ବଳାତ୍କାର ମାମଲା, ୱାରେଣ୍ଟିଙ୍କୁ ପାଟପୁର ପୋଲିସର କୋର୍ଟ ଚାଲାଣ
ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୁଡ଼ିଆପାଟଣା ଗ୍ରାମର ମିଟୁ ସ୍ବାଇଁଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଜଜ କୋର୍ଟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତ ମିଟୁ ଏକ ବଳାତ୍କାର ମାମଲାରେ ପୂର୍ବରୁ ଜେଲ…
ସନ୍ଧ୍ୟାରେ ହଠାତ୍ ମାଡ଼ିଆସିଲା ଝଡ଼ତୋଫାନ, ଭାଙ୍ଗିଲା ଗଛ, ବିଦ୍ୟୁତ୍ତାର ଛିଣ୍ଡି…
କେସିଙ୍ଗା,୨୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝଡ଼ ତୋଫାନରେ ବିଭିନ୍ନ ଗଛ ଭାଙ୍ଗିଯିବାରୁ ୧୧ କେଭି ବିଦ୍ୟୁତତାର ଛିଣ୍ଡି ବିଦ୍ୟୁତ ସେବା ବୁଧବାର ସନ୍ଧ୍ୟାରେ ବନ୍ଦ ହୋଇଥିବା ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ହଠାତ୍ ପ୍ରବଳ ପବନ ହେବା…
ମଙ୍ଗଳବାର ବିଷ ପିଇଦେଇଥିଲେ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଲିଜା
ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକରେ ରହୁଥିବା କେଶବ ଦଳାଇଙ୍କ ଝିଅ ଲିଜା ଦଳାଇ(୨୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ବୁଧବାର ମଧ୍ୟାହ୍ନରେ ଦିଗପହଣ୍ଡି ଥାନା ଏଏସଆଇ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଭବାନୀପାଟଣାର କୁନି ଝିଅ କଶିସ୍, ମାତ୍ର ୨ ବର୍ଷରେ…
ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କୁନି ଝିଅ କଶିସ୍ ଅଗ୍ରଓ୍ବାଲ ମାତ୍ର ୨ବର୍ଷ ୯ମାସ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଭବାନୀପାଟଣା ନନ୍ଦ କଲୋନୀର ଆଶା ଅଗ୍ରଓ୍ବାଲ ଓ କମଲ ବଂଶଲଙ୍କ…
ଖାଇବାକୁ ଦେଲେନି… ଧକ୍କା ମାରି ଘରୁ ବାହାର କରିଦେଲେ, ବୃଦ୍ଧା ବିଧବା ମା’ ଥାନାରେ ଦ୍ୱାରସ୍ଥ
ହାଟଡିହୀ/ଛେନାପଦୀ,୨୯ା୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ମା’ ଏମିତି ଏକ ଶବ୍ଦ ଅଟେ, ଯାହା ପାଖରେ ସ୍ନେହ, ମମତା ପୁରି ରହିଥାଏ । ଯିଏ ନିଜେ ଗଣ୍ଡେ ପେଟ ପୁରା ନଖାଇ, ଭଲ ଖଣ୍ଡେ ନପିନ୍ଧି ନିଜ ଛୁଆଙ୍କ ପାଇଁ ରଖିଥାଏ, ସେହି ମା’…
କେନ୍ଦୁଝରବାସୀଙ୍କୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଦେଶର ଏକ…
କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦୁଝର ଠାରେ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ୍ ୧୮୭ଟି…
ପଞ୍ଚାୟତ ସମିତି ବୈଠକ ପାଲଟିଲା ରଣକ୍ଷେତ୍ର: ମୁହାଁମୁହିଁ ହୋଇ ଟେବୁଲ ପିଟିଲେ, ଚୌକି ଟେକିଲେ
ପୁରୁଷୋତ୍ତମପୁର,୨୯ା୪(ସବିତା ମିଶ୍ର): ଦୀର୍ଘ ୧୫ମାସ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବସିଥିବା ବେଳେ ତାହା ଏକପ୍ରକାରର ରଣକ୍ଷେତ୍ର ପାଲଟିଥିଲା। ଯାହାକି ମୁହାଁମୁହିଁ ହୋଇ ବାକବିତଣ୍ଡା, ଯୁକ୍ତିତର୍କ ଘଟି ଟେବୁଲୁ ପିଟିବା, ମାଇକ୍ରୋଫୋନ ଭାଙ୍ଗିବା ସହ ଉପରକୁ ଚୌକି…
ନଗର ଉନ୍ନୟନ ବିଭାଗର ବଡ଼ ନିଷ୍ପତ୍ତି, ଆଉ ନଷ୍ଟ ହେବନି ଡ୍ରେନ୍ ପାଣି
ଭୁବନେଶ୍ବର,୨୯।୪: ଆଉ ନଷ୍ଟ ହେବନି ଡ୍ରେନ ପାଣି । କାମରେ ଲାଗିବ ନର୍ଦ୍ଦମା ଜଳ । ନାଳ, ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ…
ଭଡ଼ାଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ: ଗୁଡଭେଲାରେ ଚାଞ୍ଚଲ୍ୟ
ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ ଉଦ୍ଧାର କରିଛି । ଯନ୍ତ୍ରୀ ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଗୁଡଭେଲାର…
ବୁଢୀମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନାକଲେ ବଡ଼ଭାଇ, କୁରାଢୀରେ ହାଣିଦେଲେ ସାନଭାଇ
ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ): ବୁଢୀ ମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲେ ସାନଭାଇ । ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ ମୃତ୍ଯୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ…
ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର ଉତ୍ପାତ ମଧ୍ୟ ବଢ଼ି ଚାଲିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି…
କ୍ରସର ସ୍ଥାପନକୁ ନେଇ ମାଲିକ-ଗ୍ରାମବାସୀ ମୁହାଁମୁହିଁ, ପୁଇଁନ୍ତଲା ଥାନା ଘେରାଉ କଲେ…
ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ତଲଗଜ ଗାଁରେ ଏକ କ୍ରସର୍ ସ୍ଥାପନକୁ ନେଇ କ୍ରସର୍ ମାଲିକ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କ୍ରସର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ…

