ବନ୍ଦ ଅଛି ଭିତରକନିକା: ହେଲେ ବି ବୁଲୁଛନ୍ତି ଭିଆଇପି ପର୍ଯ୍ୟଟକ
ରାଜନଗର,୨୧।୧(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବା ବେଳେ ବୋଟରେ ବୁଲୁଛନ୍ତି ଇକୋରିଟ୍ରିଟ୍କୁ ଆସିଥିବା ଭିଆଇପି ପର୍ଯ୍ୟଟକ। କୁମ୍ଭୀର ଗଣନା ଯୋଗୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ୯ ଦିନ ବନ୍ଦ ଥିବା ବେଳେ କିପରି ଏବଂ କେଉଁ…
ନବ ଦାସଙ୍କ ହତ୍ୟା ପଛରେ କିଏ? ଅସଲ ମଞ୍ଜି କଥା କହିଦେଲେ କଂଗ୍ରେସ ନେତା, ରାଜନୀତିରେ ଚହଳ
ଭୁବନେଶ୍ୱର,୨୧।୧: ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗତ ଏକ ସପ୍ତାହ ଧରି ନବଙ୍କ ହତ୍ୟାକାଣ୍ଡର ତଦନ୍ତ ଜନିତ ତ୍ରୁଟିର ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି…
ଚୋରଙ୍କ ସୁପର ପ୍ଲାନ୍: ପ୍ରଥମେ ଗାଁରୁ ବିଦ୍ୟୁତ୍ କାଟିଲେ, ଆଉ ପରେ….
ପୁରୀ,୨୧।୧: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଛି। କେତେକ ଦୁବୃର୍ତ୍ତ ମନ୍ଦିର ପ୍ରସ୍ଥାନ ଲୁହା ଗେଟ କାଟି ମନ୍ଦିରରେ ପଶି ହୁଣ୍ଡିରୁ ସୁନା, ରୁପା, ଟଙ୍କା ଆଦି ଚୋରି କରି ନେଇଥିବା ଅଭିଯୋଗ…
୧୦ ମୃତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ, ଜାଣନ୍ତୁ ସେ କିଏ…
ଭୁବନେଶ୍ୱର,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆରପିଏଫ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ…
ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଓଲଟିଲା ଟ୍ରକ
ଅନୁଗୋଳ୨୧।୧(ମାନସବିଶ୍ୱାଳ)୨୧।୧: ଅନୁଗୋଳ ସହର ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗରସ୍ଥିତ ସିପିପି ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଡ୍ରାଇଭର ଏବଂ…
୪ ଦିନ ରେଡ ପରେ ଫେରିଗଲା ଆଇଟି ଟିମ୍
ଭୁବନେଶ୍ୱର,୨୧।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ୪ ଦିନ ଧରି ଚାଲିଥିବା ଆଇଟି ରେଡ ଶେଷ ହୋଇଛି। ରେଡ ପରେ ଆଇଟି ଟିମ୍ ଫେରିଯାଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ରେଡ ପରେ ବ୍ରଜ…
ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି
ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି…
କଣାସରେ ବ୍ୟାପୁଛି ଝାଡ଼ାବାନ୍ତି: ଗଲାଣି ୪ ଜୀବନ
କଣାସ ,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି। ଦୂଷିତ ପାନୀୟ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ…
ପୋଲିସକୁ ବଡ଼ ସଫଳତା: ୧୦ ମାଓବାଦୀ ନିହତ
ନୂଆପଡ଼ା,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା…
ଆଜିଠାରୁ ୬ ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ
ଭୁବନେଶ୍ୱର,୨୧ା୧(ସୁଚିସ୍ମିତା ସାହୁ):ଆକାଶରେ ମଙ୍ଗଳବାରଠାରୁ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ। ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍ଚୁନ୍ ଓ ୟୁରେନ୍ସ ୩୧ ତାରିଖ ପର୍ଯ୍ୟନ୍ତ ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ…
୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ
ବରଗଡ଼୨୦।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ୯ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ: ସୁଭଦ୍ରା ଯୋଜନା, ଶୀତଳଭଣ୍ଡାର, ଆୟୁଷ୍ମାନ ଭାରତ ଆଦି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଏପରି ନିର୍ଦ୍ଦେଶ
ଭୁବନେଶ୍ୱର,୨୦।୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ…
Archives


