ରାଜ୍ୟ

କିଏ ହେବେ ବିରୋଧୀ ଦଳ ନେତା? ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା

ଭୁବନେଶ୍ୱର,୧୯।୬: ବିଜେଡି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା । ନବୀନ ପଟ୍ଟନାୟକ ହୋଇପାରନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ବଛାଯିବା ପାଇଁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ବିଜେଡି…

କର୍ଫ୍ୟୁ ପ୍ରଭାବରେ ପରିବା ବଜାରରେ ନିଆଁ, ୧୦୦ ଛୁଇଁଲା ଟମାଟୋ-ପିଆଜ

ବାଲେଶ୍ୱର,୧୯।୬: ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି। ଏହା ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି । ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା ଛୁଇଁଛି। ଟମାଟୋ, ପିଆଜ ଦର ୧୦୦…

ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ?

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି । ସାରା ଦେଶରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିଛି ।…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ୱର,୧୯।୬: ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି, ବ୍ୟକ୍ତିଗତ ସଚିବ ହେଲେ…

ଭୁବନେଶ୍ୱର,୧୯।୬: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ବିନୋଦ ବିହାରୀ ସିଂହଙ୍କୁ ଯୋଜନା ଓ ସଂଯୋଜନା ବିଭଗର ଅନୁସଚିବ ଭାବେ ନିଯୁକ୍ତି…

କିଏ ହେବେ ବାଚସ୍ପତି ? ଆରମ୍ଭ ହେଲା ବୈଠକ

ଭୁବନେଶ଼୍ବର, ୧୯।୬: ବିଧାନସଭାରେ ଆରମ୍ଭ ହୋଇଛି ଶାସକ ଦଳ ଭାଜପାର ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ନବନିର୍ବାଚିତ ବିଧାୟକମାନେ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ କିଏ ହେବେ ବିଧାନସଭାର ବଚସ୍ପତି ସେ ନେଇ…

ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୯।୬: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅନେକଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ବିଜେଡି ଏବଂ ଭାଜପା ମଧ୍ୟରେ ଫରକ ଦର୍ଶାଇଛନ୍ତି। ସେ କହିଛନ୍ତି, ବିଜେଡି ଓ ଭାଜପା ଭିତରେ ବହୁତ ଫରକ…

ସରକାରୀ କର୍ମଚାରୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ: ପିସି ନେଉଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୯ା୬(ଅନିଲ ଦାସ):ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଅଚାନକ ଭୁବନେଶ୍ୱରସ୍ଥିତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସାଧାରଣ ଲୋକ, ଓକିଲ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତହସିଲ ଅଫିସରେ…

ମୁଁ ଜଣେ ପିପୁଲ୍ସ ସିଏମ୍‌: କାହିଁକି ଏମିତି କହିଲେ ମୋହନ ମାଝି

ଭୁବନେଶ୍ୱର,୧୯।୬: ବରଗଡର ଜଜ୍‌ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ସହାୟତା ବଣ୍ଟନରେ ଯୋଗଦେଇ ନିଜକୁ ପିପୁଲ୍ସ ସିଏମ୍‌ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଡ୍ରେନ୍‌ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୯।୬: ଭୁବନେଶ୍ବରରେ ଡ୍ରେନ୍‌ରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ସମୀକ୍ଷା କରିଛନ୍ତି। ଏହା ପରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ୟାରିକେଡ କାହିଁକି ହୋଇନି, ସା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ଚିନ୍ତା ବଢାଉଛି ଡିପଥେରିଆ ସଂକ୍ରମଣ, ଆଜିଠୁ ବୁଷ୍ଟର ଡୋଜ ଟିକାକରଣ, ଏହିମାନେ ନେଇପାରିବେ ଟିକା

ଭୁବନେଶ୍ୱର,୧୯।୬: ଓଡ଼ିଶାରେ ଡିପଥେରିଆ ସଂକ୍ରମଣ ଚିନ୍ତା ବଢାଉଛି। ଗୋଟିଏ ପରେ ଗୋଟିଏ ଜିଲାକୁ ମାଡ଼ି ଚାଲିଛି ଏହି ରୋଗ। ରାୟଗଡା ପରେ ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ…

ଅଫିସର୍‌ଙ୍କୁ ଏମିତି କହି ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୬: ଓଡ଼ିଶା ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?