ଜୁଲାଇ ସୁଦ୍ଧା ଖର୍ଚ୍ଚ, ରାଜସ୍ବ ଆଦାୟ ବଢ଼ିଛି
ଭୁବନେଶ୍ୱର,୪ା୮(ଅନିଲ ଦାସ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ସୁଦ୍ଧା ବଜେଟ ଅନୁମୋଦନ ଅର୍ଥର ପ୍ରାୟ ୪ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ…
ଖୋର୍ଦ୍ଧାରେ ୬୪୫ ଡେଙ୍ଗୁ ଆକ୍ରାନ୍ତ ମଧ୍ୟରୁ ରାଜଧାନୀରେ ୬୦୫
ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଭୟ ଘାରିଛି। ପ୍ରତି ୧୦୦ ନମୁନାରୁ ୧୦ ନମୁନା ପଜିଟିଭ ଚିହ୍ନଟ ହେଉଥିବାବେଳେ ଆକ୍ରାନ୍ତଙ୍କ ହାର ଦିନକୁ ଦିନ ବଢିବାରେ ଲାଗିଛି। ଜୁଲାଇ ଦ୍ବିତୀୟ ସପ୍ତାହରେ ସହରରୁ ଦୈନିକ ୭ରୁ ୧୦ ରୋଗୀ…
ସାପ କାମୁଡ଼ା, ଜଳବାହିତ ରୋଗରୁ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର,୪।୮(ଅଭିଜିତ ଦାସ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଓ ବର୍ଷା ପାଣି ଘେରରେ ବହୁ ଗାଁ ରହିଛି। ଏସବୁ ଅଞ୍ଚଳରେ ସରୀସୃପଙ୍କ ପ୍ରାର୍ଦୁଭାବ ରହିଥିବାବେଳେ ଜଳବାହିତ ରୋଗ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ…
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର,୪ା୮(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ରାଜ୍ୟରେ ପ୍ରବାହିତ ଅନ୍ୟ କେତକ ଛୋଟବଡ଼ ନଦୀ ମଧ୍ୟରେ ବଢ଼ି ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମହାନଦୀର ଖଇରମାଳଠାରେ ୪ ଲକ୍ଷ ୭୨…
ଖୋଲିଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ବହୁ ବାଦବିବାଦ, ଧାରଣା ଏବଂ ଆଲୋଚନା ପରେ ଶେଷରେ ଗୁରୁବାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ୧୮ଦିନ ପରେ ବିଧିବଦ୍ଧ ଭାବେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍ ସଭାପତି ପ୍ରଦ୍ୟୁମ୍ନ…
ପାନ୍ଥନିବାସରେ ଅସ୍ଥାୟୀ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ
ଭୁବନେଶ୍ୱର/ସାକ୍ଷୀଗୋପାଳ,୪।୮(ଅନୁରାଧା ମହାରଣା/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ୨୦୨୩-୨୪ ଶିକ୍ଷାବର୍ଷରୁ ଇଣ୍ଟିଗ୍ରେଟେଡ୍ ଏମ୍ଏପିଏଚ୍ଡି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନାମଲେଖା, ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ହେଲେ ଏବେ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ଓ ଭିତ୍ତିଭୂମି ନିର୍ମାଣ…
ବନ୍ୟାପାଣିରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ
ହାଟଡିହୀ,୩l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ବନ୍ୟା ପାଣିରେ ବୁଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ସଙ୍ଗମ ଗ୍ରାମ ନାଇକ ସାହିର ଗୋବିନ୍ଦ ନାଇକଙ୍କ ପୁଅ ସତ୍ୟଜିତ(୬ ବର୍ଷ)। ସତ୍ୟଜିତ ସନ୍ଧ୍ୟାରେ ନିକଟସ୍ଥ ନାଳକୁ…
ବନ୍ୟାରେ ଭାସିଗଲେ ନାବାଳକ
ଧାମନଗର,୩ା୮(ଦେବେନ୍ଦ୍ର ଆନ୍ଦିଆ): ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀରେ ବଡ଼ ଧରଣର ବନ୍ୟା ଆସି ଭଦ୍ରକ ଧାମନଗର ବ୍ଲକ୍ର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ରାସ୍ତାଘାଟ, ଗାଁ ଦାଣ୍ଡ, କେତେକଙ୍କ ଘରେ ଓ ଚାଷଜମିରେ ପଶି ଜଳମଗ୍ନ ହୋଇଯାଇି। ଗୁରୁବାର…
୫-ଟି ସ୍କୁଲ ପ୍ରାଙ୍ଗଣ ଜଳାର୍ଣ୍ଣବ
ଜମନକିରା,୩।୮(ରବୀନ୍ଦ୍ର ଦାନି): ରାଜ୍ୟ ସରକାର ସ୍କୁଲଗୁଡ଼ିକ ୫-ଟି ଅଧୀନରେ ରୂପାନ୍ତରଣ ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ରୂପାନ୍ତରଣ ପରେ ପ୍ରଶାସନ ଏହାକୁ ଅଣଦେଖା କରୁଛି। ଏଭଳି ସମସ୍ୟା ଯୋଗୁ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବା ବେଳେ ଛାତ୍ରୀଛାତ୍ର ଓ…
ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲା: ଲିଭ ଇନ୍ରୁ ହତ୍ୟା
ହିଞ୍ଜିଳିକାଟୁ, ୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୁକୁଡାଖଣ୍ଡି ପଞ୍ଚାୟତ ଅଧୀନ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମ ଏକ ଶ୍ମଶ୍ମାନରୁ ରବିବାର ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ସୋମବାର ଚିହ୍ନଟ ହୋଇଛି। ମୃତ ମହିଳା…
ଦକ୍ଷିଣପୂର୍ବ ରେଳପଥ ଅଣ୍ଡରପାସ୍ରେ ୮ଫୁଟ୍ ପାଣି
କୁଚିଣ୍ଡା,୩ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲା ବାମରା ଦକ୍ଷିଣପୂର୍ବ ରେଳପଥ (ନଂ.୪୭୩/୧୧) ଖମ୍ବସ୍ଥିତ ଅଣ୍ଡରପାସ୍ରେ ୮ଫୁଟ୍ର ପାଣି ଜମିଛି। ଫଳରେ ଉଚ୍ଚକାପାଟ ଓ ବାଉଁଶଲଗା ପଞ୍ଚାୟତର ଲୋକଙ୍କ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଞ୍ଚାୟତରୁ ମିଳୁଥିବା ଭତ୍ତା, ରାଶନ…
ଘୁଞ୍ଚିଲା ୟୁଜି, ପିଜି ନାମଲେଖା ତାରିଖ
ଭୁବନେଶ୍ୱର,୩।୮(ଅସମାପିକା ସାହୁ): ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୟୁଜି ଏବଂ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଏବଂ ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅଗଷ୍ଟ ୫ ତାରିଖ ଅର୍ଥାତ୍ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି।…
Archives


