ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ ଆହତ, ୩ ଗୁରୁତର
ଭଞ୍ଜନଗର,୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ପୂର୍ବାହ୍ନରେ ଏକ ମିନିବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହେଇଛନ୍ତି। ଆହତମାନେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩ ଜଣକ…
ସ୍କୁଟି ଦୁର୍ଘଟଣା: ମିଳିଲା ୩ ମୃତକଙ୍କ ପରିଚୟ
ରାଇକିଆ,୮ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ବୁଡ଼ାମାହା ବ୍ରିଜ୍ରେ ସ୍କୁଟି ଦୁର୍ଘଟଣାରେ ୩ ଯୁବକଙ୍କ ମୁତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ପାବୁରିଆରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ମାନେ…
୬ ମାଓବାଦୀ ଗିରଫ
ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୋଲିସ ଏବଂ ସିଆର୍ପିଏଫ୍ କୋବ୍ରା…
ଘାଟିରେ ପିଟିହେଲା ବସ୍, ୨୦ ଆହତ
ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍ଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବଡ଼ ପଥରରେ ବସ୍ଟି…
ଏସ୍ବିଆଇର ସଚେତନତା ଅଭିଯାନ
ଭୁବନେଶ୍ୱର,୮।୪:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏସ୍ବିଆଇ…
୧.୫ ନିୟୁତ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା
ଭୁବନେଶ୍ୱର,୮।୪:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍(ଏଚ୍ଏମ୍ଆଇଏଲ୍)ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍ଏମ୍ଆଇଏଫ୍) ଦ୍ୱାରା ସାମାଜିକ କଲ୍ୟାଣ ଏବଂ ମାନବିକତା ମୂଲ୍ୟବୋଧର ପ୍ରତିଶ୍ରୁତିବଦ୍ଧ ଅନ୍ତର୍ଗତ ‘ସ୍ପର୍ଶ ସଞ୍ଜୀବନୀ’ ପ୍ରୟାସ ଜାରି ରହିଛି। ୨୦୨୧ରେ…
ବିଜେଡି ୩ ଚତୁର୍ଥାଂଶ ଆସନରେ ବାଜିମାତ୍ କରିବ
ଭୁବନେଶ୍ୱର,୮।୪(ସୁନିତ୍ ମିଶ୍ର):ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ୩ ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ୍ କରିବ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆକଳନ କରିଛନ୍ତି। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନ୍ଭେନଶନରେ ଯୋଗଦେଇ ପାଣ୍ଡିଆନ…
ଓଡ଼ିଶାର ୪ ନଦୀରେ ପାଣି ନାହିଁ
ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ ନଦୀଗୁଡ଼ିକରେ ଜଳ ନ ରହିବା ଚିନ୍ତାର କାରଣ ପାଲଟିଛି। ତଥ୍ୟ ଅନୁଯାୟୀ, ମହାନଦୀ…
ବିନା ଅନୁମତିରେ ଏନ୍ସିଇଆର୍ଟି ବହି ବିଷୟବସ୍ତୁ ଛାପିବା ମନା
ଭୁବନେଶ୍ୱର, ୮।୪(ଅସମାପିକା ସାହୁ):ନ୍ୟାଶନାଲ୍ କାଉନ୍ସିଲ ଅଫ୍ ଏଜୁକେଶନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ(ଏନ୍ସିଇଆର୍ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍ସିଇଆର୍ଟି ପକ୍ଷରୁ ଏକ…
ବାଘ ଛାଲ ରାକେଟକୁ ଠାବ, ୭ ଗିରଫ
ଭୁବନେଶ୍ୱର, ୭।୪(ଅସମାପିକା ସାହୁ)- ବନ ବିଭାଗ ଏକ ବଡ଼ ଧରଣର ବାଘ ଛାଲ ରାକେଟକୁ ଠାବ କରିଛି। ଗଜପତି ଜିଲାରେ ଏହି ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ସହିତ…
କେମିତି ସୁର ରାଉତରାୟଙ୍କୁ ପୁଅଙ୍କୁ ହରାଇବେ ଅପରାଜିତା: ପ୍ଲାନ୍ ବିଷୟରେ ଖୋଲାଖୋଲି କହିଲେ
ଭୁବନେଶ୍ୱର,୭।୪: ଆଗାମୀ ଲୋକ ସଭା ନିର୍ବାଚନରେ ଭୁବନେଶ୍ୱର ଆସନ ହଟ୍ସିଟ୍ରେ ପରିଣତ ହୋଇଛି। ଏଠାରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ଲଗାଥର…
ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ
ପଦ୍ମପୁର,୭।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାନସଭା ଆସନରେ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ସେ ନେଇ ସସ୍ପେନ୍ସ ଜାରି ରହିଛି । ଗତ ଉପନିର୍ବାଚନରେ ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ଭୋଟ୍ ବ୍ୟବଧାନରେ ଜିତିଥିବା…

