ରାଜ୍ୟ

‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମସେନାଠାରେ ଥିବା ଗୁରୁକୁଳ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ, ୨୦୧ କୁଣ୍ଡିୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ…

ପ୍ରେମିକାଙ୍କୁ ବାହାହେବାକୁ ଜିଦ୍‌ ଧରି ବସିଥିଲେ, ମନା କରିବାରୁ ବାପାଙ୍କ ସହ କଲେ ଏମିତି…

ଯୋଡ଼ା,୧୦ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍‌ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଅଜୟ ସେଠୀ (୫୦)। ଖବର ପାଇ…

ପ୍ରଧାନ ଶିକ୍ଷକ ଅର୍ଥ ହେରଫେର ମାମଲା: ତଦନ୍ତ ନିର୍ଦ୍ଦେଶ ପାଳନ କରୁନି ଶିକ୍ଷା ବିଭାଗ

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ସ୍ଥାନୀୟ ନ୍ୟାଶନାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ଦିନନାଥ ସତନାମୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ…

ବିଇଓ ଅଫିସ ଘେରିଲେ ଅଭିଭାବକ

ଗଞ୍ଜାମ,୧୦ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତ୍ୟାହାର ଦାବି ଜୋର ଧରିଛି। ଶିକ୍ଷକଙ୍କ ବଦଳିକୁ ବିରୋଧ କରି ପ୍ରଥମେ ଛାତ୍ରୀଛାତ୍ର ଓ ଅଭିଭାବକ…

ଅମିତ ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ: ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ମାନ୍ୟତା ଦାବି ଜଣାଇଲେ

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ):ବରଗଡ ଲୋକସଭା ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ବରାଷ୍ଟ୍ର ଆମନ୍ତ୍ରଣ କରିଥିବା ସୂଚନା ମିଳିଛି…

ପ୍ରେମିକାଙ୍କୁ ହତ୍ୟା କରି ଅଳଙ୍କାର ଲୁଟିନେଇଥିଲେ ପ୍ରେମିକ: ଏହି ବଡ଼ ରାୟ ଦେଲେ କୋର୍ଟ

ବ୍ରହ୍ମପୁର,୧୦।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତ ପାଟପୁର ଥାନା ସିନ୍ଦୁରପୂରର ମିଥୁନ ବିଷୋୟୀଙ୍କୁ ସେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର…

ବାରବାଟୀ ଷ୍ଟାଡିୟମରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…

ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି ଟଙ୍କା…

୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୦ା୨(ସୁଚିସ୍ମିତା ସାହୁ): ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା ଆଦି ତିନି ଦଫା ଦାବି ନେଇ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ କରିବେ ପ୍ରାଥମିକ ଶିକ୍ଷକ। ପ୍ରାଥମିକ…

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…

ଝାରସୁଗୁଡ଼ା ଭାଜପା ଜିଲା ସଭାପତି ପଦ ପାଇଁ ଦୌଡ଼: ଧର୍ମେନ୍ଦ୍ର ନା ସୁରେଶ କାହା ଶିବିରକୁ ଯିବ

ଝାରସୁଗୁଡା,୧୦।୨(ଆଶିଷ ରଞ୍ଜନ ଦାଶ): ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟର ୨୩ଟି ସାଙ୍ଗଠନିକ ଜିଲା ପାଇଁ ସଭାପତି ପଦ ଘୋଷଣା କରିସାରିଛି। ଅଘୋଷିତ ମଧ୍ୟରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ଜିଲା ଝାରସୁଗୁଡ଼ାର ଭାଜପା ସଭାପତି ପଦ ରହିଛି। ଜାଣିବାକୁ…

ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ୍ତ ୯୧ ବର୍ଷୀୟା ବୃଦ୍ଧା, ପରିଣତ ବୟସରେ…

ରାଇକିଆ,୧୦ା୨(ପ୍ରଦୀପ ବେହେରା): ସରକାର ୮୦ ବର୍ଷରୁ ଊଦ୍ଧର୍‌ବ ବୃଦ୍ଧା ବୃଦ୍ଧଙ୍କ ପାଇଁ ଭତ୍ତା ଟଙ୍କା ୧୨୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଟଙ୍କା ପାଇବାରେ ଜଟିଳତାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧାବୃଦ୍ଧ। କନ୍ଧମାଳ ଜିଲା ରାଇକିଆ ବ୍ଲକର ଗମାଣ୍ଡି ଗ୍ରାମର ଡାଳିମ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?