ଉଭୟ ବର୍ଗର ଗ୍ରାଣ୍ଡ୍ ଫାଇନାଲରେ ପଞ୍ଜାବ
ପୁରୀ ଅଫିସ, ୯ା୨: ତାଳବଣିଆସ୍ଥିତ ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ୍ର ଚତୁର୍ଥ ଦିବସରେ ବୁଧବାର ଉଭୟ ପୁରୁଷ ଓ ମହିଳା ବିଭାଗର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମହିଳା ବିଭାଗର ପ୍ରଥମ ସେମିଫାଇନାଲରେ ମହାରାଷ୍ଟ୍ର ଓ…
ସେମିଫାଇନାଲରେ ରାମେଶ୍ୱର
ଭୁବନେଶ୍ୱର,୯ା୨(କ୍ରୀଡ଼ା ପ୍ରତିନିଧି): କେଶୁରା ପଡ଼ିଆରେ ଚାଲିଥିବା ତୃତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲରେ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ କ୍ଲବକୁ ୨୮ ରନରେ ହରାଇ ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ପ୍ରତିଯୋଗିତାର…
ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ
ଅଙ୍କାରା,୯ା୨: ତୁର୍କୀ ଓ ଇଜିପ୍ଟରେ ଘଟିଥିବା ଭୟାବହ ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପାଇଁ ୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଅହମତ୍ ଇୟୁପ୍ ତୁର୍କସଲାନ ସୋମବାର ପ୍ରାଣ ହରାଇଛନ୍ତି। ଅହମତଙ୍କ କ୍ଲବ ୟେନି ମାଲାଟୟାସ୍ପୋର ପକ୍ଷରୁ ଏହି ଖବର…
ଭାରତ ବନାମ ଅଷ୍ଟ୍ରେଲିଆ: ହୋଇପାରେ ଏହି ସବୁ ରେକର୍ଡ
ନାଗପୁର,୯ା୨(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଗୁରୁବାରଠାରୁ ନାଗପୁରରେ ଆରମ୍ଭ ହେବ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବା ପରଠାରୁ ରୋହିତ ଶର୍ମା ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି। ସୀମିତ ଓଭର କ୍ରିକେଟରେ ଜଣେ…
ଡବଲ୍ସରେ ଭାରତ ଚାମ୍ପିୟନ
ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ସି-ରଚାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାଷ୍ଟର୍ସ ଗେମ୍ସର ଗେଟବଲ୍ ଡବଲ୍ସରେ ଭାରତ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ଓଡିଶାର\ ୨ଟି ଦଳ ଓ ୫ ଜଣିଆ କ୍ଲାସିକ୍ ଟିମ୍ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ତିନୋଟି ଯାକ ଦଳ…
ଘରାମି, ମଜୁମଦାରଙ୍କ ଶତକ
ଇନ୍ଦୋର, ୯।୨: ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ସେମିଫାଇନାଲ ବୁଧବାରଠାରୁ ଆରମ୍ଭ ହୋଇଛି। ସୁଦୀପ କୁମାର ଘରାମି ଓ ଅନୁସ୍ତୁପ ମଜୁମଦାରଙ୍କ ଶତକ ସହାୟତାରେ ବେଙ୍ଗଲ ଏଠାରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ସେମିଫାଇନାଲରେ ନିଜର ସ୍ଥିତିକୁ ମଜଭୁତ…
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍
ନାଗପୁର,୯।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଆଜିଠାରୁ ନାଗପୁରରେ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ବିଜୟ…
କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାରୁ ଗୋଟିଏ ପାଦ ଦୂରରେ ଅଶ୍ୱିନ
ନାଗପୁର,୮।୨: ଟେଷ୍ଟ କ୍ରିକେଟରେ ବଡ଼ ଉପଲବ୍ଧି ହାସଲ କରିବାରୁ ଗୋଟିଏ ପାଦ ଦୂରରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ। ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିବା ଅଶ୍ୱିନ ନିଜର ୧୨ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ନିଜ…
ଅଶ୍ୱିନଙ୍କୁ ନେଇ ସ୍ମିଥଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୮।୨: ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଖେଳିବାକୁ ଡରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି। ବିଶେଷକରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଡରରେ ଅଷ୍ଟ୍ରେଲୀୟ ଖେଳାଳି ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିଆଙ୍କୁ ନେଇ ସପ୍ତାହେ ହେଲାଣି ଅଭ୍ୟାସ କରୁଛନ୍ତି। ଏନେଇ ପଚରାଯିବାରୁ ଅଷ୍ଟ୍ରେଲିଆର ଉପ-ଅଧିନାୟକ ଷ୍ଟିଭ୍…
ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍କୁ ଡବଲ୍ ଝଟ୍କା
ନୂଆଦିଲ୍ଲୀ,୮।୨: ଭାରତୀୟ ଟିମ୍ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍କୁ ଆଉ ଏକ ଝଟ୍କା ଲାଗିଛି। କଙ୍ଗାରୁ ଟିମ୍ର ତାରକା ଦ୍ରୁତ ବୋଲର କାମେରନ୍ ଗ୍ରୀନ ସିରିଜର ପ୍ରଥମ ଟେଷ୍ଟ ଖେଳିବା କଷ୍ଟକର ବୋଲି କୁହାଯାଉଛି। ଏନେଇ ଅଷ୍ଟ୍ରେଲିଆର…
ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଲେ ରୋହିତ ଶର୍ମା
ନାଗପୁର,୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। କଙ୍ଗାରୁ ଦଳ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସ୍ପିନରଙ୍କୁ…
ଗୁରୁବାରଠାରୁ ବର୍ଡର-ଗାଭାସ୍କର ଟ୍ରଫି: ପୁରୁଣା ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ…
କୋଲକାତା,୮।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ…
Archives


