ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୦୦୦ କୋଟି ଛୁଇଁଲା
ଭୁବନେଶ୍ୱର,୨୪।୭(ବ୍ୟୁରୋ): ଲୁଣାପାଣି ମାଛଚାଷ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଉତ୍ପାଦନ ୭୪୭ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ...
ଗହୀରମଥାରେ ବିରଳ ପ୍ରଜାତିର ବଗ
ମହାକାଳପଡ଼ା,୨୪।୭(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ ଓଡ଼ିଶାରେ ଧଳା ଓ ଧୂସର ରଙ୍ଗର ବଗ ଦେଖିବାକୁ ମିଳିଥାନ୍ତି। କିଛିଦିନ ହେବ...
ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ
ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ ପଠାଇ ସୀମାନ୍ତରେ ରାଶନ ସାମଗ୍ରୀ ବାଣ୍ଟିବା ହେଉ ସବୁଥିରେ ଆନ୍ଧ୍ରର ଓଡ଼ିଶା ବିରୋଧୀ...
୮ଜଣଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ୩୯ତମ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୮ଜଣ ଚିତ୍ରଶିଳ୍ପୀଙ୍କୁ ‘ଓଡ଼ିଶା ଲଳିତ କଳା ପୁରସ୍କାର-୨୦୨୧’ ଓ ୪ଜଣଙ୍କୁ ‘ରାଜ୍ୟସ୍ତରୀୟ ଫଟୋଗ୍ରାଫି ପୁରସ୍କାର-୨୦୨୦’ ପ୍ରଦାନ...
ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା
କଟକ ଅଫିସ, ୨୪।୭: ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନ ହେବ। ଏ ନେଇ ଇଣ୍ଡିଆନ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆନ୍ତର୍ଜାତିକ ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀ ‘ଅଲିମ୍ପିଆ’ ମାଧ୍ୟମରେ ଟୋକିଓର ମେମୋରିଆଲ ହଲରେ ଚିତ୍ରଗୁଡିକର ଭିଡିଓ...
ରାଜଧାନୀ ରାସ୍ତାରେ ଡଙ୍ଗା ରଖି ପ୍ରତିବାଦ
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବର୍ଷାଦିନେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଜନଗହଳିପୂର୍ଣ ସ୍ଥାନ ଜଳାର୍ଣ୍ଣବ ହୋଇଯାଉଛି। ବର୍ଷାଜଳରେ ଯାନବାହାନ ବୁଡ଼ିଯାଉଛି। ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହିଥିବାବେଳେ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି, ଯାହାର ଅଭିନବ ପ୍ରତିବାଦ ଜଣାଇଛି ଛାତ୍ର ଏବଂ ଭୁବନେଶ୍ୱର...
୧ ମିନିଟ୍ରେ ୩୪୮ ମୁଷ୍ଟିଘାତ
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ପଞ୍ଚ୍ମ୍ୟାନ ଭାବେ ପରିଚିତ ସତ୍ୟପୀର ପ୍ରଧାନ ଆଉଏକ ବିଶ୍ୱ ରେକର୍ଡ ଅପେକ୍ଷାରେ। ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭ୍ଙ୍କ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡକୁ ଭାଙ୍ଗି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଦାବି...
ରାଜ୍ୟପାଳଙ୍କ ଦ୍ୱାରା ରିସାଇଟ୍ ଡଟ୍ ୱାଲର୍ଡ ୱେବ୍ସାଇଟ୍ ଉନ୍ମୋଚିତ
ଭୁବନେଶ୍ୱର,୨୪।୭(ବ୍ୟୁରୋ): ଉଦୟଗିରି ଫାଉଣ୍ଡେଶନ୍ ଟ୍ରଷ୍ଟ ପକ୍ଷରୁ ରିସାଇଟ୍ ଡଟ୍ ଓ୍ବାଲର୍ଡ ଓ୍ବେବ୍ସାଇଟ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଫାଉଣ୍ଡେଶନ୍ର ଚେୟାରମ୍ୟାନ୍ ଜେ.ପି.ଜଗଦେବ ଯୋଗଦେଇ ଓ୍ବେବସାଇଟ୍ ସମ୍ପର୍କରେ ସୂଚନା ଦେଇଥିଲେ। www.recite.world ୱେବ୍/ମୋବାଇଲ୍ ଆପ୍ଲିକେଶନ୍ରେ ଆମର...
କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା
ଟାଙ୍ଗୀ(କଟକ) ୨୪।୭(ଡି.ଏନ୍.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ ଗ୍ରାମବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଏ ନେଇ ଗ୍ରାମର ସାମାଜିକ କର୍ମୀ ମନୋଜ ଖିଲାର...
ଖୁବ୍ଶୀଘ୍ର ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ
ଭୁବନେଶ୍ୱର,୨୪।୭: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଶୁକ୍ରବାର ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସ୍ଥାନ, ବିଭିନ୍ନ ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ବୁଲି ଦେଖିଥିଲେ। ଏହି ଅବସରରେ ସେ...
ସିଡୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
କଟକ ଅଫିସ,୨୪।୭: କଟକ ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଜେନା ଓ କର୍ମଚାରୀ ସତ୍ୟପ୍ରକାଶ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣିବେଳେ ହାଇକୋର୍ଟ କେସ୍ ଡାଏରୀ (ସିଡୀ) ଦାଖଲ ପାଇଁ କ୍ରାଇମବ୍ରାଞ୍ଚର ଏସ୍ଟିଏଫକୁ...
ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସମସ୍ତ ୟୁଜି ଫାଇନାଲ ସେମିଷ୍ଟର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ଅଗଷ୍ଟ ୧୯ ସୁଦ୍ଧା ଶେଷ ହେବ। ୟୁଜିର ବ୍ୟାକ୍ ପେପର ସମେତ ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ମଧ୍ୟରେ ପ୍ରକାଶ ପାଇବ। ସମସ୍ତ...
Archives


