Posted inଖେଳ

ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହେଲି ହେଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ

ସିଡ଼ନୀ,୯।୧୨: ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ସମସ୍ତ ତିନୋଟି ଫର୍ମାଟ୍‌ରେ ଏକ ସିରିଜ ଖେଳାଯିବ। ଏହି ଯାତ୍ରା ପୂର୍ବରୁ ଅଷ୍ଟ୍ରେଲିଆ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ତିନିଟି ଫର୍ମାଟରେ ଦଳର ନିୟମିତ ଅଧିନାୟକ କରାଯାଇଛି। ଏହା ବ୍ୟତୀତ ତାହଲିଆ ମ୍ୟାକଗ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମେଗ ଲାନିଙ୍ଗ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ଏହି ପରିବର୍ତ୍ତନ ଘଟିଛି।

ମେଗ ଲାନିଙ୍ଗ ସମସ୍ତ ତିନୋଟି ଫର୍ମାଟରେ ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଥିଲେ, ଯିଏକି ଅଷ୍ଟ୍ରେଲୀୟ ପୁରୁଷ ଦଳର ଖେଳାଳି ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହେଲି ରିପ୍ଲେସ୍‌ କରିଛନ୍ତି। ଡିସେମ୍ବର ୨୧ରୁ ଏକମାତ୍ର ଟେଷ୍ଟରୁ ଆରମ୍ଭ ହେବାକୁ ଥିବା ହେଲିଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରିବ। ଏହା ପରେ ଉଭୟ ଦଳ ଡିସେମ୍ବର ୨୮ରୁ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏବଂ ଜାନୁୟାରୀ ୫ରୁ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବେ । ହେଲି ପୂର୍ବରୁ ମଧ୍ୟ ଦଳର କମାଣ୍ଡ ନେଇଛନ୍ତି। ସେ ମଧ୍ୟବର୍ତ୍ତୀକାଳୀନ ଅଧିନାୟକ ଭାବରେ ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଧିନାୟକ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ...

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ...

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ...

ସାକିବଙ୍କୁ ବଡ଼ ଆସ୍ବସ୍ତି

ଢାକା,୨୦ା୩:: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କୁ ସନ୍ଦେହଜନକ ବୋଲିଂ ଆକ୍ସନରୁ ମୁକ୍ତ କରାଯାଇଛି। ସେ ଏବେ ଅନ୍ତର୍ଜାତୀୟ ଦିନିକିଆ ଓ ବିଶ୍ୱର ବିଭିନ୍ନ...

ମାହିଙ୍କୁ ନେଇ ବଡ଼ ବୟାନ ଦେଲେ Zaheer Khan

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ IPL-୨୦୨୫ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପରାମର୍ଶଦାତା। ସେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଥିଲେ...

ଛାଡ଼ପତ୍ର ହେଉ ହେଉ ଧନଶ୍ରୀଙ୍କୁ ଉପହାସ କଲେ ଚହଲ

ମୁମ୍ବାଇ,୨୦।୩: ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଅଲଗା ହୋଇଯାଇଛନ୍ତି। ଆଜି ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri