କ୍ରିକେଟ୍ର ଏହି ନିୟମ ଯୋଗୁ ବେକାର ହୋଇଗଲା ରିଙ୍କୁ ସିଂଙ୍କ ଛକା
ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଢଙ୍ଗରେ ଶେଷ ହୋଇଥିଲା।୨୦୯ ରନ୍ର ବିଶାଳ ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ ଏକ ସମୟରେ ବିଜୟ ପାଇଁ ଚାରି…
୪ ବଲ୍ରେ ୨ ରନ୍ ଆବଶ୍ୟକ; ପରେ ୩ ବଲ୍ରୁ ୩ ଉଇକେଟ: ଶେଷ ବଲ୍ରେ ଏମିତି ରୋମାଞ୍ଚକ ବିଜୟ ହାସଲ କରିଥିଲା ଭାରତ
ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ବେଶ୍ ରୋମାଞ୍ଚକର ଥିଲା। ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ଥାନ-ପତନ ଘଟିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇବା ପରେ…
ଭାରତୀୟ କ୍ରିକେଟ ଦଳକୁ ମିଳିଗଲା ନୂଆ ଏମଏସ ଧୋନୀ!
ବିଶାଖାପାଟନମ,୨୪।୧୧:ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳୁଛି। ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯାଇଥିଲା। ଏଥିରେ ଭାରତ ୨୦୦ରୁ ଅଧିକ ରନ ସଂଗ୍ରହ କରି ଜିତିଥିଲା। ଶେଷରେ ଭାରତର ବିଜୟରେ…
ବିଶ୍ୱପକ୍ ପରେ ଅଷ୍ଟ୍ରେଲିଆକୁ ଟି-୨୦ରେ ହରାଇଲା ଭାରତ
ବିଶାଖାପଟ୍ଟନମ୍,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଭାରତ ୨ ଉଇକେଟ୍ରେ ବିଜୟୀ ହୋଇ ହୋଇଛି। ଏଥିସହ ବିଶ୍ୱପକ୍ ପରାଜୟର ପ୍ରତିଶୋଧ ଟି୨୦ରେ ନେଇଛି। ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍…
ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି
ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ…
ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା, ଆଇପିଏଲ ୨୦୨୪ରେ ଖେଳିବେନି ବେନ ଷ୍ଟୋକ୍ସ
ନୂଆଦିଲ୍ଲୀ,୨୩।୧୧: ଆଇପିଏଲ ୨୦୨୪ ସିଜିନ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ, ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଏକ ଅଂଶ ହେବ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ…
ଭାରତ ଆଗରେ ୨୦୯ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଅଷ୍ଟ୍ରେଲିଆ
ବିଶାଖାପଟ୍ଟନମ୍,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଗୁରୁବାର ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା।…
ବିଶ୍ୱକପ୍ରେ ଭାରତ ପରାଜୟର ପ୍ରକୃତ କାରଣ କହିଲେ ଶାମି
ଲକ୍ଷ୍ନୌ,୨୩।୧୧: ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ଶେଷ ହୋଇଛି। ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପ୍ରେ ଚମତ୍କାର ବୋଲିଂ କରି ସର୍ବାଧିକ ଉଇକେଟ ନେଇଥିଲେ। ବିଶ୍ୱକପ୍ ଶେଷ ପରେ ସେ ନିଜ ଜନ୍ମ ଗ୍ରାମ ଆମରୋହାରେ ପହଞ୍ଚିଛନ୍ତି। ବିଶ୍ୱକପ ସମୟରେ ସେମିଫାଇନାଲ…
ସୂର୍ଯ୍ୟକୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିଲେ ମାତ୍ର ୨ ସାମ୍ବାଦିକ: ସାଢେ ୩ ମିନିଟ୍ରେ କାର୍ଯ୍ୟକ୍ରମ ଶେଷ
ବିଶାଖାପାଟନମ୍,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଆଜି ଏହି ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସାମ୍ବାଦିକ ସମ୍ମିଳନୀ…
ରୋହିତ ଶର୍ମାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଝିଅ ସମାଇରା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୧:ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ମ୍ୟାଚ ହାରିବା ଯୋଗୁ ଅଧିନାୟକ ରୋହିତ ଶର୍ମା ଭାଙ୍ଗି ପଡିଥିଲେ। ଏପରିକି ସେ ପଡିଆରେ କାନ୍ଦି ପକାଇଥିଲେ। ରୋହିତଙ୍କ ଆଖିର ଲୁହ ସାରା ଦେଶବାସୀଙ୍କ ମନକୁ ବଖାଣୁଥିଲା। ଏହାରି…
ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦
ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର କେରଳାର…
ଶୁବମନ ଗିଲଙ୍କ ସହ ଡିପଫେକ ଫଟୋ ଭାଇରାଲ ହେବା ପରେ ରାଗିଲେ ସାରା ତେନ୍ଦୁଲକର
ମୁମ୍ବାଇ,୨୩।୧୧: ଭାରତୀୟ କ୍ରିକେଟର ଶୁବମାନ ଗିଲଙ୍କ ସହ ସମ୍ପର୍କ ପାଇଁ ସଚିନ ତେନ୍ଦୁଲକରଙ୍କ ଝିଇ ସାରା ତେନ୍ଦୁଲକର ଅନେକ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ଏହି ସମୟରେ ସାରା ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ନିଜର…
Archives


