ଝାରପଡ଼ା ଜେଲ୍ରେ ନିଶା କାରବାର
ଭୁବନେଶ୍ୱର,୨୧।୩ (ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍ର ସଦସ୍ୟମାନେ…
କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍
ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍ ତିଆରି ହେଉଛି। ତା’ ପୁଣି ରିୟୁଜେବ୍ଲ। ଅର୍ଥାତ୍ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍ ବ୍ୟବହାର କରିହେବ।…
ଇଣ୍ଡିଆ ମେଣ୍ଟ: ପ୍ରାର୍ଥୀ ଦେବାକୁ ଦାବିକଲା ସିପିଆଇ (ଏମ୍ଏଲ୍)
ଗୁଣପୁର,୨୧ା୩(ପ୍ରଦୀପ କୁମାର ପାଢ଼ୀ): କୋରାପୁଟ ଲୋକ ସଭା ସହ ଗୁଣପୁର ବିଧାନସଭା ନିର୍ବାଚନ ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଦଳ ପକ୍ଷରୁ ମେଣ୍ଟ…
ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ
କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ…
ବୃତ୍ତିଗତ ଉଦ୍ୟମରୁ ସଫଳ ଉଦ୍ୟୋଗୀ
କଳା, ସଂସ୍କୃତି ଓ ସାହିତ୍ୟ ପରିବେଶରେ ବାଲ୍ୟଜୀବନ ବିତିଥିଲା। ବିଦ୍ୟାଳୟ ଶିକ୍ଷା ଆରମ୍ଭରୁ ସଙ୍ଗୀତ ପ୍ରତି ବେଶ୍ ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ବିଦ୍ୟା(ଶିକ୍ଷା) ଓ ବୃତ୍ତି(ସଙ୍ଗୀତ) ସମତାଳରେ ଜାରି ରହିଲା। ପରିଶେଷରେ ଉଚ୍ଚ ଶିକ୍ଷା ସହ କଳା, ସଂସ୍କୃତି ଓ…
‘ଉଦ୍ୟୋଗୀମାନେ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉଚିତ’
କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ୨୦୨୦ରେ କଟକରେ ପ୍ରତିଷ୍ଠା ହୋଇଥିଲା ‘କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ’। କମ୍ ଖର୍ଚ୍ଚରେ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଯୋଗାଇବା ହସ୍ପିଟାଲର ଲକ୍ଷ୍ୟ ବୋଲି ମେଡିକାଲ ଡାଇରେକ୍ଟର ଡା. ପ୍ରଜ୍ଞା ପାରମିିତା ମିଶ୍ର ସବୁବେଳେ କୁହନ୍ତି। ସେ…
କଟକ ମେୟରଙ୍କୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା
କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସମସ୍ତ ଦଳରେ ଅଙ୍କ କଷା ଜାରି ରହିଛି। ଆଶାୟୀଙ୍କ ତାଲିକା ଲମ୍ବା ରହିଛି ସତ ହେଲେ ଦଳ କାହାକୁ ଟିକେଟ ଦେବ ସେ ନେଇ ଏବେ ନାନା କଳ୍ପନା ଜଳ୍ପନା ଚାଲିଛି। ନିର୍ବାଚନକୁ…
ସରିଲା ଯୁକ୍ତ୨ ପରୀକ୍ଷା: ଶୁକ୍ରବାରରୁ ମୂଲ୍ୟାୟନ
ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ପରୀକ୍ଷାରେ ମୋଟ ୬୪୯ ଛାତ୍ରୀଛାତ୍ର କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାରଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା…
ଭାଜପା ଟିକେଟ ଆଶାରେ ୪ ଆଶାୟୀ
ଭଣ୍ଡାରିପୋଖରୀ, ୨୧।୩(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ରୁ ଏହି ଆସନକୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏହି ଆସନରୁ କ୍ରମାଗତ ୩ ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି।…
ଓ୍ବାର୍ ରୁମ୍ କରି ବିଭିନ୍ନ ଯୋଜନାର ତଥ୍ୟ ନିଅ
ଭୁବନେଶ୍ୱର, ୨୧ା୩(ସୁନିତ୍ ମିଶ୍ର)ପୁରୀ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ନେଇ ନିକଟରେ ବିଜେଡି ଶୀର୍ଷ ନେତୃତ୍ୱ ନବୀନ ନିବାସରେ ସମୀକ୍ଷା କରିଥିବା ବେଳେ ବୁଧବାର ଆଉ ୨ ଲୋକ ସଭା ଆସନ ଅନ୍ତର୍ଗତ…
ପୋଷ୍ଟର, ପାମ୍ପଲେଟ୍ ମୁଦ୍ରଣ ଉପରେ କଟକଣା
କଟକ,୨୧ା୩ (କାର୍ତ୍ତିକ ସାହୁ)ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର କିମ୍ବା ପାମ୍ପଲେଟ୍ର…
‘ଏକାକୀ ଲଢ଼ିଲେ ସରକାର ଗଢ଼ିବା ଭଳି ଲଢ଼ିବୁ’
ଭୁବନେଶ୍ୱର,୨୧ା୩(ଅନିଲ ଦାସ): ରାଜ୍ୟରେ ସମ୍ଭାବ୍ୟ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରିରହିଛି। ଉଭୟ ଦଳ ଏ ନେଇ ସ୍ପଷ୍ଟ କରୁ ନ ଥିଲେ ମଧ୍ୟ ଆଗାମୀ ଦିନରେ ମେଣ୍ଟ ହେବାକୁ ଯାଉଥିବା କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ବରିଷ୍ଠ…
Archives


