କ୍ଷୀର ଦାମ୍ ବଢ଼ିଲା, ଲିଟର ପ୍ରତି ଏକାଥରକେ ବଢ଼ିଲା…
ଭୁବନେଶ୍ୱର,୩ା୫: ଓଡ଼ିଶାରେ କ୍ଷୀର ଦାମ୍ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍ଫେଡ୍। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା…
ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…
ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩ ସନ୍ତାନଙ୍କର ମା’ର ମୃତଦେହ। ହତ୍ୟା କରି ମୃତଦେହକୁ ପୋତି ଦେବାକୁ ଉଦ୍ୟମ କରାଯାଇଛି।…
ବରଗଡ଼ ଜିଲା ମାଟ୍ରିକ୍ ଫଳ: କମିଛି ପାସ୍ ହାର, ବଢ଼ିଛି A-1 ଗ୍ରେଡ୍
ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ମଧ୍ୟ ମେ’ ମାସ ୨ତାରିଖରେ ପରୀକ୍ଷାଫଳ ପ୍ରକାଶ…
ବିନା ଟ୍ୟୁସନରେ ମାଟ୍ରିକ୍ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା
ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି ଏବଂ ନାନା ପଢ଼ାପଢ଼ିରେ ଗାଇଡ୍ କରୁଥିଲେ ବୋଲି ବରଗଡ଼ ଜିଲା ଟପ୍ପର ହୋଇଥିବା…
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟକୁ ବିରୋଧ କରି ଧାରଣା ଦେବା ପରେ…
ଦାରିଙ୍ଗବାଡ଼ି,୩ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡ଼ି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମ ବଲାମାହା ଜଙ୍ଗଲ ଡବାଡ଼ଙ୍ଗା ଗଛରେ ଗତ ସୋମବାର ଉଜ୍ଜ୍ବଳ ସିଂ ଦିଗାଲଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଥିବା ଘଟଣାରେ ହତ୍ୟା ଅଭିଯୋଗ ଜୋର ଧରିଛି। ଶନିବାର…
ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର
ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍ ଡ୍ରିଙ୍କ୍ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…
ପ୍ରବାସୀ ଶ୍ରମିକ ଦମ୍ପତିଙ୍କ ପୁଅ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଇଞ୍ଜିନିୟର ହେବା ସହ ସଫଳ…
ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍ ଜିଲାର ଏ-୧ ଗ୍ରେଡ୍ ତାଲିକାର ଏକାଦଶ ସ୍ଥାନରେ ରହିଥିବା ବରଗଡ଼ ଜିଲା ଝାରବନ୍ଧ…
ବାଇକ୍ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ
ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାଳଗଛ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ବେଳେ ଏ ଖବର ପାଇ ତାଙ୍କ ପତ୍ନୀ…
ବିଦ୍ୟୁତ୍ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…
ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍ ତାର ସଂଷ୍ପର୍ଶରେ ଆସି ଶନିବାର ମା’ ଏବଂ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…
ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ଏକ୍ସ…
ହାଟଡିହୀ ବିଡିଓଙ୍କୁ ଅଫିସରେ ପଶି ଧମକ: ‘ଜିତୁ ମୁଣ୍ଡା ପରି ତୋତେ ଆଜି କଙ୍କାଳ କରିଦେବି’, କାବୁ କରି…
ହାଟଡିହୀ/ଛେନାପଦୀ,୨।୫(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ଅଫିସରେ ପଶି ଜଣେ ବ୍ୟକ୍ତି ଧମକ ଦେବା ସହ କେନ୍ଦୁଝର ଜିତୁ ମୁଣ୍ଡା ପରି ଆଜି ତତେ କଙ୍କାଳ କରିଦେବି କହିଥିଲେ l ଯାହାକି ଏବେ…
ସିଜିମାଲି ଓ କୁଟ୍ରୁମାଳି ସୁରକ୍ଷା ପାଇଁ ଗର୍ଜିଲେ ଆଦିବାସୀ: କମ୍ପାନୀ ପ୍ରୀତି ଓ ପୋଲିସ ଦମନ ବିରୋଧରେ ପାହାଡ଼ ସତ୍ୟାଗ୍ରହ
ଥୁଆମୂଳ ରାମପୁର, ୨।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଲି ଓ କୁଟ୍ରୁମାଳି ପାହାଡ଼କୁ ନେଇ ସଂଗ୍ରାମ ଏବେ ତୀବ୍ରତର ହୋଇଛି। ସିଜିମାଲିର ପାରମ୍ପରିକ ‘ତିଜିରାଜା ପୂଜା ପର୍ବ’ ସମାପ୍ତି ପରେ ଶାଗବାରୀ ଗ୍ରାମ ନିକଟସ୍ଥ ପାହାଡ଼…

