ରାଜ୍ୟ

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ

ବାଲିଗୁଡା,୬।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି…

ମାମୁ ଘରକୁ ଆସି ଜଳ ପ୍ରପାତରେ ବୁଡି ଯୁବକ ମୃତ: ୬ ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର

ବିଷମ କଟକ ୬।୭(ପ୍ରସନ୍ନ କୁମାର ପଣ୍ଡା): ଜଳ ପ୍ରପାତରେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରିର ଉପର ଗଦଗଦା ଜଳ ପ୍ରାପାତରେ।…

ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର…

ଭୁବନେଶ୍ୱର,୭।୬: ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଏହାର ଫାଇନାଲ ନିଷ୍ପତ୍ତି ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୃଥିୀରାଜ ହରିଚନ୍ଦନଙ୍କ ସହିତ ଏମପିମାନେ…

ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ…

ଭୁବନେଶ୍ୱର,୭।୬: ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ଅନୁଭବ ମହାନ୍ତି। ସେ କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଲେଖିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଜୁ ଜନତା ଦଳ…

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ ଗଡ଼ଚଣ୍ଡି ଆବିର୍ଭୁତ। କୁହାଯାଏ ରାଜାଙ୍କ ର ଶାସନ ଯେତେବେଳେ ଥିଲା ମା ସେବେଠୁ ଏଠାରେ…

ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର

ଭୁବନେଶ୍ୱର,୭।୬: ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି ତାହା ଏପର୍ଯ୍ୟନ୍ତ ନିର୍ଣ୍ଣୟ କରିପାରି ନାହିଁ। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର…

କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ…

ଭୁବନେଶ୍ୱର,୭।୬: ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଏଲିନା ଦାଶ କାନ୍ଦୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍‌ ବୋଲି ସମ୍ବୋଧନ କରୁଛନ୍ତି।…

୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ

ଭୁବନେଶ୍ୱର,୭।୬: ଛଅ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି। ଗତ ସାଧାରଣ…

ଲକ୍ଷ୍ମୀବସ୍‌ ଡ୍ରଇଭରଙ୍କୁ ମାଡ଼, ବେକ ଓ ହାତରେ ଲାଗିଛି ଆଘାତ

ବାସୁଦେବପୁର,୬।୭: ଲକ୍ଷ୍ମୀ ବସ୍‌କୁ ନେଇ ବିଭିନ୍ନ ଘଟଣା ଦେଖିବାକୁ ମିଳିଥିବାବେଳେ ଶୁକ୍ରବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବାସୁଦେବପୁରରେ ଲକ୍ଷ୍ମୀ ବସକୁ ଅଟକାଇଇ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ। ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ଡ୍ରାଇରଙ୍କୁ ଏପରି…

ଭାଜପା କର୍ମୀ ହତ୍ୟା ମାମଲା: ରାଜକୋଟରୁ ଧରାପଡ଼ିଲେ ଆଉ ୨ ଅଭିଯୁକ୍ତ

ଛତ୍ରପୁର,୭।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଭାଜପା କର୍ମୀ ଦୀଲିପ ପାହାନ ହତ୍ୟାକାଣ୍ଡରେ ଜଡିତ ଦୁଇ ଅଭିଯୁକ୍ତ ଖଲ୍ଲିକୋଟ ପୋଲିସ ଗିରଫ କରିଛି । ଫଳରେ ଗିରଫ ଅଭିଯୁକ୍ତ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଅଭିଯୁକ୍ତମାନଙ୍କୁ…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଗୁଜରାଟ କ୍ୟାଡରର ଆଇଏଏସ!

ଭୁବନେଶ୍ୱର,୭।୬: ଓଡିଶାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା କାହାକୁ ବାଛିବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ଦଳ ମଧ୍ୟରେ ଏହି ଦିଗରେ ଉଦ୍ୟମ ଜୋରଦାର ହୋଇଛି। ରାଜ୍ୟ ଭାଜପା ନେତାମାନେ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିର୍ବାଚନ…

ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌

ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri