ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଶୂନ୍
ପଟ୍ଟାମୁଣ୍ଡାଇ,୧୨ା୫ (କଳ୍ପତରୁ ନାୟକ)ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ଗତ କିଛି ବର୍ଷ ହେବ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଶୂନ୍ ହୋଇପଡିଛି। ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ଏହା ଫଳପ୍ରଦ…
ଏସ୍ସିବିରେ ରୋଗୀ ସେବା ବିପର୍ଯ୍ୟସ୍ତ
କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍ସିବି ମେଡିକାଲକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ମେଡିକାଲର ଭିତ୍ତିଭୂମୀକୁ ସୁଦୃଢ କରାଯାଉଛି। ହେଲେ ଏଠାରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀଙ୍କୁ ଠିକ୍ଭାବେ ଚିକିତ୍ସା…
ଅମୃତ ସରୋବର ଯୋଜନା ସ୍ବପ୍ନ
ଓଡ଼ଗାଁ,୧୨ା୫(ଆଦର୍ଶ କୁମାର ପଟ୍ଟନାୟକ)ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ପାରଦ ୪୨ ଡିଗ୍ରୀ ଉପରେ ରହୁଛି। ଲୋକେ ନିତ୍ୟବ୍ୟବାହାର୍ଯ୍ୟ ପାଣି ସହିତ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି।…
ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା
ନୟାଗଡ଼,୧୨।୫(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ମହାନଦୀରେ ବେଆଇନ ବାଲିଘାଟକୁ ଅନୁକମ୍ପା ଦେଖାଇ ନୟାଗଡ଼ ଜିଲା ପ୍ରଶାସନ ସନ୍ଦେହ ଘେରକୁ ଆସିଛି । କେତେଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅନୁକମ୍ପା ଯୋଗୁ ସରକାର ଅନେକ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ମହାନଦୀର ମାଧପୁର…
ମାଆ ଯାହାର ସାହା…
ଭୁବନେଶ୍ୱର, ୧୨।୫ (ବନ୍ଦନା ସେଠୀ)ମାଆ ଡାକରେ ଯେତିକି ମାଧୁର୍ଯ୍ୟ ଭରି ରହିଛି, ତାହା ସଂସାରର କୌଣସି ଶବ୍ଦରେ ନାହିଁ। ସନ୍ତାନର ଖୁସି ପାଇଁ ସେ ନିଜକୁ ତିଳତିଳ କରି ଜାଳିପାରେ। ସନ୍ତାନ ଉପରେ ବିପଦ ଆସିଲେ ସେ ପାହାଡ଼ ଭଳି ସାମ୍ନାରେ…
ବାୟୋପିକ୍ ଆସିବା ଆବଶ୍ୟକ
ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ କେବଳ ଓଡ଼ିଶାର ଝିଅ ନୁହନ୍ତି, ସମଗ୍ର ଭାରତବର୍ଷର ଝିଅ। ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ସମସ୍ତେ ଜାଣିବା ଆବଶ୍ୟକ। ମାତ୍ର ଦୁଃଖର ବିଷୟ ତାଙ୍କୁ ଆମେ ବହୁତ କମ୍ ଜାଣୁ। ମୁଁ ମଧ୍ୟ ଯେବେ ତାଙ୍କ ବିଷୟରେ ଜାଣିବାକୁ…
ନନ୍ଦିନୀଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ
ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି, ସେହି ତୁଳନାରେ ତାଙ୍କୁ କିଛି ମିଳିନାହିଁ। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ି ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ…
ଉନ୍ମୋଚିତ ହେଲା ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍ ଓଡ଼ିଶା’
ଭୁବନେଶ୍ୱର,୧୧।୫(ଶର୍ମିଷ୍ଠା ପାଣିଗ୍ରାହୀ): ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି ସେ ତୁଳନାରେ ତାଙ୍କୁ କିଛି ମିଳିନି। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ୀ ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ,…
‘ମୋର ମନେ ଅଛି କି ନାହିଁ ଓଡ଼ିଶାବାସୀ ଜାଣିଛନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ ୧୦ରେ ବି ନୁହେଁ ଆଉ ୧୦ ବର୍ଷ ପରେ ବି ଭାଜପା ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର…
ବିଜେଡି ଛାଡ଼ିଲେ ସାଧୁ ନେପାକ
ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ତଥା ସାଧୁ ନେପାକ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତାଙ୍କୁ…
ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ଏମିତି ସବୁ କାର୍ଯ୍ୟସୂଚୀ…
ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ, ହେଲିକପ୍ଟର ଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ…
ଚିତ୍ରକୋଣ୍ଡାରେ ବାବୁଶାନ, ଏଲିନାଙ୍କ ରୋଡ୍ ଶୋ’
ଚିତ୍ରକୋଣ୍ଡା,୧୧ା୫(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥିନୀ ଲଷ୍ମୀପ୍ରିୟା ନାୟକଙ୍କ ପାଇଁ ଓଲିଉଡ୍ ଷ୍ଟାର୍ ତଥା ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ନେଇ ରୋଡ୍ ଶୋ’ କରାଯାଇଛି। ଚିତ୍ରକୋଣ୍ଡାଠାରୁ ଗୁରୁପ୍ରିୟା ପର୍ଯ୍ୟନ୍ତ ରୋଡ୍…
Archives


