ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍ ଉଦ୍ଘାଟିତ
ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍ ପାଇଁ ଅନ୍ତିମ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଏହା ଉପରେ ଅନେକଙ୍କ ନଜର ରହିଛି।...
ଟେନିସ୍ର ମହାନାୟକ
ବିଶ୍ୱ ଟେନିସ୍ର ମହାନାୟକ ଭାବରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ନୋଭାକ୍ ଜୋକୋଭିଚ୍। ଏକଦା ଟେନିସ୍ରେ ପିଟ୍ ସାମ୍ପ୍ରାସଙ୍କ ୧୪ ଗ୍ରାଣ୍ଡସ୍ଲାମର ରେକର୍ଡର କେହି ସମକକ୍ଷ ହେବା ସ୍ବପ୍ନ ପରି ଲାଗୁଥିଲା। ପ୍ରଥମେ ରୋଜର ଫେଡେରର ଏହି ରେକର୍ଡ ଭାଙ୍ଗିଥିଲେ।...
ସ୍ବପ୍ନ ଅଧୁରା
ଭାରତକୁ ହରାଇ ଅଷ୍ଟ୍ରେଲିଆ ଜିତିଛି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଟାଇଟଲ। ଏଥିସହ ସମସ୍ତ ଫର୍ମାଟ୍ରେ ସଫଳତା ପାଇଛି ଏହି ଦଳ। ଅନ୍ୟ ପକ୍ଷରେ ଆଇସିସି ଇଭେଣ୍ଟରେ ଭାରତର ବିଫଳତା ଜାରିରହିଛିି। ଟିମ୍ ଇଣ୍ଡିଆର ବାରମ୍ବାର ବିଫଳତା କ୍ରିକେଟପ୍ରେମୀଙ୍କୁ ବେଶ୍...
ଅଗଷ୍ଟ ୩୧ରୁ ଏସିଆ କପ୍
ନୂଆଦିଲ୍ଲୀ,୧୫ା୬: ଏସିଆ କପ୍ କ୍ରିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ହାଇବ୍ରିଡ୍ ମଡେଲରେ ଟୁର୍ନାମେଣ୍ଟ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନ୍ସିଲ (ଏସିସି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ୪ଟି ମ୍ୟାଚ୍ ପାକିସ୍ତାନରେ ଏବଂ ୯ଟି...
ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା...
ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍ଲେଟିକ୍ସ
ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନଶିପ୍। ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା...
୧୮ ବର୍ଷରୁ କମ୍ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି
ମେଡେଲିନ୍, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍ ଲେଗ୍-୩ରେ...
‘ବି’ ବର୍ଗରେ ଶାମ୍ ଆର୍. ଚାମ୍ପିୟନ
ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଚେସ୍ ଫେଷ୍ଟିଭାଲର ‘ବି’ ବର୍ଗ ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ତାମିଲନାଡ଼ୁର ଶାମ୍ ଆର. ୮.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି।...
ସ୍ପେନରେ ଫୁଟବଲ୍ ତାଲିମ୍ ନେବେ ଓଡିଏମ୍ ଗ୍ଲୋବାଲ୍ ସ୍କୁଲର ୨ବିଦ୍ୟାର୍ଥୀ
ଭୁବନେଶ୍ୱର, ୧୫ା୬ (ଅଭୟ ଦାଶ) : ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍ ଗ୍ଲୋବାଲ୍ ସ୍କୁଲର ୨ଜଣ ବିଦ୍ୟାର୍ଥୀ ସ୍ପେନରେ ଫୁଟବଲ୍ ତାଲିମ୍ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆର୍ଡେର ଫୁଟବଲ୍ ଏକାଡେମୀ (ଏଏଫଏ) ଦ୍ୱାରା ଓଡିଶାରୁ ଆଶାୟୀ ଫୁଟବଲ...
ବାଲି ବୋହୁଛନ୍ତି ଦୃଷ୍ଟିବାଧିତ ଖେଳାଳି ରଘୁରାମ
ନନ୍ଦପୁର, ୧୫ା୬ (ଶଙ୍କର ପୂଜାରୀ): ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ।...
ଭାରତୀୟ ଦଳରେ ଓଡ଼ିଶାର ୪
ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ବ୍ଲାଇଣ୍ଡ ସ୍ପୋଟର୍ସ ଫେଡେରେଶନ (ଆଇବିଏସ୍ଏ) ଆନୁକୂଲ୍ୟରେ ଓ୍ବାଲର୍ଡ ଗେମ୍ସ-୨୦୨୩ ଆସନ୍ତା ଅଗଷ୍ଟ ୧୮ରୁ ୨୭ ପର୍ଯ୍ୟନ୍ତ ବର୍ମିଂହାମଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତ କ୍ରିକେଟକୁ ସାମିଲ କରାଯାଇଛି। ତେଣୁ ଏହି...
ଆଥଲେଟ୍ଙ୍କୁ ଉତ୍ସାହିତ କଲେ ଉଷା
ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ସଭାପତି ତଥା ଏମ୍ପି ପି.ଟି. ଉଷା ବୁଧବାର କିଟ୍ ଆଥଲେଟିକ୍ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଚାଇନାର ଚେଙ୍ଗଡୁଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସ...
Archives


