ରାଜ୍ୟ

ଗ୍ୟାସ୍‌ ଦର ହ୍ରାସ ପ୍ରଧାନମନ୍ତ୍ରୀଙ୍କ ରାଖୀ ଉପହାର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୩୦।୮(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜ୍ୱଳା ହିତାଧିକାରୀ ଯୋଡ଼ିବା ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି…

ଇସିଆଇ ଟିମ୍‌ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୩୮ (ଅନିଲ ଦାସ): ଆଗୁଆ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍‌ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।…

ଆଜିଠୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର ସମସ୍ତ ରେକ୍‌ରେ ତେଜସ୍‌ କୋଚ୍‌

ଭୁବନେଶ୍ୱର,୩୦।୮: ଅଗଷ୍ଟ ୩୦ରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍‌ ତେଜସ୍‌ କୋଚ୍‌ ସହ ଚଳାଚଳ କରିବ। ରାଜଧାନୀ ଏକ୍ସପ୍ରେସରେ ଉନ୍ନତ ଟ୍ରେନ୍‌ ଯାତ୍ରା ଅଭିଜ୍ଞତା ପାଇଁ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଗତ ୧୯ତାରିଖରୁ ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ର କିଛି…

୫ ଦଫା ଦାବି ନେଇ ରାସ୍ତାରେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା):  ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ୫ଦଫା ଦାବି ନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛି। ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା…

୫-ଟି ସଚିବଙ୍କ ଯାଜପୁର ଜିଲା ଗସ୍ତ: ‘ପରିବାରର ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ’

ଯାଜପୁର/ଯାଜପୁର ରୋଡ,୩୦।୮(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି): ଘରେ ବାନ୍ଧି ହୋଇ ରହିଥିବା ମହିଳାମାନେ ଘରୁ ପାଦ କାଢି ପାରିଲେ ଓଡ଼ିଶା ଏକ ସଶକ୍ତ ରାଜ୍ୟ ହୋଇ ପାରିବ। ମହିଳାମାନଙ୍କୁ ଆବଶ୍ୟକ ତାଲିମ ନେବାକୁ ପଡ଼ିବ। ମହାଜନ ପାଖକୁ ନ ଯାଇ ବ୍ୟାଙ୍କରୁ…

ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ

ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍‌ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ…

ଇସିଆଇ ଟିମ୍‌ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୩୦ା୮ (ଅନିଲ ଦାସ): ଆଗୁଆ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍‌ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।…

ମାଟ୍ରିକ ପରୀକ୍ଷା-୨୦୨୫ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି

କଟକ,୩୦ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ମାଟ୍ରିକ-୨୦୨୫ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନାମ…

୫ରୁ ୧୮ ବର୍ଷର ପିଲା ପାଇବେ ବିଏସ୍‌କଓ୍ବୋଇ ଚିକିତ୍ସା ସେବା

ଭୁବନେଶ୍ୱର, ୩୦ା୮(ଅସମାପିକା ସାହୁ): ଏଣିକି ୫ରୁ ୧୮ବର୍ଷ ବୟସର ପିଲାମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କଓ୍ବୋଇ) କାର୍ଡରେ ଚିକିତ୍ସା ସେବା ପାଇପାରିବେ। ରାଶନ କାର୍ଡରେ ନାଁ ନ ଥିଲେ ମଧ୍ୟ ସେମାନେ ଚିକିତ୍ସାରୁ ବଞ୍ଚତ୍ତ ହେବେନାହିଁ। ଯେଉଁମାନଙ୍କର ନାଁ ଏନ୍‌ଏଫ୍‌ଏସ୍‌ଏ/ଏସ୍‌ଏଫ୍‌ଏସ୍‌ଏସ୍‌ ଡାଟାବେସ୍‌ରେ…

ଅଗଷ୍ଟ ୧୫ରେ ଓସିଏସ ପ୍ରିଲିମ୍‌

ଭୁବନେଶ୍ୱର,୨୯।୮(ଅସମାପିକା ସାହୁ): ଓଡିଶା ସିଭିଲ ସର୍ଭିସ-୨୦୨୩ର ପ୍ରିଲିମ୍‌ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୫ତାରିଖ ରବିବାର ଏହି ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଛି। ପରୀକ୍ଷାର ବିସ୍ତୃତ ବିବରିଣୀ ଆୟୋଗ ପରେ ଘୋଷଣା…

ବସ୍ତିବାସିନ୍ଦାଙ୍କ ଭୋଟ୍‌ ପାଇଁ ପଟ୍ଟା ବଣ୍ଟନ ନାଟକ: ମନମୋହନ

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର):ଶିକ୍ଷିତ ଲୋକଙ୍କ ଭୋଟ୍‌ ଭାଜପା ସହିତ ଅଛି। ତେଣୁ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କ ଭୋଟ ବିଜେଡିକୁ ଭରସା ା ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ପ୍ରତ୍ୟାଖାନ କରିବେ ତେବେ ରାଜଧାନୀରେ ସେମାନେ ୧୦% ଭୋଟ୍‌ ବି ପାଇବେନି।…

ଭୋଟରଙ୍କୁ ଅହଙ୍କାର ଦେଖାଉଛନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର,୨୯ା୮(ଅନିଲଦାସ):ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ ତାଙ୍କୁ ବିରୋଧ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri