ସେମି ଲାଇନ୍ଅପ୍ ଚୂଡାନ୍ତ
ବୁଏନ୍ସ ଏୟାର୍ସ, ୬ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ମ୍ୟାଚକୁ ଜିତିବା ସହ ଉରୁଗୁଏ ଓ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ୱର, ୬ା୬, (ସ୍ପୋଟର୍ସ ବ୍ୟୁରୋ): ଜୁନ୍ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ହିରୋ କଣ୍ଟିନେଣ୍ଟାଲ କପ୍ ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧.୦୦ଟାରୁ ଅପରାହ୍ନ ୫ଟା ଯାଏ ଟିକେଟ ବିକ୍ରି ହେଉଥିବା...
ଇତିହାସ ରଚିଲେ ହଦାଦ ମାଇଆ
ପ୍ୟାରିସ୍,୬ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍ ଫ୍ରେଞ୍ଚ ଓପନରେ ଇତିହାସ ରଚିଛନ୍ତି ବ୍ରାଜିଲଲ ବିଟ୍ରିଜ୍ ହଦାଦ ମାଇଆ। ୧୯୬୮ ମସିହା ପରେ ଦେଶର ପ୍ରଥମ ଖେଳାଳି ଭାବରେ ସେ କୌଣସି ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୬୮ରେ ଶେଷ...
ଆନ୍ଦୋଳନ ପ୍ରତ୍ୟାହାରକୁ ନେଇ ଆସିଲା ପ୍ରତିକ୍ରିୟା
ନୂଆଦିଲ୍ଳୀ, ୫ା୬: ଡବ୍ଲ୍ୟୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଧାରଣାରେ ପୂର୍ଣ୍ଣଛେଦକୁ ଖଣ୍ଡନ କରିଛନ୍ତି ରେସ୍ଲର ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ। ଭାରତୀୟ ରେଲ୍ଓ୍ବେରେ କାର୍ଯ୍ୟରତ ସାକ୍ଷୀ ଓ...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଅଷ୍ଟ୍ରେଲିଆକୁ ବଡ଼ ଝଟକା
ଲଣ୍ଡନ,୫ା୬): ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଫିଟ୍ ନ ଥିବାରୁ ଅଷ୍ଟ୍ରେଲିଆର ସିନିୟର ଫାଷ୍ଟ ବୋଲର ଜୋସ୍ ହାଜଲେଉଡ୍ ଖେଳିବେ ନାହିଁ। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ...
ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ
ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥି ସହିତ...
ଅମିତ ଶାହାଙ୍କୁ ଭେଟି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା
ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ...
ରାଜ୍ୟ ସ୍କୁଲ ଓପନ ଚେସ୍: ନମସ୍ୟା ଚାମ୍ପିୟନ
ଭୁବନେଶ୍ୱର, ୫ା୬ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍କୁଲ ଓପନ ଚେସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ...
ଓଡ଼ିଶାରେ ପହଞ୍ଚିଲେ ଭେଙ୍କଟପତି ରାଜୁ
ଭୁବନେଶ୍ୱର, ୫ା୬(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁ ଓଡ଼ିଶାରେ ପହଞ୍ଚିଛନ୍ତି। ସୋମବାର ଠାରୁ ଯୁବ ସ୍ପିନର ମାନଙ୍କ ପାଇଁ ଏକ ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ରାଜୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି।...
ଦେବାଶିଷ ରନରଅପ୍
ଭୁବନେଶ୍ୱର, ୫।୬ (କ୍ରୀଡ଼ା ପ୍ରତିନିଧି): ହରିୟାଣାର ଝଜାରଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବାଳକ ନ୍ୟାଶନାଲ ସିରିଜ ଟେନିସ ଚାମ୍ପିୟନଶିପ୍ରେ ଓଡ଼ିଶାର ଦେବାଶିଷ ସାହୁ ରନରଅପ୍ ହୋଇଛନ୍ତି। ପ୍ରଥମ ରାଉଣ୍ଡ ଓ ପ୍ରି-କ୍ୱାର୍ଟର ଫାଇନାଲକୁ ସହଜରେ ଜିତିଥିବା ଦେବାଶିଷ କ୍ୱାର୍ଟର...
କ୍ୱାର୍ଟରରେ ଜୋକୋଭିଚ୍-ଖାଚାନୋଭ
ପ୍ୟାରିସ୍, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍ ଜୋକୋଭିଚ୍ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍ ଫେବରିଟ୍ ଭାବରେ ବିବେଚିତ ଜୋକୋଭିଚ୍ ଜୁଆନ୍ ପାବ୍ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍ରେ...
ଦେଶରେ ଜଣେ ମାତ୍ର ପ୍ରତିଭାଶାଳୀ ଯୁବକ ଜୟ ଶାହା, ତାଙ୍କୁ ଅଧ୍ୟକ୍ଷ କରିଦିଅ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ଲୋକଦଳ ପାର୍ଟି(ଆରଏଲଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କୁସ୍ତି ଯୋଦ୍ଧାଙ୍କ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି, ‘ସରକାର ୯ ବର୍ଷର ଉତ୍ସବ ପାଳନ କରୁଛନ୍ତି। ୯ ବର୍ଷ ପୂର୍ବରୁ କେବେ...
Archives


