୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍ ଓଡ଼ିଶା
ଭୁବନେଶ୍ୱର,୨୩।୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ୨ୟ ପ୍ରୋପ୍ୟାକ୍ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି ଉକ୍ତ ପ୍ରଦର୍ଶନୀ…
ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଏୟାର କାର୍ଗୋ ସେବା
ଭୁବନେଶ୍ୱର,୨୩।୭: ୱାର୍ଲଡ ଟ୍ରେଡ୍ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ ମୁଖ୍ୟ…
ମହିଳା ସଶକ୍ତୀକରଣ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର: ନବୀନ
ଭୁବନେଶ୍ୱର,୨୩।୭(ଅନିଲ ଦାସ): ମହିଳା ସଶକ୍ତୀକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ଆମ ପ୍ରଗତିର ମନ୍ତ୍ର । ମୁଁ ସବୁବେଳେ କହି ଆସିଛି ଆଉ ମୋର ଦୃଢ଼ ବିଶ୍ବାସ ଯେ ମା’ମାନଙ୍କ ସଶକ୍ତୀକରଣ ବିନା କୌଣସି ସମାଜ, ରାଜ୍ୟ ବା…
ଶ୍ରୀମନ୍ଦିର ପୋଲିସ କର୍ମଚାରୀ ନିଲମ୍ବିତ
ପୁରୀ,୨୩ା୭(ଅଜିତ୍ ମହାନ୍ତି)ମହାମାରୀ କୋଭିଡ୍ ପରଠାରୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ରହିଛି। ଫଳରେ ପୁରୀବାସୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭକ୍ତଙ୍କ…
ବିନା ଇନ୍ସ୍ୟୁରାନ୍ସରେ ଗଡୁଛି ୨୫ଲକ୍ଷ ଗାଡ଼ି
ଭୁବନେଶ୍ୱର,୨୩ା୭(ଅଭିଜିତ ଦାସ)ପରିବହନ ବିଭାଗ ପକ୍ଷରୁ ଚଳିତବର୍ଷ ଏପ୍ରିଲ ୧ରୁ ଗାଡ଼ିମୋଟରକୁ କଡାକଡି ଯାଞ୍ଚ ଲାଗି ସମସ୍ତ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରଠାରୁ କିଛି ଦିନଧରି ଗାଡିମୋଟର ଯାଞ୍ଚ ଚାଲିଲା। ହେଲେ ଗତାନୁଗତିକ ଭାବେ ଧୀରେ ଧୀରେ ଏହା…
୫ଜଣଙ୍କୁ ‘ଓଡ଼ିଶା ସାମ୍ବାଦିକତା’ ପୁରସ୍କାର
ଭୁବନେଶ୍ୱର,୨୩ା୭ (ବନ୍ଦନା ସେଠୀ)ଓଡ଼ିଶାର ସ୍ଥିତି ଦେଖିଲେ ତାହା ଚିନ୍ତାଜନକ ଲାଗୁଛି। ଏବେ ଓଡ଼ିଆର ଓଡ଼ିଆତ୍ୱ ଧୂମିଳ ହେଉଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଦିଲ୍ଲୀର ଅଗ୍ରଣୀ ସଂଗଠନ ପଲ୍ଲୀବାଣୀ ମିଶନ ଦ୍ୱାରା…
ସିବିଏସ୍ଇ ସ୍କୁଲରେ ଓଡ଼ିଆରେ ପଢ଼ା
ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ସମସ୍ତ ସ୍କୁଲରେ ମାତୃଭାଷାରେ ପାଠପଢା ହେବ। ଏନେଇ ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୨୨ଟି ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ ମଞ୍ଜୁରୀ ମିଳିଥିବାବେଳେ ଓଡ଼ିଶାରେ ମଧ୍ୟ ଛାତ୍ରୀଛାତ୍ର ଓଡ଼ିଆ…
ବାପଘରକୁ କ’ଣ ଝିଅ ଯାଇପାରିବନି: ସଂଯୁକ୍ତା
ଭୁବନେଶ୍ୱର,୨୨।୭(ସୂର୍ଯ୍ୟକାନ୍ତ ବେହେରା): ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କୁ ନବୀନ ନିବାସ ଗଲା ବେଳେ ଶନିବାର ଟ୍ରାଫିକ ଛକରେ ପୋଲିସ ଅଟକାଇଥିଲା। ଛାଡ଼ିବା ପାଇଁ ସଂଯୁକ୍ତା ପୋଲିସକୁ…
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ପ୍ରଶାସନ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୨୨ା୭(ଅନିଲଦାସ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ପ୍ରଧାନ…
ଖତଗଦାରୁ ଶିଶୁକନ୍ୟା ଉଦ୍ଧାର
ମାଲକାନଗିରି,୨୨ା୭ (ନୃସିଂହ ଚରଣ ମହାନ୍ତି): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗା ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସଦର…
ଭୁବନେଶ୍ୱର କୋର୍ଟରୁ ଧରାପଡ଼ିଲେ ଆଉଜଣେ ନକଲି ଜାମିନଦାର
ଭୁବନେଶ୍ୱର,୨୨।୭(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ବୁଲୁଛନ୍ତି ନକଲି ଜାମିନଦାର। ଅଭିଯୁକ୍ତଙ୍କ ଜାମିନଦାର ସାଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପିଳେଶ୍ୱର ଅଞ୍ଚଳର ବାଉରୀବନ୍ଧୁ ପତି ନାମକ ଜଣେ ନକଲି ଜାମିନଦାରଙ୍କୁ କମିଶନରେଟ ପୋଲିସ ଗିରଫ କରି ଗୁରୁବାର ଜେଲ…
ସ୍ମାର୍ଟସିଟି ରାଙ୍କିଙ୍ଗ୍ରେ ୨୪ ନଂ.କୁ ଖସିଲା ଭୁବନେଶ୍ୱର
ଭୁବନେଶ୍ୱର, ୨୨।୭ (ବନ୍ଦନା ସେଠୀ): ସ୍ମାର୍ଟସିଟି ରାଙ୍କିଙ୍ଗ୍ରେ ୨୪ ନମ୍ବର ସ୍ଥାନକୁ ଖସି ଆସିଛି ଭୁବନେଶ୍ବର। ସେହିଭଳି ରାଉରକେଲା ୪୭ ନମ୍ବର ସ୍ଥାନରେ ରହିଛି। ରାଙ୍କିଙ୍ଗ୍ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମୋଦିତ ଜିଏମ୍ଆଇଏସ୍ (ଜିଓସ୍ପାଟିଆଲ୍ ମ୍ୟାନେଜ୍ମେଣ୍ଟ ଇନ୍ଫର୍ମେସନ୍…
Archives


