ରାଜ୍ୟ

ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ

ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ…

ବିଜେଡିର ପୁରୁଖା ବନାମ ବିରୋଧୀଙ୍କ ନୂଆ ନେତା

କେନ୍ଦ୍ରାପଡ଼ା, ୪ା୪ (ଜଗନ୍ନାଥ ଧଳ)ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନ୍ୟ ସ୍ଥାନ ପରି ଏହି ଜିଲାରେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଇତିମଧ୍ୟରେ ଶାସକ ବିଜେଡି…

ଔଷଧ ଦୋକାନରେ ବେଆଇନ କ୍ଲିନିକ

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଡାକ୍ତର ଅଭାବ ରହିଥିବାରୁ ରୋଗୀ ଚିକିତ୍ସା ନିମନ୍ତେ କଟକ, ଭୁବନେଶ୍ୱର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇ କେତୋଟି ଔଷଧ ଦୋକାନୀ କଟକ, ଭୁବନେଶ୍ୱର ଓ ଅନ୍ୟ ଅଞ୍ଚଳରୁ…

୭ ବର୍ଷରେ ୧୭ ମୃତ

ନୟାଗଡ଼,୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ, ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି), ଓଷାମସ୍କା ଗଁାର ଦଳିତସାହି, ପୋଖରୀଗୋଛା ପଞ୍ଚାୟତର କଇଁଆଡିହ ଆଦି ଗାଁରେ କିଡ୍‌ନୀ ଜନିତ ରୋଗ ଭୟର ବାତାବରଣ ସୃଷ୍ଟି କରିଛି । ଉପରୋକ୍ତ ଗାଁରେ…

ବଦଳିଲା ସକାଳୁଆ ସ୍କୁଲ ସମୟ

ନୟାଗଡ଼, ୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଜିଲାପାଳ ସ୍ବଧାଦେବ ସିଂ ବୁଧବାର ସକାଳୁଆ ସ୍କୁଲ ସମୟର ପରିବର୍ତ୍ତନ ଆଣିଛନ୍ତି । ଏପ୍ରିଲ ୪ ଅର୍ଥାତ୍‌ ଗୁରୁବାରଠାରୁ ସକାଳ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ…

ବିଜେଡିମୁହାଁ ଜୟଦେବଙ୍କ ପୁଅ

ସୋସୋ,୪ା୪(ସତ୍ୟବ୍ରତ ଜେନା)ନିର୍ବାଚନ ଯେତିକି ପାଖଉଛି କେନ୍ଦୁଝର ଜିଲାରେ ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି। ରାଜ୍ୟର ପ୍ରମୁଖ ନେତା ଓ ତାଙ୍କ ପୁଅ ଦଳ ବଦଳରେ ଲାଗି ରହିଥିବା ବେଳେ ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି।…

ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ଧର୍ମେନ୍ଦ୍ରଙ୍କ ପ୍ରଚାର ଆରମ୍ଭ

ଅନୁଗୋଳ, (ଅମିତ କୁମାର ସାମଲ)/ ଛେଣ୍ଡିପଦା,୪ା୪ (ଅଜିତ ଧଳ)ଭାଜପାର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ବୁଧବାରଠାରୁ ବିଧିବଦ୍ଧ ଭାବେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ…

କଂଗ୍ରେସରୁ ଇସ୍ତଫା ଦେଲେ ଯଜ୍ଞେଶ୍ୱର

ବଲାଙ୍ଗୀର, ୪ା୪ (ବୀରେନ୍ଦ୍ର କୁମାର ଝାଙ୍କର)ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ବୁଧବାର ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଏକ ଖବରଦାତା ସମ୍ମିଳନୀ ଡାକି ସେ ଏହି ସୂଚନା ଦେଇଛନ୍ତି। ଯଜ୍ଞେଶ୍ୱର କହିଛନ୍ତି…

ପ୍ରଶାନ୍ତଙ୍କୁ ଟିକେଟ, ଚିରଞ୍ଜୀବଙ୍କ ସମର୍ଥକ ନିରାଶ

ଜଗତ୍‌ସିଂହପୁର, ୪।୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବୁଧବାର ବିଜେଡି ପୁଣି ଭରସା କରିଛି। ତାଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନମଣ୍ଡଳୀରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ଗୋଟିଏ ଗୋଷ୍ଠୀ ଅର୍ଥାତ୍‌ ପ୍ରଶାନ୍ତଙ୍କ…

ବୁଥ୍‌କୁ ଯିବା ରାସ୍ତା ଶୋଚନୀୟ

ସାଲେପୁର,୪।୪ (ଅରବିନ୍ଦ ଭୂୟଁା)ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍‌ ୧ ତାରିଖରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ସାଲେପୁର ବ୍ଲକ୍‌ର ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍‌ ନଂ. ୨୨୩ରେ ବଲ୍ଲଭପୁର, ନଈଗୁଅଁା ଓ ବାଲିଆ ରାଜସ୍ବ ଗ୍ରାମର ପ୍ରାୟ ୧୨ଶହରୁ…

ସିଟ୍‌ ନାହିଁ କହି ଫେରାଇ ଦେଉଛନ୍ତି ଘରୋଇ ସ୍କୁଲ

ଭୁବନେଶ୍ୱର,୪।୪(ଅନୁରାଧା ମହାରଣା)ଶିକ୍ଷାଧିକାର ଆଇନ୍‌ (ଆରଟିଇ) ଅଧୀନରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ୨୫ ପ୍ରତିଶତ ସିଟ୍‌ରେ ମାଗଣା ପାଠ ପଢ଼ାଇବା ପାଇଁ ଅଭିଭାବକମାନେ ଆଶା ବାନ୍ଧିଛନ୍ତି। ତେବେ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା…

ବଢୁଛି ସଞ୍ଜୟ ଦାସବର୍ମାଙ୍କ ପ୍ରତି ସମର୍ଥନ

ପୁରୀ/ସାକ୍ଷୀଗୋପାଳ, ୪ା୪(ଅଜିତ୍‌ ମହାନ୍ତି/ଭରତ ରାଉତ)ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ସତ୍ୟବାଦୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri