ରାଜ୍ୟ

୫ ଜିଲାର ୪୪୯ ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩।୫(ବ୍ୟୁରୋ): ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିବା ସହିତ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଏହା ଭିତରେ ସବୁଠାରୁ ଭଲ କଥା ହେଉଛି, ଝିଅମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ପାଇଖାନା ବ୍ୟବସ୍ଥା କରାଯାଇଛି।…

ପଡ଼ିଆ ହେଉ କି ରାସ୍ତା, ଝଗଡ଼ା ଗ୍ରହଣୀୟ ନୁହେଁ

ଭୁବନେଶ୍ବର,୩।୫(ବ୍ୟୁରୋ): ଆଇପିଏଲ୍‌ ମ୍ୟାଚ୍‌ ସମୟରେ ସୋମବାର ଇଣ୍ଡିଆ ଟିମ୍‌ର ଦୁଇ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବାକ୍‌ଯୁଦ୍ଧକୁ ନେଇ ଏବେ ଏହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା। ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲି ଏବଂ ପୂର୍ବତନ ଖେଳାଳି ଗୌତମ…

ଏକାଧିକ ପ୍ଲଟ୍‌ ଆବଣ୍ଟନ ଉପରେ ହାଇକୋର୍ଟଙ୍କ ରୋକ

କଟକ ଅଫିସ,୩।୫: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ନିମନ୍ତେ ଦାଏର ମାମଲାର ବିଚାର କରି ବିଚାରପତି ବିଶ୍ୱନାଥ ରଥ ଜଣେ…

ଖରାଛୁଟି ପାଠପଢ଼ା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ମେ’ ୧ ତାରିଖରୁ ଏହି ନମ୍ବର କାର୍ଯ୍ୟକାରୀ ହୋଇଛି। କାର୍ଯ୍ୟକ୍ରମର ସଫଳ ରୂପାୟନ…

୨୮୩୬ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ଉନ୍ନୀତ: ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୫(ବ୍ୟୁରୋ)-ରାଜ୍ୟ ସରକାର ରାଜ୍ୟର ୨୮୩୬ ମିନି ଅଙ୍ଗନଓ୍ବାଡିକୁ ଉନ୍ନୀତ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟରେ ଶିଶୁ ଓ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ…

ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଥାନା, କେନ୍ଦୁଝର, ବଡ଼ବିଲରେ ସ୍ଥାପନ ହେବ ଟ୍ରାଫିକ୍‌ ଥାନା: ସୃଷ୍ଟି ହେବ ୪୭ ନୂଆ ପଦବୀ

ଭୁବନେଶ୍ୱର,୨ା୫(ବ୍ୟୁରୋ)-ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଶିଳ୍ପାଞ୍ଚଳ ଥାନାରେ ପରିଣତ କରାଯାଇଛି । ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ…

ମଦୁଆ ଡ୍ରାଇଭରଙ୍କ ପାଇଁ କଡ଼ା ନିୟମ

ଭୁବନେଶ୍ୱର,୨।୫(ବ୍ୟୁରୋ): ମଦୁଆ ଡ୍ରାଇଭରଙ୍କ ପାଇଁ କଡ଼ା ହେଲା ନିୟମ। ମଦ ପିଇ ଅନ୍ୟକୁ ଦୁର୍ଘଟଣା କଲେ ଲାଇସେନ୍ସ ବାଜ୍ୟାପ୍ତି ହେବ । ଏହା ସହ ମଦପିଇ ଗାଡ଼ି ଚଲାଇ ଧରାପଡ଼ିଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା। କମିଶନରେଟ ପୋଲିସର ଭୁବନେଶ୍ୱର…

୧୦ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୨।୫(ବ୍ୟୁରୋ): କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ବିଶେଷକରି ୧୦ଟି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏହି ଜିଲାଗୁଡ଼ିକ ହେଲେ ନୂଆପଡ଼ା,ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ଏହି…

ଜନସାଧାରଣ ଭୟଭୀତ ହେବାର ଆବଶ୍ୟକ ନାହିଁ: ଏସ୍‌ଆରସି

ଭୁବନେଶ୍ୱର,୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ପ୍ରେସମିଟ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଆଇଏମ୍‌ଡିଡିଜିଙ୍କ ସହ ଆମେ ସଂପର୍କରେ ରହିଛୁ । ଆଗୁଆ ପଦକ୍ଷେପ ନେବାରେ ରାଜ୍ୟ ସରକାର କୌଣସି କୋହଳ କରିନାହାନ୍ତି…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ: ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲାପାଳ

ଭୁବନେଶ୍ୱର,୨।୫(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା। ଆସାମ ଗୁଆହାଟୀର ଏକ ବିଳାସମୟ ହୋଟେଲରେ ଉଭୟଙ୍କର ହାତଗଣ୍ଠି ପଡିଛି। ତେବେ ବିବାହ ପୂର୍ବରୁ ଉଭୟଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ…

ବଢ଼ୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଅବପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?