ଜୟପୁରରେ ଧୋନି-ସଞ୍ଜୁ ଲଢ଼େଇ…
ମୁମ୍ବାଇ,୨୭।୪ : ଲଗାତାର ଦୁଇଟି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ -୧୬ର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ତିନିଟି ବିଜୟ ହାସଲ କରିଛି।...
ଆଇପିଏଲ ଫ୍ରାଞ୍ଚାଇଜ ପକ୍ଷରୁ ୬ ଖେଳାଳିଙ୍କୁ ୫୦ କୋଟି ଅଫର୍, ଅନ୍ତର୍ଜାତୀୟ କ୍ରିକେଟ ଛାଡି ଟି-୨୦ ଲିଗ ଖେଳିବାକୁ ସର୍ତ୍ତ…
କୋଲକାତା,୨୭।୪ : ଶୀର୍ଷ ଆଇପିଏଲ ଦଳର ମାଲିକମାନେ ଅନ୍ତର୍ଜାତୀୟ କ୍ରିକେଟ ତ୍ୟାଗ କରିବା ଏବଂ ଏକ ବର୍ଷ ପାଇଁ ଟି -୨୦ଲିଗ ଖେଳିବା ପାଇ ୬ ଜଣ ଇଂଲଣ୍ଡ ଖେଳାଳିଙ୍କୁ ୫୦ କୋଟି ଟଙ୍କାର ଅଫର ପ୍ରଦାନ କରିଛନ୍ତି। ‘ଟାଇମ୍ସ...
ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟକୁମାର ଯାଦବ
ନୂଆଦିଲ୍ଲୀ,୨୭।୪: ଭାରତୀୟ କ୍ରିକେଟ ଦଳ ଏବଂ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି। ଯଦିଓ, ସୂର୍ଯ୍ୟକୁମାର ଯାଦବ ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ, କିନ୍ତୁ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ...
କୋହଲିଙ୍କ ସମେତ ଅନ୍ୟ ଖେଳାଳି ରହୁଥିବା ହୋଟେଲରୁ ୩ ଅପରାଧୀ ଗିରଫ
ନୂଆଦିଲ୍ଲୀ,୨୭।୪: ଆଇପିଏଲ ୨୦୨୩ ମଧ୍ୟରେ ଖେଳାଳିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ସିଜନ୍ରେ ହୋମ ଆଣ୍ଡ ଆୱେ ଫର୍ମାଟରେ ଖେଳାଯାଉଛି, ଯେଉଁ କାରଣରୁ ଦଳମାନେ ସେମାନଙ୍କର ଅଧା ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଏବଂ ଅନ୍ୟ ବାକି...
ହାଇଦ୍ରାବାଦକୁ ଝଟକା: ଆଇପିଏଲ୍ରୁ ବାଦ୍ ପଡିଲେ ଏହି ଖେଳାଳି
ନୂଆଦିଲ୍ଲୀ,୨୭।୪: ଆଇପିଏଲ୍ର ୧୬ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୧୬ର ଅବଶିଷ୍ଟ ମ୍ୟାଚରେ ଅଂଶ ହୋଇପାରିବ ନାହ। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟୁଇଟ କରି ଏହି ବିଷୟରେ ସୂଚନା...
କ୍ରିକେଟରଙ୍କ ଉନ୍ନତିରେ କ୍ରିକେଟର ବିକାଶ
ଭୁବନେଶ୍ୱର,୨୭ା୪(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ପୁରୁଷ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହୋଇଥିବା ଦୀନେଶ ମୋଙ୍ଗିଆ ବୁଧବାର ଓଡ଼ିଶାରେ ପହଞ୍ଚିବା ସହିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୋଙ୍ଗିଆ ଓଡ଼ିଶା କ୍ରିକେଟ ପାଇଁ...
ସ୍ପୋଟର୍ସ ଓଡ଼ିଶାର ବିଜୟ ଅଭିଯାନ
ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍ର ୬ଷ୍ଠ ସଂସ୍କରଣ ବୁଧବାରଠାରୁ ଗୁଜରାଟର ୩ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୨ଟି ଦଳ ଭାଗ ନେଉଥିବାବେଳେ ପ୍ରଥମ ଦିବସରେ ସ୍ପୋଟର୍ସ ଓଡ଼ିଶା ବିଜୟ ସହ ଅଭିଯାନ ଆରମ୍ଭ...
ଇଣ୍ଡିଆନ ଓମେନ୍ସ ଲିଗ୍ ଆରମ୍ଭ
ଇଣ୍ଡିଆନ ଓମେନ୍ସ ଲିଗ୍ର ୬ଷ୍ଠ ସଂସ୍କରଣ ଗୁଜରାଟର ବିଭିନ୍ନ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶାର ୨ ଦଳ ଓଡ଼ିଶା ଏଫ୍ସି ଏବଂ ସ୍ପୋଟର୍ସ ଓଡ଼ିଶା...
ମୟୂରଭଞ୍ଜ ୬-୧ ଗୋଲରେ ବିଜୟୀ
ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍ ସାହାଣୀ କପ୍ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ମୟୂରଭଞ୍ଜ ଦଳ ବିଜୟୀ ହୋଇଥିବା ବେଳେ କୋରାପୁଟ-ଗଞ୍ଜାମ ଓ ପାରାଦୀପ-ଝାରସୁଗୁଡ଼ା ମ୍ୟାଚ ଡ୍ର ରହିଛି।...
ମହଙ୍ଗା ପଡ଼ିଲା ଗଞ୍ଜେଇ ସେବନ
କଲରାଡୋ ସ୍ପ୍ରିଙ୍ଗ୍ସ,୨୭ା୪(ପି.ଟି): ଆମେରିକୀୟ ଅଲିମ୍ପିକ୍ ଲଙ୍ଗଜମ୍ପର ତାରା ଡେଭିସ୍ ଉଡ୍ହଲ୍ ଗଞ୍ଜେଇ ସେବନ କରି ଅଡୁଆରେ ପଡିଛନ୍ତି। ପଜିଟିଭ୍ ସାବ୍ୟସ୍ତ ହେବା ପରେ ଉଡ୍ହଲ୍ଙ୍କୁ ଏକ ମାସ ପାଇଁ ବାସନ୍ଦ କରାଯିବା ସହିତ ଜାତୀୟ ଟାଇଟଲକୁ ପ୍ରତ୍ୟାହାର କରି ନିଆଯାଇଛି।...
ଓଡ଼ିଶା ଏଫ୍ସି ଅପରାଜେୟ
ଭୁବନେଶ୍ୱର,୨୭ା୪ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଏଫ୍ସି (ଓଏଫ୍ସି) ଏହାର ପ୍ରଥମ ଟାଇଟଲ୍ ଭାବରେ ମଙ୍ଗଳବାର ସୁପର୍ କପ୍ ଫୁଟବଲ୍ ଚାମ୍ପିୟନ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ପୂର୍ବତନ ଚାମ୍ପିୟନ ଦଳ ବେଙ୍ଗାଲୁରୁ ଏଫ୍ସିକୁ ୨-୧ରେ ପରାସ୍ତ କରି ଓଏଫ୍ସି...
୨୧ ରନରେ କେକେଆର ବିଜୟ…
ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ହୋଇଛି ।...
Archives


