ରାଜ୍ୟ

ଆଗଉନି କାମ, ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା, ୧୦ା୧୨(ପ୍ରଭାତ ପାଣିଗ୍ରାହୀ)ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ଲାଗି ରହିଥିବା ବିବାଦ ତୁଟିବା ପରେ ଗତ ଡିସେମ୍ବରରେ ଭୂମିପୂଜା ହୋଇଥିଲା। ଇତିମଧ୍ୟରେ ଶିଳାନ୍ୟାସକୁ ୪ ବର୍ଷ ବିତିଥିବା ବେଳେ ଭୂମିପୂଜାକୁ ବର୍ଷେ ବିତିଲାଣି। ଏଯାବତ୍‌ ପ୍ରସ୍ତାବିତ ଜାଗାରେ…

ବାଲିଯାତ୍ରା ସଫେଇ ପାଇଁ ସଂସ୍ଥାକୁ ୩୪ ଲକ୍ଷ

କଟକ,୧୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)୯ ଦିନ ଧରି ଚାଲିଥିବା କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ବାଲିଯାତ୍ରା ପଡିଆରେ କୁଢ କୁଢ ଆବର୍ଜନା ଜମି ରହିଥିଲା। ଏହାକୁ ସଫା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଭିଯାନ…

ପାଣି ନେବାକୁ ରାତି ୩ରୁ ଲମ୍ବାଧାଡ଼ି

ଚାନ୍ଦବାଲି, ୧୦।୧୨ (କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଉତୁକୁଡ଼ା ପଞ୍ଚାୟତର ଚକିଆସାହି ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ରହିଛି। ଉକ୍ତ ଗ୍ରାମକୁ ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ପିଇବା ପାଣି ପାଇଁ ସରକାରୀ…

ଆଇଆର୍‌ସିଟିସି କର୍ମଚାରୀଙ୍କ ଅନୁଚିତ ବ୍ୟବହାର

ଯାଜପୁର,୧୨ା୧୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟର ବରିଷ୍ଠ ନାଗରିକମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଆନନ୍ଦ ଅନୁଭବ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା(ବିଏନ୍‌ଟିୱାଇୱାଇ)ହୋଇଛି। ଭୁବନେଶ୍ୱର ଯିବା ଯାଏ ଓ ଟ୍ରେନରେ ବସିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଦ୍ୟମ ତୀର୍ଥଯାତ୍ରୀଙ୍କୁ ବହୁ ଖୁସି…

କୁମ୍ଭୀର ସହ ସେଲ୍‌ଫି

କେନ୍ଦ୍ରାପଡ଼ା,୧୦ା୧୨(ଜଗନ୍ନାଥ ଧଳ)ଶୀତୁଆ ସକାଳରେ ଖରା ପୋଉଁଛି କୁମ୍ଭୀର। ଏହାର ମାତ୍ର ୩୦ ହାତ ଦୂରରେ କୁମ୍ଭୀର ସହ ସେଲ୍‌ଫି ଉଠାଉଛନ୍ତି ଏକାଧିକ ଯୁବକ। ଜୀବନକୁ ବାଜି ଲଗାଇ ଏପରି ସେଲ୍‌ଫି ନେଉଥିବା ଯୁବକମାନେ ବୋଧେ ଜାଣିନାହାନ୍ତି କୁମ୍ଭୀର କେତେ ଭୟଙ୍କର। କେନ୍ଦ୍ରାପଡ଼ା…

ହାତୀ ପାଇଁ ପେଁକାଳି

କାମାକ୍ଷାନଗର,୯ା୧୨(ଅମଜାଦ ଖାନ)ରାତି ହେଲେ ଢାଉଁ ଢାଉଁ ବାଜୁଛି ଟିଣ। ହୁ ହୁ ହୋଇ ଜଳୁଛି ଟାୟାର ନିଆଁ। ପେଁକାଳିର ପେଁ ପାଁ ଶବ୍ଦରେ କମ୍ପୁଛି ଗାଁ ପାଖ ଧାନ ଖେତ। ହାତୀ, ବାର୍‌ହା ଆଦି ଜଙ୍ଗଲୀ ପ୍ରାଣୀଙ୍କ ମୁହଁରୁ ବର୍ଷକର ଫସଲ…

କେନ୍ଦୁଝର ପାଲଟିଛି ଅଘୋଷିତ ହାତୀ ସଫାରି

କେନ୍ଦୁଝର,୧୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)ହାତୀପଲ ଜଙ୍ଗଲରୁ ବାହାରି ଗାଁ ଗହଳିରେ ବୁଲୁଛନ୍ତି। ଅବାଧରେ ରାସ୍ତା ପାର ହେଉଛନ୍ତି। ଫସଲ ନଷ୍ଟ କରୁଛନ୍ତି, ଘର ଭାଙ୍ଗୁଛନ୍ତି। ଏହା କେନ୍ଦୁଝର ଜିଲାରେ ନିତିଦିନିଆ ଘଟଣା ପାଲଟିଲାଣିା ଅପରପକ୍ଷେ ହାତୀ ଘଉଡ଼ାଇବା, ରାସ୍ତାପାର ହେଲାବେଳେ ହାତୀପଲ ଦେଖିବାକୁ…

କଇଁଛ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ

ଭୁବନେଶ୍ୱର, ୧୦।୧୨(ଅସମାପିକା ସାହୁ): ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ରୁ ୩ ମାସ ମିସାଇଲ ବା କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ। ଲକ୍ଷାଧିକ ଅଲିଭ ରିଡ୍‌ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଓଡ଼ିଶା…

ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’

ବଲାଙ୍ଗୀର, ୧୦ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ମଦ ସାମ୍ରାଜ୍ୟ ଉପରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଶନିବାର ଚତୁର୍ଥ ଦିନ ଧରି ମାରାଥନ୍‌ ଚଢ଼ାଉ ଜାରିରହିଛି। ବଲାଙ୍ଗୀର ସୁଦପଡ଼ା ମଦଭାଟିରୁ ଜବତ ଏକ ପଲିଥିନ୍‌ ପ୍ୟାକେଟ୍‌ରେ ୫ ଲକ୍ଷ ଟଙ୍କା ରହିଛି।…

ଆର.ଏମ୍‍.ଆର.ସି.ରେ ଏଚ୍‍ଆଇଭି ସଂକ୍ରମିତଙ୍କ ଭାଇରାଲ ଲୋଡ ପରୀକ୍ଷା କରାଯିବ

ଭୁବନେଶ୍ୱର,୯ା୧୨: ଏଣିକି ରାଜ୍ୟରେ ଏଚ୍‍ଆଇଭି-ଏଡ୍‍ସ୍‍ ସଂକ୍ରମିତଙ୍କ ଭୂତାଣୁ (ଭାଇରାଲ୍‍ ଲୋଡ) ପରୀକ୍ଷା କରାଯିବ । ରାଜଧାନୀ ଭୁବନେଶ୍ୱରସ୍ଥିତ ଆଇ.ସି.ଏମ୍‍.ଆର.-ଆର.ଏମ୍‍.ଆର.ସିର ଅତ୍ୟାଧୁନିକ କୋବାସ୍‍ ଲ୍ୟାବ୍‍ରେ ଏହି ପରୀକ୍ଷା କରାଯିବ । ଏ ନେଇ ଓକାକସ୍‍ ଓ ଆର.ଏମ୍‍.ଆର.ସି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ…

ପାଇପ୍‌ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ରାୟଗଡ଼ା,୯ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଖୁରିଗାଁ ପେଟ୍ରୋଲ ପମ୍ପ ନିକଟ ମେଗା ଜଳ ପ୍ରକଳ୍ପରେ ଶନିବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଣି ପାଇପ୍‌ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ…

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୬ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୨(ଅସମାପିକା ସାହୁ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି। ଅନୁଗୋଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ୍‌, ଭଦ୍ରକ ପାଇଁ ଡ .…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?