ମହମ୍ମଦ ଶାମିଙ୍କୁ ଗିରଫ କରିବ ନାହିଁ, କାହିଁକି ଦିଲ୍ଲୀ ପୋଲିସ ମୁମ୍ବାଇ ପୋଲିସକୁ କଲା ଏମିତି ଅନୁରୋଧ
ମୁମ୍ବାଇ,୧୬।୧୧: ଦେଶରେ କ୍ରିକେଟ ବିଶ୍ୱକପ ଚାଲିଛି। ବିଶ୍ୱକପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ଟିକେଟ ପାଇଛି।…
କିଏ ଜିତିବ ଦ୍ୱିତୀୟ ସେମିଫାଇନାଲ, ଭାରତ ସହ ଖେଳିବ କିଏ ଫାଇନାଲ, କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…
କୋଲକାତା,୧୬।୧୧ : ବିଶ୍ୱକପ କ୍ରିକେଟ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ଗୂରୁବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ କିଏ ଜିତିବ ଏବଂ କିଏ ଭାରତ ସହ…
ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଅଧିନାୟକ
ମୁମ୍ବାଇ,୧୬।୧୧: ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଶତକ ସ୍କୋର କରିଥିଲେ। ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ମହାନ ସଚିନ ତେନ୍ଦୁଲକରଙ୍କ…
ଦିନିକିଆରେ କେବେ ଯାଏ ଖେଳିବେ ଓ୍ବାର୍ନର, ନିଜେ କହିଲେ ଭବିଷ୍ୟତ ଯୋଜନା…
ନୂଆଦିଲ୍ଲୀ,୧୬।୧୧: ଆସନ୍ତା ବର୍ଷ ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ଡେଭିଡ ଓ୍ବାର୍ନରଙ୍କ ଅନ୍ତିମ ସିରିଜ ହେବ। ଏନେଇ ସେ ପୂର୍ବରୁ ଘୋଷଣା କରିଛନ୍ତି। ଏବେ ସେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ ୨୦୨୪ରେ…
ଶାମିଙ୍କ କଷ୍ଟକର ଜୀବନ କାହାଣୀ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୧୧ : ଆଇସିସି ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୧୨ ବର୍ଷ ପରେ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଭାରତର ବିଜୟ ଯୋଗୁ ସମଗ୍ର ଦେଶରେ…
୧୨ ବଲ ଯାହା ବଦଳାଇଦେଲା ଭାଗ୍ୟ…
ମୁମ୍ବାଇ,୧୬।୧୧ : ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ୬୦ ଟି ବଲରୁ ୧୩୨ ରନ ଆବଶ୍ୟକ କରୁଥିଲା । ଅତିରିକ୍ତ ୱିକେଟ ଏବଂ ଦୁଇ ସେଟ ବ୍ୟାଟ୍ସମ୍ୟାନଙ୍କ ଉପଲବ୍ଧତା ଯୋଗୁ ଏହି ଚ୍ୟାଲେଞ୍ଜ ଅସମ୍ଭବ ବି ଲାଗୁ ନ…
ଷ୍ଟମ୍ପ ଲାଇଟ୍ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍ଆଉଟ୍? ଜାଣନ୍ତୁ ନିୟମ…
ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍ଆଉଟ୍ ଦିଆଯାଇ ନ ଥିଲା। ସେ କ୍ରିଜ୍ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।…
ଖୁସିରେ ଗଦ୍ଗଦ୍ ହୋଇ ସ୍ବାମୀଙ୍କ ପାଇଁ ଏମିତି କଥା କହିଦେଲେ ଅନୁଷ୍କା
ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…
ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା
ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲ ମୁକାବିଲାରେ ୭୦ ରନ୍ରେ ବିଜେତା ହୋଇଛି। ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି, ମୁଁ…
ବର୍ଷା ଯୋଗୁ ଦ୍ୱିତୀୟ ସେମିଫାଇନାଲ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, କିଛି ଏଭଳି ରହିଛି ନିୟମ…
ନୂଆଦିଲ୍ଲୀ,୧୬।୧୧: ଭାରତ ବିଶ୍ୱକପ୍ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍ ସମ୍ମୁଖରେ ୩୯୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍ରେ…
‘ଶାମି ତୁମେ ଯେଉଁଭଳି ବୋଲିଂ କଲ ବର୍ଷ ବର୍ଷ ଧରି ଲୋକେ ମନେ ରଖିବେ’
ନୂଆଦିଲ୍ଲୀ,୧୬।୧୧: ଆଇସିସି ବିଶ୍ୱକପ୍ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ…
ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’
ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା ସେ…
Archives


