ରାଜ୍ୟ

ନବୀନ ଦେଲେ ଇସାରା! ପାଣ୍ଡିଆନ୍‌ ହିଁ ବିଜେଡିର… ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୮।୭: ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ହେଲେ ଜିଲାସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ…

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ ୧୦ ଟିକିଆ ହାତୀପଲ ଆସି ଅଙ୍ଗନଓ୍ବାଡି କେନ୍ଦ୍ର ଘର ଭାଙ୍ଗିବା ସହିତ କେନ୍ଦ୍ରରେ ଥିବା…

ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ କିଏ ଶିଖେଇ ଦେଇଛି। ମୁଁ କିଏ ଲୋକ ଜାଣିଛନ୍ତି, ଦେବାଶିଷ ବାବୁଙ୍କ ବିଷୟରେ ବି…

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ…

୬ ମାସରେ ଦବିଲା ଡୁମଡୁମା ଫ୍ଲାଏଓଭର ରାସ୍ତା: ଫସିରହିଛି ମିନିଟ୍ରକ୍‌

ଭୁବନେଶ୍ୱର,୮।୭: ରାଜଧାନୀ ଭୁବନେଶ୍ୱରରେ ଏନଏଚ୍‌ ଫ୍ଲାଏଓଭର ରାସ୍ତା ଦବିଯାଇଛି। ପ୍ରବଳ ବର୍ଷା ଫଳରେ ଡୁମଡୁମା ଫ୍ଲାଏଓଭର ଏହି ରାସ୍ତାଟିି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି। ଯାତୀୟ ରାଜପଥ-୧୬ ଫ୍ଲାଏ ଓଭର ରାସ୍ତାରେ ଏକ ମିନିଟ୍ରକ୍‌ ଫସିରହିଛି। ଟ୍ରକ୍‌ଟିର ଚକା…

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି। ଚଳିତ ବର୍ଷ ବିରଳ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଘୋଷଯାତ୍ରା ଦେଖିବାକୁ ଲକ୍ଷାଧିକ…

୧୧ରୁ ପୁଣି ଛେଚିବ ବର୍ଷା

ଭୁବନେଶ୍ୱର,୮।୭: ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମାତ୍ର କାଲିଠୁ ବର୍ଷା ପରିମାଣ କମିବ ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ତେବେ ୧୧…

ଶାସନକୁ ଆସିବା ପରେ ରାଜ୍ୟ ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ, ଜାଣନ୍ତୁ କେବେ ବସିବ…

ଭୁବନେଶ୍ୱର,୮।୭: ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ ତାରିଖରେ ବସିବ। ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ। ଶାସନକୁ ଆସିବା ପରେ ଏହା ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ। ଏହି ଦୁଇ…

ଯାତ୍ରୀଙ୍କୁ ଧରିଯାଉଥିବା ବସ୍‌ ଓଲଟିଲା: ୧୦ଆହତ ୨ଗୁରୁତର

ଗଜପତି,୮।୭: ଗଜପତି ଜିଲା ଉଲିଆପଦା ଗାଁରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ଧରିଯାଉଥିବା ଏକ ଘରୋଇ ବସ୍‌ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର…

‘ଦରକାର ବେଳେ ପାଣ୍ଡିଆନ୍‌, ବବିଙ୍କ ପାଖକୁ ଦୌଡୁଥିଲେ, ଆଉ ଏବେ…’ ପ୍ରଭାତଙ୍କୁ ନେଇ ଭିତିରି କଥା କହିଦେଲେ ଦେବାଶିଷ

ଭୁବନେଶ୍ୱର,୮।୭: ବିଜେଡି ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ…

ପରାଜୟ ପାଇଁ ପାଣ୍ଡିଆନ୍‌-ବବି ନୁହନ୍ତି, ଏହି ହେଉଛନ୍ତି ବଡ଼ ଦାୟୀ: ବିଜେଡି ସାଂସଦ ଦେବାଶିଷଙ୍କ ବଡ଼ ବୟାନ

ଭୁବନେଶ୍ୱର,୮।୭: ବିଜେଡି ପରାଜୟ ନେଇ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କ୍ଲିନ ଚିଟ୍‌ ଦେଲେ ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ବିଜେଡି ପରାଜୟ ପାଇଁ ଏ ଦୁହେଁ ଆଦୌ ଦାୟୀ ନୁହନ୍ତି…

ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?