ରାଜ୍ୟ

ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା: ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ….

ଭୁବନେଶ୍ୱର,୧୫।୯: ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା। ସୁଭଦ୍ରା ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ। ୧୭…

ଓଡ଼ିଶା ପାଇଁ ଖୁସି ଖବର: ଗଡ଼ିବ ଆଉ ୩ଟି ’ବନ୍ଦେ ଭାରତ’, ବ୍ରହ୍ମପୁର ଗସ୍ତରେ…

ଭୁବନେଶ୍ୱର,୧୫।୯: ଓଡ଼ିଶାକୁ ଆଜି ମିଳିବ ଦୁଇଟି ‘ବନ୍ଦେ ଭାରତ’। ଏଥିପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ ମୋହନ ମାଝି। ଭର୍ଚ୍ଚୁଆଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ…

‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ

ଭୁବନେଶ୍ୱର, ୧୫ା୯ (ବନ୍ଦନା ସେଠୀ): ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଭୁବନେଶ୍ୱର ଆସିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ସେହିପରି ରବିବାର ବିଏମ୍‌ସି…

ଲିଭ୍‌ଇନ୍‌ରେ ରହୁଥିଲେ ଯୁବତୀ, ସନ୍ଦେହଜନକ ଭାବେ ଆପାର୍ଟମେଣ୍ଟରୁ ମିଳିଥିଲା ମୃତଦେହ, ଏବେ ପୁରୁଷ ବନ୍ଧୁ….

ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଆପାର୍ଟମେଣ୍ଟରେ ଯୁବତୀ ମୃତ୍ୟୁ ଘଟଣାରେ ପ୍ରେମିକଙ୍କୁ ଥାନାରେ ପୋଲିସ ଅଟକ ରଖିଛି। ଭୁବନେଶ୍ବର ବାହାରୁ ଧରି ଆଣି ପ୍ରେମିକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଆପାର୍ଟମେଣ୍ଟରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା, ଖଣ୍ଡଗିରି ଏକ…

ନାବାଳକଙ୍କୁ ଚୋରିରେ ସାହାଯ୍ୟ କରୁଥିଲେ ମା, ମାଉସୀ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳ ସମେତ ଭଦ୍ରକ ଜିଲାରେ ଚୋରି କରୁଥିଲେ। ପରେ ଚୋରି ଜିନିଷକୁ ନିଜ ମା ଓ ଦୁଇ ମାଉସୀଙ୍କ ଜରିଆରେ ବିକ୍ରି କରୁଥିଲେ। ଏକ ଚୋରି ଘଟଣାର ତଦନ୍ତ କରୁଥିବା ଭରତପୁର ଥାନା…

‘ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୧୫।୯(ଅନିଲ ଦାସ): ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଚାପରେ ପଡି କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି। ଶଙ୍ଖଭବନଠାରେ ଶନିବାର…

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ ଜାତୀୟ ରାଜପଥରେ ବୁଲେଟ ଦୁର୍ଘଟଣାରେ ଦୁଇ ଓ ବାରିପଦା-ଲୁଲୁଂଗ ରାସ୍ତାର ରଙ୍ଗାମାଟିଆ ସ୍ଥିତ ଖସାଡିହା…

କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା: କ’ଣ ହେଲା ଆଲୋଚନା, ଅପରାଜିତା କହିଲେ…

ଭୁବନେଶ୍ୱର,୧୪।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ। ତେବେ ସେ ସଂସଦୀୟ କ୍ଷେତ୍ରରେ ଅଟକି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ସହରର ଡ୍ରେନେଜ ସମସ୍ୟା ସହ ୪ଟି ପ୍ରସ୍ତାବ ସମ୍ପର୍କରେ…

ଆଜିଠୁ ଗଡ଼ିବ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୫ା୯(ଅନୁରାଧା ମହାରଣା): ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ରବିବାର ଶୁଭାରମ୍ଭ ହେବ। ଝାଡ଼ଖଣ୍ଡସ୍ଥିତ ଟାଟାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଶନିବାର ଏହାର ଟ୍ରାଏଲ ରନ୍‌ କରାଯାଇଥିବାବେଳେ ବିଭିନ୍ନ ଷ୍ଟେଶନରେ ସ୍ବତନ୍ତ୍ର…

ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ ଜିଲାପାଳ ଶ୍ରମଦାନ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିବା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ…

ଏମ୍‌ଭିଜି ଅଣଦେଖାରୁ ରାଜସ୍ବ କ୍ଷତି

ଭୁବନେଶ୍ୱର,୧୫ା୯(ଲାଲା ସୁନୀଲ କୁମାର ରଥ): ଓଡ଼ିଶା ବିଧାନସଭାରେ ଗତ ୧୧ତାରିଖରେ ଉପସ୍ଥାପିତ ହୋଇଥିବା କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ସହରାଞ୍ଚଳ ଜମି ଓ କୋଠାବାଡ଼ି ପାଇଁ ବଜାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଜାର ମୂଲ୍ୟ ମାର୍ଗଦର୍ଶିକା(ଏମ୍‌ଭିଜି)କୁ ନିର୍ଦ୍ଦିଷ୍ଟ ଅବଧିରେ ସଂଶୋଧନ…

ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?