ଖେଳ

କଳିଙ୍ଗରେ ବ୍ଲୁ ଟାଇଗର୍ସକୁ ଟାଇଟଲ

ଭୁବନେଶ୍ୱର, ୧୯।୬ (ତପନ ସ୍ବାଇଁ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଫାଇନାଲରେ ଲେବାନନକୁ ହରାଇ ଟ୍ରଫି ହାସଲ କରିଛି ବ୍ଲୁ ଟାଇଗର୍ସ ଭାରତ। ଲିଗ୍‌ ପର୍ଯ୍ୟାୟରେ ୨ଟି ବିଜୟ ଓ ଗୋଟିଏ ଡ୍ର ରଖିଥିବା…

ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୦ ଗୋଲରେ ଲେବାନନ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ଅଧିନାୟକ ସୁନୀଲ ଛେତ୍ରୀ…

ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୨୭ଟି ବ୍ରୋଞ୍ଜ ପଦକ ପାଇଛନ୍ତି। ସମ୍ବଲପୁରକୁ ଫେରିବା ପରେ ଜିଲାପାଳ…

କୋହଲିଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟପିଲା…

କୋଲକାତା,୧୮।୬ : ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଇନଷ୍ଟାଗ୍ରାମରେ ୨୫୨ ନିୟୁତ ଅନୁସରଣକାରୀ ଥିବା କୋହଲିଙ୍କ ନିଟ ମୂଲ୍ୟ ବିଷୟରେ ଷ୍ଟକ ଗ୍ରୋ ଦ୍ୱାରା ଏହି ସୂଚନା ଦିଆଯାଇଛି।…

ଶୁବମାନ ଗିଲଙ୍କୁ ୭ ନମ୍ବର ଜର୍ସି ଉପହାର ଦେଲା ଫୁଟବଲ ଟିମ୍‌ ପିଏସ୍‌ଜି

ପ୍ୟାରିସ,୧୭।୬: ଭାରତୀୟ କ୍ରିକେଟ ଟିମର ଖେଳାଳି ଶୁବମାନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ବିରତିରେ ଅଛନ୍ତି। ସେ ଛୁଟି କାଟିବାକୁ ପ୍ୟାରିସରେ ପହଞ୍ଚିଛନ୍ତି। ଏହି ସମୟରେ ଶୁବମାନଙ୍କ ଏକ ଆକର୍ଷଣୀୟ ଫଟୋ ଦେଖିବାକୁ ମିଳିଛି। ସେ ତାଙ୍କ ହାତରେ…

ମହାକାଳଙ୍କ ଦର୍ଶନ ପରେ ଏବେ ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା

ଲଣ୍ଡନ,୧୭।୬: ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଆଜିକାଲି ଛୁଟିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ ଖେଳାଳିମାନେ ଛୁଟି ପାଳନ କରୁଛନ୍ତି । ଟିମ ଇଣ୍ଡିଆ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହା…

ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଲା ବାଂଲାଦେଶ

ଢାକା,୧୭।୬: ଢାକାସ୍ଥିତ ଶେର-ଇ-ବଙ୍ଗଳା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଛି। ବାଂଲାଦେଶ ପ୍ରଥମ ଇନିଂସରେ ୩୮୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନର ଦଳ ୧୪୬ ରନକୁ ହ୍ରାସ…

କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ

ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ କିମ୍ବା…

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୦ ଜୁନ୍‌ରୁ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟଟି ଗୁଗୁଲ…

ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଅନ୍ତିମ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଏହା ଉପରେ ଅନେକଙ୍କ ନଜର ରହିଛି। ପ୍ରଥମ…

ଟେନିସ୍‌ର ମହାନାୟକ

ବିଶ୍ୱ ଟେନିସ୍‌ର ମହାନାୟକ ଭାବରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ନୋଭାକ୍‌ ଜୋକୋଭିଚ୍‌। ଏକଦା ଟେନିସ୍‌ରେ ପିଟ୍‌ ସାମ୍ପ୍ରାସଙ୍କ ୧୪ ଗ୍ରାଣ୍ଡସ୍ଲାମର ରେକର୍ଡର କେହି ସମକକ୍ଷ ହେବା ସ୍ବପ୍ନ ପରି ଲାଗୁଥିଲା। ପ୍ରଥମେ ରୋଜର ଫେଡେରର ଏହି ରେକର୍ଡ ଭାଙ୍ଗିଥିଲେ। ଫେଡେରର…

ସ୍ବପ୍ନ ଅଧୁରା

ଭାରତକୁ ହରାଇ ଅଷ୍ଟ୍ରେଲିଆ ଜିତିଛି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟାଇଟଲ। ଏଥିସହ ସମସ୍ତ ଫର୍ମାଟ୍‌ରେ ସଫଳତା ପାଇଛି ଏହି ଦଳ। ଅନ୍ୟ ପକ୍ଷରେ ଆଇସିସି ଇଭେଣ୍ଟରେ ଭାରତର ବିଫଳତା ଜାରିରହିଛିି। ଟିମ୍‌ ଇଣ୍ଡିଆର ବାରମ୍ବାର ବିଫଳତା କ୍ରିକେଟପ୍ରେମୀଙ୍କୁ ବେଶ୍‌ ନିରାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?