ରାଜ୍ୟ

ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି

ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା ଜଳ…

୬୫ବର୍ଷ ପରେ ବି ମୌଳିକ ସୁବିଧାରୁ ଦୂରରେ

ଭୁବନେଶ୍ୱର,୨୯।୯ (ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରଥମ ହାଟ ଭାବେ ୧୯୫୮ରେ ଆରମ୍ଭ ହୋଇଥିଲା ୧ନଂ. ହାଟ। ସହର ଏବଂ ଆଖପାଖ ଉପକଣ୍ଠ ଅଞ୍ଚଳର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ୧୯୬୨ରେ ଜିଏ ବିଭାଗ ପ୍ରଥମେ ୯୫୨ଜଣ ବ୍ୟବସାୟୀଙ୍କୁ…

ବନ୍ଦ ହେଲା ୧ନଂ. ହାଟ

ଭୁବନେଶ୍ୱର,୨୯।୯(ବନ୍ଦନା ସେଠୀ): ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି…

ମେଧା ତାଲିକା ପ୍ରକାଶ, ୩ରୁ ନାମଲେଖା

ଭୁବନେଶ୍ୱର, ୨୯।୯(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନିମନ୍ତେ ଗୁରୁବାର ମେଧା ତାଲିକା ପ୍ରକାଶ ପାଇଛି। ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୩ ତାରିଖ ପୂର୍ବାହ୍ନ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ।…

ଘୂର୍ଣ୍ଣିବଳୟ ସୃଷ୍ଟି, ୧ରୁ ବର୍ଷିବ

ଭୁବନେଶ୍ୱର, ୨୯।୯(ଅସମାପିକା ସାହୁ):ମ୍ୟାନ୍‌ମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…

କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୨୯।୯(ଶର୍ମିଷ୍ଠା ପାଣିଗ୍ରାହୀ):ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ଶାରଳା ପୁରସ୍କାରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟି ସମ୍ମାନିତ ହେବେ। ୨୦୧୭ ମସିହାରେ ପଶ୍ଚିମା ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।…

୧୫ ଜିଲାକୁ ଭୂମିକମ୍ପ ବିପଦ

ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ…

ସ୍ବାଭାବିକ ହେଉନି ରେଳସେବା

କୋରାପୁଟ, ୨୮ା୯(ଅମିତାଭ ବେହେରା): କୋରାପୁଟ ଜିଲାର ଜରଟି ଗ୍ରାମ ନିକଟରେ ଗତ ରବିବାର ଭୋରରେ ଘଟିଥିବା ଭୂସ୍ଖଳନକୁ ଇତି ମଧ୍ୟରେ ୫ ଦିନ ବିତିଯାଇଛି। ତଥାପି ସ୍ବାଭାବିକ ହୋଇପାରି ନାହିଁ ରେଳ ସେବା ା ରେଳ ଲାଇନ ମରାମତି କାର୍ଯ୍ୟରେ ବର୍ଷା…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ପାରଳାଖେମୁଣ୍ଡି,୨୮ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଆର.ଉଦୟଗିରି ଥାନା ଅଧୀନ ବାଦପୁର ଗ୍ରାମରେ ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲା ଦୌରାଜଜ୍‌ ପ୍ରଣବ କୁମାର ରାଉତରାୟ। ଅଭିଯୁକ୍ତ ସ୍ବାମୀ ହେଲେ ସୁବାସ ଚନ୍ଦ୍ର ନାୟକ। ୨୦୧୯ ଏପ୍ରେଲ…

୨ ଭାଜପା ବିଧାୟକ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର,୨୮।୯(ସୁନିତ୍‌ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା…

ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୯(ଅସମାପିକା ସାହୁ): ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍‌ଏସ୍‌ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତରେ…

ଗୁଳିମାଡ଼ରେ ଯୁବକ ମୃତ

କାମାକ୍ଷାନଗର,୨୮ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ୍‌ ସଉରିଆ ଆମ୍ବତୋଟା ନିକଟରେ ଗୁରୁବାର ସକାଳୁ ନିରାକାର ସାହୁ(ନିର) ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ତାଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?