ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ
ଭୁବନେଶ୍ୱର/ରାଞ୍ଚି,୩ା୭: ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ସୂଚନା ଥାଉକି, ଡ. ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲା ଓଡ଼ଗାଁ ଅନ୍ତର୍ଗତ…
ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ସେବାୟତ, କହିଲେ…
ସାକ୍ଷୀଗୋପାଳ,୩ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରେ ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି। ଠାକୁରଙ୍କ ଚନ୍ଦନ ତୁଳସୀ, ଭୋଗ ସହିତ ଖଣ୍ଡୁଆପାଟ ଓ ଫୁଲମାଳ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ…
ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ
ଭୁବନେଶ୍ୱର,୩।୭: ବିଏମ୍ସି ମେୟରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବିଏମ୍ସି କର୍ପୋରେଟରଙ୍କ ଅଲଗା ଅଲଗା ବୈଠକ ପରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ହୋଟେଲରେ ଏକ ଗୋଷ୍ଠୀ ଏକାଠି ହୋଇଛନ୍ତି।…
ନିଲମ୍ବିତ ହେଲେ ୩ ପୋଲିସ
ନୟାଗଡ଼,୩ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର…
ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟ ପରେ ବିଜେଡି କର୍ପୋରେଟରଙ୍କ ମିଳିତ ପ୍ରେସମିଟ , କହିଲେ..
ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଏମ୍ସି ବିଜେଡି କର୍ପୋରେଟର ମିଳିତ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ‘ଆମ ଭିତରେ ଫାଟ ନାହିଁ’ ଆମେ ଏକାଠି ଅଛୁ ବୋଲି ବିଜେଡି କର୍ପୋରେଟରମାନେ…
ମୁହଁ ଖୋଲିଲେ ବାବୁ, କାହିଁକି ଆସିଥିଲେ ଅମରେଶ, ବିରଞ୍ଚି
ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଦଳରେ ବିଭୀଷଣ ଅଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ଦଳୀୟ ନେତା…
‘ମୋ ବସ୍’ର ନାଁ ବଦଳାଇବାର କାରଣ କହିଲେ ମନ୍ତ୍ରୀ
ଭୁବନେଶ୍ୱର,୩।୭: ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି,ମୋ ବସ ନାଁ ବଦଳି ଆମ ବସ୍ ହେଲେ ଭଲ ହେବ। ତେବେ ମୋ ବସ୍ ନାଁ କାହିଁକି ବଦଳାଯିବ…
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ପ୍ରମିଳା, ଲେଖାଶ୍ରୀ
ଭୁବନେଶ୍ୱର,୩।୭: ଦରଦାମ ବୃଦ୍ଧି ନେଇ ବୁଧବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ପ୍ରମିଳା କହଛନ୍ତି, ରାଜ୍ୟରେ ପରିବର୍ତ୍ତନ…
ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ
ଭୁବନେଶ୍ୱର,୩।୭: ବିଜେଡିରେ ବିଭୀଷଣ କିଏ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା…
୬ ତାରିଖରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କଲା ପୂର୍ବାନୁମାନ
ଭୁବନେଶ୍ୱର,୩।୭: ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ୫ ତାରିଖରୁ କିଛି ମାତ୍ରାରେ ବର୍ଷା ପରିମାଣ ବଢିପାରେ ଏବଂ ୬ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ…
କାହିଁକି ବବି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ, କହିଲେ…
ଭୁବନେଶ୍ୱର,୩।୭: ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଏ ନେଇ ସେ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ପରାଜୟକୁ ନେଇ…
‘ମୋ ବସ୍’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୩।୭: ଲଷ୍ମୀ ବସ୍ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍ ନାଁ…

