ଜନଜାତି କଳା, ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି
ଭୁବନେଶ୍ୱର,୧୧ା୨(ଅନିଲ ଦାସ)ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସ୍ବତନ୍ତ୍ର…
ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରସା
ଭୁବନେଶ୍ୱର,୧୧।୨(ଅସମାପିକା ସାହୁ)ରାଜ୍ୟରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ନ ଥିବାରୁ ପଦବୀ ଖାଲିପଡ଼ୁଛି। ମିଳିଥିବା ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁର…
କଳାପଥର ଲୁଟ ନିୟନ୍ତ୍ରଣ ବାହାରେ
ଯାଜପୁର,୧୧ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟ ଇସ୍ପାତ ଓ ଖଣି ବିଭାଗକୁ ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଦାୟିତ୍ୱ ମିଳିବାର ପ୍ରାୟ ୧୦ ମାସ ଅତିକ୍ରାନ୍ତ ହୋଇସାରିଛି। ଇତିମଧ୍ୟରେ ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଖୋଲିଛି। ଏହାପରେ ଜିଲାରେ…
ମହିଳାଙ୍କୁ କାଇଁଚ ହସ୍ତଶିଳ୍ପ କରୁଛି ସ୍ବାବଲମ୍ବୀ
କେନ୍ଦ୍ରାପଡ଼ା, ୧୧ା୨ (ଜଗନ୍ନାଥ ଧଳ)ବଣୁଆ କାଇଞ୍ଚ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେଉଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେବା ସହ ଏଥିରୁ ଉତ୍ପାଦିତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ବଢ଼ିଛି। ଏ ସମ୍ପର୍କରେ କାଇଁଚ ହସ୍ତଶିଳ୍ପୀ କେନ୍ଦ୍ରାପଡ଼ା…
ବେଳାଭୂମି ଝାଉଁ ଜଙ୍ଗଲରେ ନିଆଁ: ଶତାଧିକ ଗଛ ଜଳିଗଲା
ପାରାଦୀପ,୧୧।୨(ଶରତ ରାଉତ)ପାରାଦୀପ ବନ୍ଦର ସହର ନିକଟସ୍ଥ ବେଳାଭୂମିରେ ଥିବା ଝାଉଁ ଜଙ୍ଗଲରେ ଶନିବାର ସାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଶତାଧିକ ଝାଉଁଗଛ ପୋଡ଼ିଯାଇଛି। ଖବରପାଇ ପୋର୍ଟ ସିଆଇଏସ୍ଏଫ୍ର ଦମକଳ ଗାଡି ପହଞ୍ଚତ୍ ନିଆଁକୁ ଆୟତ୍ତ କରିଛି। ଝାଉଁଗଛ ତଳେ…
ଶେଷ ହେଉନି ଗୋଲେଇ ଟ୍ରାଫିକ୍ ପୋଷ୍ଟ
ନୟାଗଡ ଅଫିସ,୧୧।୨ନୟାଗଡ଼ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସଜାଡିବା ପାଇଁ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ ଚାଲିଛି। ହେଲେ ଗୋଲେଇ ଟ୍ରାଫିକ୍ ପୋଷ୍ଟ ନିର୍ମାଣର ଅବଧି ପ୍ରାୟ ୮ମାସ ତଳୁ ଶେଷ ହୋଇଗଲାଣି। ଇତି ମଧ୍ୟରେ ଟ୍ରାଫିକ୍ ପୋଷ୍ଟ ଶିଳାନ୍ୟାସ ଆଉ ୧୧…
ଶ୍ରୀନୀଳମାଧବ ମନ୍ଦିରରେ ଫାଟ
ଖଣ୍ଡପଡ଼ା,୧୧ା୨(ଅଜୟ କୁମାର ମହାରଣା)ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ମନ୍ଦିର ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ସାମଞ୍ଜସ୍ୟ ରହିଥିବା ଏହି ମନ୍ଦିରର ପୁରାତନ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଶ୍ରୀନୀଳମାଧବଙ୍କ ସହ ବିଭିନ୍ନ ମନ୍ଦିରରେ ଫାଟ ସୃଷ୍ଟି…
ଫ୍ୟାନ୍ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ସୁନାବେଡା,କୋରାପୁଟ,୧୦/୦୨(କୃତ୍ତିବାସ ପ୍ରଧାନ/ଅମିତାଭ ବେହେରା) ସୁନାବେଡା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବର ମୁତାବକ ମହିଳା ଛାତ୍ରୀନିବାସ ’ବି’ ବ୍ଲକ୍ ର ୪୧୩ ନମ୍ବର ରୁମ୍ ରେ ରହୁଥିବା ସନ୍ଧ୍ୟାରାଣୀ ଦାସ(୧୮) ନିଜ ଓଢଣୀ…
ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୨(ଅସମାପିକା ସାହୁ): ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ…
ଭୁବନେଶ୍ୱରରେ ପହଞ୍ଚିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର,୧୦ା୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସୁଜ୍ଞାନ କୁମାରୀ…
ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ
ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର…
ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪: ପ୍ରଶ୍ନପତ୍ର ଲିକ୍ ହେଲେ ସ୍କୁଲ୍ ପ୍ରଧାନଶିକ୍ଷକ ଦାୟୀ
ଭୁବନେଶ୍ଵର,୧୦।୨: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳନା କରିବାକୁ…
Archives


