାର ଠାକୁରାଣୀଙ୍କ ଘଟ ପରିକ୍ରମା ବେଳେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ନିଜ ଅଞ୍ଚଳରେ ଠାକୁରାଣୀଙ୍କ ଘଟକୁ ଦୀର୍ଘ ସମୟ ଧରି ଅଟକ ରଖିବା…
ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ
ପୁରୀ ଅଫିସ,୧୭।୧୧: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ୨ ଦିନ ପାଇଁ କରାଯାଇଛି। ବୁଧବାର ଏବଂ ଗୁରୁବାର ଅର୍ଥାତ ୧୭ ଓ…
ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ
ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ବଳି ଚରଣ ପାଢ଼ୀ…
ଭାଜପା ନେତ୍ରୀଙ୍କ କାର୍ ଉପରକୁ ବୋମାମାଡ଼
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ…
୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ବତନ୍ତ୍ର ଡ୍ରାଇଭ୍
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି। ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ବତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ। ଏହି ସମୟରେ ସମସ୍ତେ ନିଜ ନିଜର ଭୋଟ୍ ପରିଚୟ ପତ୍ର ସଂଶୋଧନ ଆଦି କାଯର୍ର୍ୟ…
‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧ ମସିହାରେ ପ୍ରଥମଥର ପାଇଁ ସିମ୍ଲାଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୧୭…
ଆସନ୍ତା ୨୦ରେ ଅନୁଗୋଳ-ଢେଙ୍କାନାଳ ଜିଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାଯର୍ର୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ…
Archives


