ହ୍ୟାଟ୍ରିକ୍ ବିଜୟ ଭାରତର ଲକ୍ଷ୍ୟ
ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ନାମେଣ୍ଟର ଶେଷ ଦୁଇଟି ଲିଗ୍ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ମଙ୍ଗୋଲିଆ ଓ ଭାନୁଆଟୁ ଏବଂ ସନ୍ଧ୍ୟା ୭ଟା ୩୦ରେ ଭାରତ...
ଟେଷ୍ଟ ଟିମ୍ର କ୍ୟାପଟେନ୍ ହେବାକୁ ଚାହୁଁ ନ ଥଲେ ରୋହିତ ଶର୍ମା: ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ,୧୪।୬: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍ର ଫୁଲ୍ ଟାଇମ୍ କ୍ୟାପଟେନ୍ କରାଯାଇଥିଲା। କୋହଲି ପ୍ରଥମେ ହ୍ବାଇଟ୍ ବଲ୍ର ପୂର୍ବରୁ ଅଧିନାୟକତ୍ୱ ଛାଡିଥିଲେ। ପରେ ୨୦୨୨ରେ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ପରାଜୟ ଯୋଗୁ...
ପିଏସ୍ଜି ଛାଡ଼ିବେ ଏମ୍ବାପେ
ମାଞ୍ଚେଷ୍ଟର, ୧୪ା୬ (ପି.ଟି.): ଫ୍ରାନ୍ସର ଫୁଟବଲ୍ କ୍ଲବ୍ ପ୍ୟାରିସ୍ ସେଣ୍ଟ ଜର୍ମେନ(ପିଏସ୍ଜି)କୁ ଆଉ ଏକ ଝଟକା। ଷ୍ଟାର ଫୁଟବଲର କିଲିଆନ୍ ଏମ୍ବାପେ କ୍ଲବ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପିଏସଜି ସହିତ ଏମ୍ବାପେଙ୍କ ଯେଉଁ ଚୁକ୍ତି ରହିଥିଲା...
ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ
ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସବ୍ଜୁନିୟର ପୁରୁଷ ୬୬ କେଜି ବିଭାଗରେ...
ପଞ୍ଜାବ, ଦିଲ୍ଲୀର ବୃହତ୍ ବିଜୟ
ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଦଳ ୧୮-୦ ଗୋଲରେ ମିଜୋରାମ ଦଳକୁ...
ଓସିଏଲ୍ ୨୦୨୩: ପୁମାସ୍, ଚିତାସ୍ ବିଜୟୀ
ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) ଓଡ଼ିଶା କ୍ରିକେଟ ଆସୋସିଏଶନ୍ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ ଲିଗ୍ (ଓସିଏଲ୍)୨୦୨୩ର ଦ୍ୱିତୀୟ ଦିନର ଖେଳରେ ବିଜୟୀ ହୋଇଛନ୍ତି ଓଡ଼ିଶା ପୁମାସ୍ ଓ ଓଡ଼ିଶା ଚିତାସ୍। ଉଭୟ ମ୍ୟାଚ୍ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।...
କଳିଙ୍ଗରେ ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ୍ସ
ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ହକି ବିଶ୍ୱକପ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ହେବାକୁ ଯାଉଛି ୬୨ତମ ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍। ଆଥଲେଟିକ୍ସ ଫେଡେରେଶନ...
ଅଧିକ ଦର୍ଶକଙ୍କ ଉପସ୍ଥିତି ଚାହାନ୍ତି ଛେତ୍ରୀ
ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଭାନୁଆଟୁ ବିପକ୍ଷ ମ୍ୟାଚକୁ ୧-୦ରେ ଜିତିବା ପରେ ଫ୍ୟାନଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ଏଠାରେ ଫ୍ୟାନ ମାନେ ବିପୁଳ...
କ୍ୱାର୍ଟର ଫାଇନାଲରେ ଓଡ଼ିଶା
(ତପନ ସ୍ବାଇଁ) ଭୁବନେଶ୍ୱର, ୧୪।୬: ଇଣ୍ଡିଆନ ରଗ୍ବୀ ଫୁଟବଲ ୟୁନିୟନ ଓ ରଗ୍ବୀ ଆସୋସିଏଶନ ଅଫ୍ ମହାରାଷ୍ଟ୍ରର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସର୍ବଭାରତୀୟ ଜୁନିୟର ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ପୁଣେଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ବାଳକ ଦଳ...
ଅଲିମ୍ପିକ ସ୍ପ୍ରିଣ୍ଟର ଟୋରୀଙ୍କ ଅକାଳ ମୃତ୍ୟୁ
ଓର୍ଲାଣ୍ଡୋ(ଯୁକ୍ତରାଷ୍ଟ୍ର ଆମେରିକା),୧୪ା୬: ପ୍ରସବଜନିତ ଜଟିଳତା ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ଚାମ୍ପିୟନ ସ୍ପ୍ରିଣ୍ଟର ଟୋରୀ ବୋଓ୍ବିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ବୋଓ୍ବି ୨୦୧୬ ରିଓ ଡି’ ଜେନିରୋ ଗେମ୍ସରେ...
କୋରୋ ସିଂ ଭାରତର ଅଧିନାୟକ
ଖାଓ ୟାଇ (ଥାଇଲାଣ୍ଡ), ୧୪ା୬(ପି.ଟି.): ପ୍ରତିଭାବାନ ମିଡ୍ଫିଲ୍ଡର କୋରୋ ସିଂଙ୍କୁ ଏଏଫ୍ସି ଏସିଆନ ୧୭ ବର୍ଷରୁ କମ୍ ଫୁଟ୍ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକଟ ଅତୀତରେ ୟୁରୋପ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ୧୬...
ହଂକଂକୁ ୯ ଉଇକେଟରେ ହରାଇଲା ଭାରତ
ମଙ୍ଗ କକ୍ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍ ମହିଳା ଏମର୍ଜିଂ ଏସିଆ କପ୍ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍ର ଏକାଧିକ...
Archives


