ରାଜ୍ୟ

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ…

ଭୁବନେଶ୍ୱର,୧୮।୩: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ସେ ଦିଲ୍ଲୀ ଯାଇଛନ୍ତି। ତେବେ ସେଠାରେ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି…

ଏସି ଶେଡ୍‌: ୨ ମାସରେ ବିଦ୍ୟୁତ ବିଲ୍‌ ୧୪.୧୭ ଲକ୍ଷ

ପୁରୀ,୧୮ା୩ (ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ସରକାର ନିର୍ମାଣ କରିଥିବା ଏସି ଶେଡ୍‌ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଗତ ୨ ମାସରେ ଆସିଥିବା ବିଦ୍ୟୁତ ବିଲ୍‌କୁ ଦେଖି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି। ଏସି ଶେଡ୍‌ରେ ଗତ…

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ମେଡିକାଲ ଓ୍ବେଷ୍ଟ

ଭୁବନେଶ୍ୱର, ୧୮।୩ (ବନ୍ଦନା ସେଠୀ): ସ୍ମାର୍ଟସିଟିରେ ପରିମଳ ବ୍ୟବସ୍ଥା ବିଗିଡି ଗଲାଣି। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଆବର୍ଜନା ଗଦା ହୋଇ ରହୁଛି। ସ୍ଥିତି ଏପରି ହେଲାଣି ଯେ ମେଡ଼ିକାଲ ପରିସରରୁ ମଧ୍ୟ ଆବର୍ଜନା ହଟୁନାହିଁ। ରାଜ୍ୟର ଅନ୍ୟତମ…

ଖିଲାପକାରୀଙ୍କୁ ସୁହାଇବ ଆଚରଣବିଧି

ଭୁବନେଶ୍ୱର,୧୮।୩ (ବନ୍ଦନା ସେଠୀ): ୨୦୨୩-୨୪ ଆର୍ଥିକ ବର୍ଷର ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ନେଇ ଏବେ ବିଏମ୍‌ସି ଅଧିକାରୀ ଚିନ୍ତାରେ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ଅଳ୍ପଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୫୦% ରାଜସ୍ବ ମଧ୍ୟ ଆଦାୟ ହୋଇପାରିନାହିଁ। ଗୋଟିଏ…

ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର, ୧୮।୩(ସୁନିତ୍‌ ମିଶ୍ର): ବିଜେଡି ଓ ଭାଜପା ସରକାର ଶ୍ରମିକ, କର୍ମଚାରୀ ବିରୋଧୀ। ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ବିଜେଡି ଓ ଭାଜପା ସରକାର ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି। କଂଗ୍ରେସ ନେତା ରାହୁଲ…

ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ

ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍‌ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୋନିଦୀପାଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ…

ସୁବର୍ଣ୍ଣପୁର ଦେଖିନାହିଁ ବିଧାୟିକା

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ରାଜନୀତିରେ ବହୁ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରୁ ଜଣେ ହେଲେ ମହିଳା ବିଧାୟକ ପଦ…

ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ

ଭବନେଶ୍ୱର, ୧୮।୩ (ସୁନିତ୍‌ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ…

ଭୋଟର ଖୋଜୁଛନ୍ତି ନୂଆ ମୁହଁ

ନୟାଗଡ଼/ରଣପୁର,୧୮।୩(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲାର ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସତ୍ୟ ନାରାୟଣ ପ୍ରଧାନ ବିଧାୟକ ଅଛନ୍ତି। ହେଲେ ଦଳରେ ଗୋଷ୍ଠୀ କନ୍ଦଳ ଓ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଆସନ୍ତା ନିର୍ବାଚନରେ ଶାସକ ଦଳ କାହାକୁ ପ୍ରାର୍ଥୀ…

ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି…

ଆସୁଛି ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୮ା୩:   ସୋମବାର ରାଜ୍ୟର ୨୦ରୁ ଅଧିକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଆଦି ୮ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ…

ସୁରକ୍ଷା ନାହିଁ, ଯାଉଛି ଜୀବନ

ଯାଜପୁର/ଧର୍ମଶାଳା,୧୮ା୩(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା): ପଥର ଖାଦାନ ଓ କ୍ରଶର ୟୁନିଟ୍‌ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ଉପକରଣ ଅଭାବ, ଚିକିତ୍ସା ସୁବିଧା ନ ମିଳିବାରୁ ଅକାଳରେ ଶ୍ରମିକମାନେ ମୃତ୍ୟୁବରଣ କରୁଛନ୍ତି। ସରକାରୀ ଅନୁପାଳନ ବିନା ଗଢ଼ି ଉଠିଥିବା ପଥର କ୍ରଶର ୟୁନିଟ୍‌ରେ ଏଭଳି ଅବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri