୨୦୨୪ ଆଇପିଏଲ ପାଇଁ ଧୋନୀ-ରୋହିତଙ୍କ ପ୍ରସ୍ତୁତି ଆରମ୍ଭ…
କୋଲକାତା,୧୬।୭ : ଆଇପିଏଲ ୨୦୨୩ ନିକଟରେ ସମାପ୍ତ ହୋଇଛି । ତେବେ ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇପିଏଲ ୨୦୨୪ ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯଦିଓ ସେଥିପାଇଁ ୧ ବର୍ଷର ସମୟ ଅଛି,...
ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍
ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ...
ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସଂଗୀତା ଫୋଗଟ
ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଥିବା ମହିଳା ରେସଲର ସଂଗୀତା ଫୋଗଟ ହଙ୍ଗେରୀରେ ତ୍ରିରଙ୍ଗା ଉଡାଇଛନ୍ତି। ବୁଦାପେଷ୍ଟରେ ର଼୍ୟାଙ୍କିଙ୍ଗ ସିରିଜ ରେସଲିଂ ଚାମ୍ପିଅନସିପରେ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀର ଭିକ୍ଟୋରିଆ ବୋରୋସଙ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ...
ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା
ଡୋମିନିକା,୧୬ା୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିଲେ। ସେ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୩ ରନର ଏକ ଶତକୀୟ ଇନିଂସ ଖେଳିଥିଲେ୧ ଟେଷ୍ଟ କ୍ରିକେଟରେ...
ଟେଷ୍ଟ କ୍ୟାରିୟରର ୫୦୦ତମ ମ୍ୟାଚ୍ ଖେଳିବାକୁ ଓହ୍ଲାଇବେ କିଙ୍ଗ କୋହଲି
ନୂଆଦିଲ୍ଲୀ,୧୬।୭: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୯୯ ମ୍ୟାଚ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ତାଙ୍କର ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ହେବ। ଏହି ଉପଲବ୍ଧି ହାସଲ କରିବାରେ...
ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍ ଇଲେଭେନ୍ରେ ହୋଇପାରେ ବଡ଼ ପରିବର୍ତ୍ତନ
ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୧୪୧ରନ କରି ବିଜୟ ହୋଇଛି। ଏହି ଟେଷ୍ଟ ମାଧ୍ୟମରେ ଯଶସ୍ବୀ...
ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ତିଳକ ବର୍ମା ମଧ୍ୟ...
ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ: ଏହି ଖେଳାଳି ନେଇଛନ୍ତି ସର୍ବାଧିକ ଉଇକେଟ୍
ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରବି ଅଶ୍ୱିନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି। ରବି ଅଶ୍ୱିନ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜର ୫ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭ଜଣ କାରିବିଆନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହି...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଶୀର୍ଷରେ ପହଞ୍ଚିଲା ଭାରତ
ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ସହ ତୃତୀୟ ଦିନରେ ୧୪୧ ରନରେ ପରାସ୍ତ କରିଛି। ଏହି ପରି ୨ଟି ଟେଷ୍ଟ ମ୍ୟାଚ...
ମହିଳା ଇଭେଣ୍ଟରେ ଟ୍ରାନ୍ସଜେଣ୍ଡରଙ୍କୁ ବାରଣ
ଏଗ୍ଲେ (ସୁଇଜରଲାଣ୍ଡ),୧୪ା୭ (ଏପି): ଏଣିକି ପୁରୁଷରୁ ମହିଳା ହୋଇଥିବା ଟ୍ରାନ୍ସଜେଣ୍ଡର ଆଥଲେଟମାନେ ମହିଳା ସୋଇକ୍ଲିଂ ରେସ୍ଗୁଡ଼ିକରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ସାଇକ୍ଲିଂ ପରିଚାଳନା ପରିଷଦ (ୟୁସିଆଇ) ପକ୍ଷରୁ ଶୁକ୍ରବାର ସୂଚାଇ ଦିଆଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକାର ଅଷ୍ଟିନ...
ଭାରତର ପ୍ରଥମ ଟେଷ୍ଟ ବିଜୟ
ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯାଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସରେ ୧୪୧ ରନ କରି ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ପୁରା ଦଳର ବହୁତ ଅବଦାନ ଥିଲା।...
ତୁର୍ ଟାଇଟଲ ବଜାୟ ରଖିଲେ, ପାରୁଲଙ୍କୁ ସ୍ବର୍ଣ୍ଣ
ବ୍ୟାଙ୍କକ୍, ୧୫।୭ (ପି.ଟି.): ଏଠାରେ ଚାଲିଥିବା ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ଭାରତର ତାଜିନ୍ଦରପାଲ ସିଂ ତୁର୍ ନିଜ ଶଟ୍ପୁଟ୍ ଟାଇଟଲ ବଜାୟ ରଖିଛନ୍ତି। ସେହିପରି ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍ରେ ପାରୁଲ ଚୌଧାରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
Archives


