ଖେଳ

ଲିଓନ୍‌ ଫୁଟବଲ୍‌ ଟିମ୍‌ ବସ୍‌ ଉପରେ ଆକ୍ରମଣ

ପ୍ୟାରିସ୍‌,୩୧ା୧୦: ଫ୍ରାନ୍ସର ଫୁଟବଲ୍‌ କ୍ଲବ୍‌ ଲିଓନ୍‌ର ଟିମ୍‌ ବସ୍‌ ଉପରେ ଆକ୍ରମଣ ଘଟଣାରେ ପୋଲିସ୍‌ ୯ ଜଣଙ୍କୁ ଅଟକ ରଖିଛି। ଏହା ସହିତ ଅନ୍ୟ ଆକ୍ରମଣକାରୀଙ୍କ ସନ୍ଧାନରେ ରହିଛି ପୋଲିସ୍‌। ଏହି ଆକ୍ରମଣରେ କୋଚ୍‌ ଫାବିଓ ଗ୍ରୋସୋଙ୍କ ମୁଣ୍ଡ ଫାଟି ଯାଇଥିବା…

ଭୁବନେଶ୍ୱର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୩୧।୧୦(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ସବ୍‌ଜୁନିୟର କରାଟେ ପ୍ରତିଯୋଗିତା ଶେଷ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଗତ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଭୁବନେଶ୍ୱର ଦଳଗତ ଚାମ୍ପିୟନ ହୋଇଛି।…

ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା

ଜେନେଭା, ୩୧ା୧୦: ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ (ଫିଫା) ସୋମବାର ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତି ଲୁଇସ ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କରିଛି। ମହିଳା ବିଶ୍ୱକପ୍‌ ଫାଇନାଲ ପରେ ଟ୍ରଫି ପ୍ରଦାନ ଉତ୍ସବ ବେଳେ ସେ ଜଣେ…

‘ଅଙ୍କଲ ପର୍ସି’ଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି

କଲମ୍ବୋ, ୩୧ା୧୦ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଦୃଢ ସମର୍ଥକ ଭାବେ ପରିଚିତ ପର୍ସି ଆବେସେକରାଙ୍କ ପରଲୋକ ଘଟିଛି। ବିଶ୍ୱବ୍ୟାପୀ ଯେଉଁ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଖେଳିଥାଏ ତାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ଦେଶର ଜାତୀୟ ପତାକା ହଲାଇ ସେ ତାଙ୍କ ଖେଳାଳିମାନଙ୍କୁ…

ପୁଅ ଜନ୍ମଦିନରେ ପୁଣି ସ୍ବାମୀଙ୍କ ସହ ନଜର ଆସିଲେ ସାନିଆ

ନୂଆଦିଲ୍ଲୀ,୩୧।୧୦: ଗତ କିଛି ବର୍ଷ ହେବ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଏବଂ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ଡିଭୋର୍ସ ଖବର କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର…

ରୋଚକ ସ୍ଥିତିରେ ସେମିଫାଇନାଲ୍‌ ରେସ୍‌: ଆଫଗାନିସ୍ତାନର ବି ଅଛି ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍‌ର ସେମିଫାଇନାଲ ରେସ୍‌ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ଏବେ ଏହି ରେସ୍‌ରେ ଅଛି। ବିଶ୍ୱକପ୍‌ ୨୦୨୩ ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣ କରୁଛି। ଏହି ବିଶ୍ୱକପରେ ଆଫଗାନିସ୍ତାନ ଦଳ ତିନିଟି ପୂର୍ବତନ ବିଶ୍ୱକପ ଚାମ୍ପିୟନ ଦଳକୁ ପରାସ୍ତ…

ଅନୁଷ୍କାଙ୍କ ଯୋଗୁ ମୋ ଜୀବନରେ ଆସିଛି ବଡ ପରିବର୍ତ୍ତନ: ବିରାଟ

ମୁମ୍ବାଇ/ନୂଆଦିଲ୍ଲୀ,୩୧।୧୦: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ଶର୍ମାଙ୍କଠାରୁ ସେ କ’ଣ ଶିଖିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ମୁଁ ପତ୍ନୀ ଅନୁଷ୍କା ଶର୍ମାଙ୍କଠାରୁ ବହୁତ କିଛି…

ଗୀତ ଗାଇଲେ ଧୋନି

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ଏହି କ୍ରିକେଟରଙ୍କ କ୍ରେଜ କମିନାହିଁ। ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ ବହୁ ଉଚ୍ଚରେ ରହିଛି। ତେବେ ମହେନ୍ଦ୍ର ସିଂ…

ଆୟରଙ୍କ ସ୍ଥାନ ସଙ୍କଟରେ

ନୂଆଦିଲ୍ଲୀ,୩୦ା୧୦: ଭାରତର ଦିନିକିଆ କ୍ରିକେଟ ବିଶ୍ୱକପ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନ ସଙ୍କଟରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ଦୁର୍ଭାଗ୍ୟ ଜନକ ଭାବରେ ରନ୍‌ଆଉଟ ହୋଇଥିବା ବେଳେ…

ଅଷ୍ଟମଥର ପାଇଁ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୩୧।୧୦: ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ପୁଣି ଥରେ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ପାଇଛନ୍ତି। ଅଷ୍ଟମ ଥର ପାଇଁ ମେସିଙ୍କୁ ବାଲନ ଡି’ଅର୍‌ ପୁରସ୍କାର ପ୍ରଦାନ କରାଯାଇଛି। ମେସି ପ୍ରଥମ ଏସ୍‌ଏଲ୍‌ଏସ୍‌ ଖେଳାଳି ଭାବରେ ବାଲନ ଡି’ଅର୍‌ ପୁରସ୍କାର ଜିତିଥିଲେ।…

ତିନି ପୂର୍ବ ଚାମ୍ପିୟନଙ୍କୁ ହରାଇ ସାରିଲାଣି ଆଫଗାନିସ୍ଥାନ, ଏହିପରି ପହଞ୍ଚିପାରେ ସେମିଫାଇନାଲରେ

ନୂଆଦିଲ୍ଲୀ,୩୦/୧୦: ଚଳିତ ଦିନିକିଆ ବିଶ୍ୱକପରେ ଯଦି କୌଣସି ଟିମ୍ ସବୁଠୁ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ କରିଛି, ସେ ହେଉଛି ଆଫଗାନିସ୍ଥାନ। ଆତଙ୍କବାଦ ଏବଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଆଫଗାନିସ୍ଥାନ କ୍ରିକେଟରେ କିନ୍ତୁ ଆଗକୁ ବଢି଼ବା ଜାରି ରଖିଛି। ସୋମବାର…

୭ ଉଇକେଟ୍‌ରେ ଆଫଗାନିସ୍ତାନ ବିଜୟୀ

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପ ୩୦ତମ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?