ରାଜ୍ୟ

ଥୁଆମୂଳ ରାମପୁରରେ ଗଠନହେଲା ଏମ୍‌ପିଏମ୍‌ଜେଏ ମା’ମାଣିକେଶ୍ୱରୀଙ୍କ ନାମରେ ଶପଥ ନେଲେ ନବନିର୍ବାଚିତ କର୍ମକର୍ତ୍ତା

ଥୁଆମୂଳ ରାମପୁର,୨୦।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ୍‌ରେ ନୂତନ ଭାବେ ମା’ ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ (ଏମ୍‌ପିଏମ୍‌ଜେଏ) ଗଠନ କରାଯାଇଛି। ରବିବାର ସ୍ଥାନୀୟ ବରଙ୍ଗା ତୋଟାଠାରେ ଅନୁଷ୍ଠିତ ବୈଠକରେ ବ୍ଲକ୍‌ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ…

କର୍ଡାପାଲରେ ସରକାରୀ ଜମି ଜବରଦଖଲ: ଗୋଚର ଓ ଚାରଣ ଜମି ଉଚ୍ଛେଦ ଦାବିରେ…

ଅମରପାଲି, ୨୦।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର କର୍ଡାପାଲ ଗ୍ରାମରେ ସରକାରୀ ଗୋଚର ଓ ଚାରଣ ଜମି ଜବରଦଖଲ ହୋଇଥିବା ଅଭିଯୋଗ ଉଠିଛି। ଏନେଇ ଗ୍ରାମବାସୀମାନେ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।…

‘ଇଚ୍ଛାଧୀନ କୋଟା’ ଭେଳିକି: ୧୨ବର୍ଷରେ ମାତ୍ର ୭ ପ୍ଲଟ୍‌ ଉଚ୍ଛେଦ

ଭୁବନେଶ୍ୱର,୨୦।୫(ରବିନାରାୟଣ ଜେନା):ପୂର୍ବ ସରକାରରେ ବହୁ ଚର୍ଚ୍ଚିତ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ବିଭିନ୍ନ ବର୍ଗଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆବଣ୍ଟନ କରାଯାଇଥିବା ପ୍ଲଟ୍‌ ସଂକ୍ରାନ୍ତରେ ତାରା ଦତ୍ତ କମିଟି ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଏବେ ପ୍ରଭାବଶୂନ୍ୟ ହୋଇଛି। ୨୦୧୪ ଡିସେମ୍ବରରେ ତାରା…

ଆଜି ପ୍ରକାଶ ପାଇବ ଯୁକ୍ତ୨ ରେଜଲ୍ଟ: ଜାଣନ୍ତୁ କେମିତି କରିବେ ଚେକ୍‌

ଭୁବନେଶ୍ୱର,୨୦।୫(ସୁଚିସ୍ମିତା ସାହୁ):ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା…

ଆଜି ସମଗ୍ର ଦେଶରେ ବନ୍ଦ ରହିବ ଔଷଧ ଦୋକାନ: ଜାଣନ୍ତୁ କୋଉଠୁ କିଣିବେ

ଭୁବନେଶ୍ୱର,୨୦ା୫(ବନ୍ଦନା ସେଠୀ):ଅଲ୍‌ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍‌ କେମିଷ୍ଟ୍‌ସ ଆଣ୍ଡ୍‌ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରି ଏଆଇଓସିଡି ଅଧୀନରେ…

ବରଗଡ଼ ଜିଲାରେ ମହାପ୍ରୟାଣ ଯୋଜନା ବାଟବଣା: ଚାଳକ ଆସିଲେନି, ଭଡାଗାଡିରେ ଗଲା ମୃତଦେହ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)- ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତକଙ୍କ ଘର କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ମାଗଣାରେ ଶବ ପରିବହନ ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବରଗଡ଼ ଜିଲାରେ ବିଭିନ୍ନ ସମୟରେ ଏହା ବାଟବଣା ହୋଇ ପଡିଛି ।…

୧୫୦ବର୍ଷ ପରେ ଓଡ଼ିଶାକୁ ଆସୁଛି ମହାବିପଦ! ଡରାଇଲା ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର,୧୯।୫: ଆସୁଛି ସୁପର୍ ଏଲ-ନିନୋ, ଜୁନରୁ ହେବ ଆକ୍ଟିଭ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଲେ ସୁପର ଏଲ-ନିନୋ ପ୍ରଭାବରେ ମୌସୁମି ବର୍ଷାରେ ଲାଗିବ ବ୍ରେକ୍, ଅକ୍ଟୋବର ଯାଏଁ ରହିବ ତାତି । ମରୁଡ଼ି ହେବାର…

ଓଡ଼ିଶାକୁ ବଡ଼ ବିପଦ, ଏଲନିନୋ ପ୍ରଭାବରେ ମାଡ଼ି ଆସୁଛି ମହା ପ୍ରଳୟ!

ଭୁବନେଶ୍ୱର,୧୯।୫: ପ୍ରଶାନ୍ତ ମହାସାଗରରେ ଜଳସ୍ତର ଉପରି ଭାଗର ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଲେ ଏଲ ନିନୋ ଆକ୍ଟିଭ ହୋଇଥାଏ। ଚଳିତବର୍ଷ ଏହି ତାପମାତ୍ରା ୨.୦ ରୁ ୩.୦ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଏହାକୁ ସୁପର୍…

ସୌମ୍ୟ ହତ୍ୟା ମାମଲା: ଆଉ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୯।୫: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ନୟାଗଡ଼ ରଣପୁର ଅଞ୍ଚଳରେ ଚଢାଉ କରି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ…

ଅପରେସନ ‘ବୈତରଣୀ’: ୧୦ ଅଭିଯୁକ୍ତ କୋର୍ଟ ଚାଲାଣ

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୧୯।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ “ଅପରେସନ ବୈତରଣୀ” କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ବାଲି ମାଫିଆ ଓ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆନନ୍ଦପୁର…

ଭଏଁସା ପ୍ୟାକ୍ସରେ ଚଢ଼ାଉ: ମଣ୍ଡି ଆରମ୍ଭ ହେବା ପୂର୍ବରୁ ଗୋଦାମ ଗୃହରେ ଧାନ ୧୦୭ ବସ୍ତା

ପାଟଣାଗଡ, ୧୯।୫ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଏଁସା ପ୍ରାଥମିକ କୃଷି ସମବାୟ ସମିତିରେ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଗୋଦାମ ଗୃହରେ ଧାନ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ: ୩୩ ପ୍ଲଟ୍ ସାଙ୍ଗକୁ ରହିଛି ବିଳାସପୂର୍ଣ୍ଣ ଫାର୍ମହାଉସ, ୨୭ ବର୍ଷର ଚାକିରି, ୨୦ ବର୍ଷ ଗୋଟିଏ…

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧିନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବର ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରଙ୍କ ୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?