ଖେଳ

ଧାରଣାରେ ବସିଥିବା ରେସଲରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୯।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ତାଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗୁକୁ ଖୋଲାଖୋଲି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ନାବାଳିକାଙ୍କୁ ଯାଞ୍ଚ କମିଟି ସାମନାରେ କାହିଁକି ହାଜର କରାଯାଉନାହିଁ। ସୂଚନାଯୋଗ୍ୟ,ବ୍ରିଜ ଭୂଷଣଙ୍କ ଉପରେ କେତେଜଣ…

ଆଇପିଏଲ୍‌ରେ ରହିଛି ଏହି ସବୁ ଦଳର ସର୍ବାଧିକ ସ୍କୋର

ମୋହାଲି, ୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବୃହତ୍‌ ସ୍କୋର କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ୨୦ ଓଭରରେ ଲକ୍ଷ୍ନୌ ୫ ଉଇକେଟ ହରାଇ ୨୫୭ ରନ୍‌ ସଂଗ୍ରହ କରିଥିଲା। କାଏଲ ମେୟର୍ସ,…

ବୃହତ ବିଜୟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଲକ୍ଷ୍ନୌ

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬ ରନ୍‌ରେ ବିଜୟ ହୋଇଛି। ଏହି ବୃହତ ବିଜୟ ସହ ଲକ୍ଷ୍ନୌ ୧୦ ପଏଣ୍ଟ ପାଇ…

ପଞ୍ଜାବ ଆଗରେ ୨୫୮ ରନ୍‌ର ବିଶାଳ ଟାର୍ଗେଟ୍‌

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। ଷ୍ଟୋଇନିସ,…

କୁସ୍ତିଯୋଦ୍ଧାଙ୍କ ପ୍ରତି ବଢୁଛି ସମର୍ଥନ

ନୂଆଦିଲ୍ଲୀ, ୨୮ା୪: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯନ୍ତର ମନ୍ତରଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ଦିନକୁ ଦିନ ବଢିବାରେ ଲାଗିଛି। ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ବିରୋଧରେ ଯୌନ ଉତ୍‌ପୀଡ଼ନ ଏବଂ…

କୋଲକାତାକୁ ଝଟକା: ଖେଳିବେନି ଲିଟନ

କୋଲକାତା,୨୮ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅବଶିଷ୍ଟ ମ୍ୟାଚରେ ଉପଲବ୍ଧ ହେବେ ନାହିଁ କୋଲକାତା ନାଇଟ ରାଇଡର୍ସ (କେକେଆର)ର ବାଂଲାଦେଶ ଉଇକେଟକିପର-ବ୍ୟାଟର ଲିଟନ ଦାସ। ପରିବାରର କେହି ଜଣେ ଅସୁସ୍ଥଥିବା ଦର୍ଶାଇ ଲିଟନ୍‌ ଶୁକ୍ରବାର ଢାକା ଫେରିଯାଇଛନ୍ତି। ଲିଟନ୍‌ଙ୍କୁ କେକେଆର…

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବ। କାନ୍ଧରେ…

ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ ଶୁକ୍ରବାର ଏହି ମାମଲାର ଏଫଆଇଆର ଦାଖଲ କରିବ। ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଏହି ସୂଚନା…

‘ଆମ ଖେଳାଳି ଆମ ଦେଶର ଗୌରବ’, ରେସଲରଙ୍କ ସପକ୍ଷରେ ବାହାରିଲେ ମମତା

କୋଲକାତା,୨୮।୪: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ରେସଲରଙ୍କୁ ସପୋର୍ଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଆମ ସମସ୍ତଙ୍କୁ ଧାରଣା ଦେଇଥିବା ରେସଲରଙ୍କ ସହ…

ଘରୋଇ ପଡ଼ିଆରେ ଲକ୍ଷ୍ନୌକୁ ଭେଟିବ ପଞ୍ଜାବ

ଚଣ୍ଡିଗଡ,୨୮।୪: ଆଇପିଏଲ ୨୦୨୩ର ୩୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସ୍‌ଜି)ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ ପଡ଼ିଆ ବିନ୍ଦ୍ରା ଷ୍ଟାଡିୟମ ମୋହଲିରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଲକ୍ଷ୍ନୌ ତା’ର ଶେଷ ମ୍ୟାଚ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନୀରଜ ଚୋପ୍ରା କହିଲେ, ଶୀଘ୍ର ନ୍ୟାୟ ପାଇବା ଉଚିତ୍‌

ନୂଆଦିଲ୍ଲୀ,୨୮।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଷ୍ଟ୍ରାଇକର ଆଜି ଷଷ୍ଠ ଦିନ। ଏବେ ଅନେକ ରାଜନେତା କୁସ୍ତିମାନଙ୍କ ସମର୍ଥନରେ ଆସିବା ଆରମ୍ଭ କରିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ଅଲିମ୍ପିକ ଚାମ୍ପିୟନ ନୀରଜ…

ଦୃଷ୍ଟି ଆଢ଼ୁଆଳରେ ଦୃଷ୍ଟିବାଧିତ ମହିଳା କ୍ରିକେଟର

ସମ୍ପ୍ରତି କେନ୍ଦ୍ର ଓ ଓଡ଼ିଶା ସରକାର ଖେଳର ବିକାଶ ସହ ଖେଳାଳିଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଦେଶ କିପରି ଖେଳରେ ଆଗକୁ ବଢ଼ିବ ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି। ସେହିପରି ଓଡ଼ିଶାକୁ କ୍ରୀଡ଼ା ହବ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?