ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ
ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ ସୁଶାନ୍ତ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ଓ ପରେ…
ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି
ପୁରୀ,୫ା୧୧(ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ବିଶେଷକରି କୁମାର…
ଖବର ପ୍ରକାଶ ପରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ, ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ଆରମ୍ଭ
ପୁରୀ,୫ା୧୧(ଅଜିତ୍ କୁମାର ମହାନ୍ତି): ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର…
ଦୁର୍ଘଟଣା ପରେ ଅଟୋ ଚାଳକଙ୍କୁ ଆକ୍ରମଣ: ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା ଉତ୍ତେଜନା
ଭୁବନେଶ୍ୱର,୫ା୧୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ଟାଟା ଏସିଇ ଓ ଅଟୋ ମଧ୍ୟରେ ସୋମବାର ଅପରାହ୍ନରେ ଧକ୍କା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ପରେ ଟାଟା ଏସିଇ ଚାଳକ ଜଣଙ୍କ କେତେଜଣ ସହଯୋଗୀଙ୍କ…
ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ
ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍ ଇନଷ୍ଟିଚ୍ୟୁଟ୍ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ…
ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ
କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ…
ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ
ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସିଙ୍ଗଲ୍ ଓ୍ବିଣ୍ଡୋଜ୍ ପୋର୍ଟାଲ ‘ଶିକ୍ଷାଜ୍ୟୋତି’ ଛାତ୍ର ଓ ଶିକ୍ଷକଙ୍କ ଭାବବିନିମୟରେ ସହାୟକ ହେବ। ଗତ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲର ଉଦ୍ଘାଟନ କରିଥିବାବେଳେ ବର୍ତ୍ତମାନ…
ଦୁଗ୍ଧ ପ୍ରକ୍ରିୟାକରଣ ବୃଦ୍ଧି କରିବ ଓମ୍ଫେଡ୍: ପଞ୍ଚାୟତସ୍ତରରେ କ୍ଷୀର ଧାରା କେନ୍ଦ୍ର ଖୋଲିବ
ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଓମଫେଡ୍ ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଆହୁରି ଅଧିକ ୨ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବ। ଓମଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି…
ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଜିଟିଙ୍କ ନୋଟିସ
କଟକ,୫ା୧୧(କାର୍ତ୍ତିକ ସାହୁ): ଚଳିତ ବର୍ଷ ଦୀପାବଳି ସମୟରେ ମାତ୍ର ୨ଘଣ୍ଟା ସବୁଜ ବାଣ ଫୁଟାଇବା ଲାଗି ନିର୍ଦ୍ଦେଶ ରହିଥିଲା। ଦୁଇ ଦିନ ଧରି ବାଣ ଫୁଟାଯିବା ଫଳରେ ବାୟୁ ପ୍ରଦୂଷଣ ମାତ୍ରା ହଠାତ ବହୁଗୁଣିତ ହୋଇଥିଲା। କାହିଁକି ନିୟମ ଉଲ୍ଲଂଘନ କରି…
ଏସ୍ସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ
କଟକ,୫ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ରେ ରାଗିଂ ଘଟଣାର କିଛିଦିନ ପରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରାଗିଂ ଅଭିଯୋଗ ଆସିଛି। ଏମ୍ବିବିଏସ୍ର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ଶେଷବର୍ଷର ଛାତ୍ରମାନେ ରବିବାର ରାଗିଂ…
ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ
ରାଞ୍ଚି,୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ନିର୍ବାଚନ ଆୟୋଗ(ଇସି)ଙ୍କୁ ଏକ…
ଆମ୍ବ ଟାକୁଆ ଜାଉ ଖାଇ ଏସ୍ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ଆମ୍ବ ଟାକୁଆ ଜାଉ ଖାଇ ଏସ୍ସିବିରେ ଚିକିତ୍ସାଧୀନ ଥିବା ୨ ମହିଳାଙ୍କୁ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟିଛନ୍ତି। ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉଭୟ ଏମ୍କେସିଜିରେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼…
Archives


