ରାଜ୍ୟପାଳଙ୍କ ଦ୍ୱାରା ୨ ନୂଆ କୁଳପତି ନିଯୁକ୍ତ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ୨ଟି ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଲାଗି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରଫେସର ହରିହର ହୋତାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ…
ଅସୁସ୍ଥ ମାଈ ହାତୀର ମୃତ୍ୟୁ
କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲା। ଓୟୁଏଟି ଏବଂ ଆସାମ ବିଶେଷଜ୍ଞଙ୍କ ପରାମର୍ଶରେ ଚିକତ୍ସା ଚାଲିଥିଲା।…
ଅନୁଭବଙ୍କୁ ହଇରାଣ କରୁଛନ୍ତି ପଡ଼ୋଶୀ, ଶୁଣିଲାନି ପୋଲିସ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡ଼ୋଶୀ ହଇରାଣ କରୁଛନ୍ତି। ଏଥିସହ ପୋଲିସ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ସୋମବାର ଟୁଇଟ୍ କରି ସେ ଜଣାଇଛନ୍ତି। ଅନୁଭବ ଜଣାଇଛନ୍ତି ଯେ, କଟକସ୍ଥିତ ବାସଭବନ ସମ୍ମୁଖରେ କେତେଜଣ…
ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆର୍ଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଭୁବନେଶ୍ୱର ଆର୍ଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି। ବିଶେଷ କରି ଜେରକ୍ସ ଦୋକାନ,…
ବିଦେଶ ଗସ୍ତର ୩ ସପ୍ତାହ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍ପି, ବିଧାୟକ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍ପି, ବିଧାୟକ। ସରକାରୀ ଅଫିସର ମଧ୍ୟ ଏଥିରୁ ବାଦ୍ ପଡ଼ିବେନି। ଗସ୍ତର ୩ ସପ୍ତାହ ପୂର୍ବରୁ ଏ ସମ୍ପର୍କରେ ଅର୍ଥ ବିଭାଗକୁ ଜଣାଇବାକୁ ସବୁ ରାଜ୍ୟ ଓ…
ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ
ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ଦ୍ୱୟ ନିଜ ସମର୍ଥକଙ୍କ ସହ ଏକ…
ଘଡ଼ଘଡ଼ି ସହ ବର୍ଷା: ୫ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ସୋମବାର ରାଜ୍ୟର ୫ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର ଓ ଭଦ୍ରକ। ଦିନ…
ଶ୍ରୀଲିଙ୍ଗରାଜଙ୍କ ସୈରାତ, ଦୋକାନ ଘର ଭାଗବଣ୍ଟା ଛିଡୁନି : ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା
ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ.ଏ.) : ଅନେକ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ବିଭିନ୍ନ ଜମିଜମା ଜବରଦଖଲ ବିକ୍ରିବଟା ନେଇ ବିବାଦ ଦେଖାଦେଉଥିଲେ ହେଁ ସରକାରୀ ସ୍ତରରେ ଠାକୁରଙ୍କ ସମ୍ପତ୍ତି ଭାଗବଣ୍ଟା ନେଇ ବିବାଦ ଉପୁଜିବା ଦେବୋତ୍ତର ବିଭାଗ ପାରିବାପଣିଆ ପଦାରେ ପକାଇଛି। ଦେଶର ବିଭିନ୍ନ…
ଭୋଟ ପୂର୍ବରୁ ଚାଲିଲାଣି ବାକ୍ଯୁଦ୍ଧ
ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହାର ଦିନକ ପରେ ସ୍ଥାନୀୟ ନେତା ସନତ ଗଡତିଆଙ୍କୁ ଭାଜପା ପ୍ରାର୍ଥୀ କରିଛି।…
ଅଣପାରମ୍ପରିକ ହେବ ଆଗାମୀ ଅତିରିକ୍ତ ବଜେଟ
ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଣିବାକୁ ଯାଉଛନ୍ତି। ହେଲେ ଏହାକୁ ପୂର୍ବପରି ପାରମ୍ପରିକ ବଦଳରେ ସମ୍ପୂର୍ଣ୍ଣଭାବେ ସମଯୋଜନ(ଆଡ୍ଜଷ୍ଟମେଣ୍ଟ) ବଜେଟ୍ କରିବା ପାଇଁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବରେ…
ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା
ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା ରତ୍ନ ଯୋଜନାର ପାଇଲଟ ପ୍ରକଳ୍ପ। ଏଥିପାଇଁ ପ୍ରତି ଜିଲାକୁ ବାର୍ଷିକ ୨୦ ଲକ୍ଷ…
ବିଜେପୁର ଉପନିର୍ବାଚନ : ୧୭,୧୮ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ଭୁବନେଶ୍ୱର,୩୦ା୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ୧୭,୧୮ରେ ବିଜେପୁର ଗସ୍ତ କରିବାର ସମ୍ଭାବନା ରହିଛି। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ଶେଷ ଆଡକୁ ବିଜେଡି ସଭାପତିଙ୍କ ଗସ୍ତ ସ୍ଥିର କରାଯାଇଛି। ରବିବାର…

