ନାବାଳିକା ସହ ଶାରୀରିକ ସମ୍ପର୍କ: ଏନ୍ବିଏ ତଦନ୍ତର ସମ୍ମୁଖୀନ ହେବେ ଜୋଶ୍
ନ୍ୟୁୟର୍କ,୨୬।୧୧(ପି.ଟି.): ଏନ୍ବିଏ ଦଳ ଓକ୍ଲାହୋମା ସିଟି ଥଣ୍ଡରଗାର୍ଡ ଖେଳାଳି ଜୋଶ ଗିଡେ ଅଡୁଆରେ। ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଆସିବା ପରେ ଏନ୍ବିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ…
ବୋଲିଂରେ ସୁଧାର ଆଣିବ ଭାରତ
ଥିରୁଭାନନ୍ତପୁରମ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ୨ ଉଇକେଟ ଜିତିବା ପରେ ରବିବାର ଥିରୁଭାନନ୍ତପୁରମ୍ରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ଏହି ମ୍ୟାଚ୍ରେ ଭାରତୀୟ ବୋଲର ନିଜ ଫର୍ମ ସୁଧାରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲେ…
ବିଜୟ ହଜାରେ ଟ୍ରଫି, ବର୍ଷା କାରଣରୁ ହାରିଲା ଓଡ଼ିଶା
ଭୁବନେଶ୍ୱର,୨୫ା୧୧: ସର୍ବଭାରତୀୟ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ପ୍ରଥମ ପରାଜୟ। ବର୍ଷା କାରଣରୁ ଭିଜେଡି(ଭି. ଜୟଦେବନ ସିଷ୍ଟମ)ରେ ଫଳାଫଳ ନିର୍ଣ୍ଣୟ ହୋଇଥିବା ବେଳେ ରେଲଓ୍ବେ ବିପକ୍ଷ ମ୍ୟାଚ୍କୁ ଦଳ ୨୪ ରନ୍ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରେଲଓ୍ବେ ୪୦…
ଭାରତୀୟ ଟିମର ନିୟମିତ କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ, ଏହି ଆଇପିଏଲ ଟିମରେ ଯୋଗ ଦେବେ ରାହୁଲ ଦ୍ରାବିଡ଼
ମୁମ୍ବାଇ,୨୫।୧୧: ରାହୁଲ ଦ୍ରାବିଡ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦବୀ ଖାଲି କରିବାକୁ ଯାଉଛନ୍ତି। ଦ୍ରାବିଡଙ୍କର କାର୍ଯ୍ୟକାଳ ଦିନିକିଆ ବିଶ୍ୱକପ ୨୦୨୩ ର ସମାପ୍ତି ସହିତ ଶେଷ ହୋଇଥିଲା।ଏହାପରେ ସେ ଚୁକ୍ତିନାମା ନବୀକରଣ କରିବାକୁ ଆଗ୍ରହୀ ନାହାନ୍ତି ବୋଲି…
ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍
ମୁମ୍ବାଇ, ୨୫।୧୧: ଡିସେମ୍ବର ୮ ରୁ ସଂଯୁକ୍ତ ଆରବ ଏମିରେଟ(ୟୁଏଇ)ରେ ଖେଳାଯିବାକୁ ଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ପଞ୍ଜାବର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର…
ଆଇପିଏଲ ୨୦୨୪: ବଦଳିବେ ୭ ଟିମର ଅଧିନାୟକ…
କୋଲକାତା,୨୫।୧୧ : ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୭ତମ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଏଥର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହି ବୃହତ ଲିଗ ନିଲାମ ପୂର୍ବରୁ ରିଲିଜ ଏବଂ ଧାରଣକୁ ନେଇ ବିଭିନ୍ନ…
ଆଇପିଏଲ ୨୦୨୪ରେ ବଡ କ୍ରିକେଟର ନ ଖେଳିବା ଆଶଙ୍କା, ମହଙ୍ଗା ଖେଳାଳି ହେବେ ବାହାର…
କୋଲକାତା,୨୫।୧୧ : ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ପାଇଁ ନିଲାମ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଖେଳାଳିଙ୍କୁ ରିଲିଜ କରିବା ଏବଂ ରିଟେନ ପାଇଁ ଆଲୋଚନା ଜୋରସୋରରେ ଚାଲିଛି। ନଭେମ୍ବର ୨୬ ସୁଦ୍ଧା, ସମସ୍ତ…
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା
ନୂଆଦିଲ୍ଲୀ,୨୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଝଟ୍କା। ଷ୍ଟାର ବୋଲର୍ ଉମରାନ ମଲିକ ଆହତ ହୋଇଛନ୍ତି। ସେ ଶେଷଥର ଲାଗି ଜୁଲାଇ ୨୦୨୩ରେ ଭାରତ ପକ୍ଷରୁ ଖେଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ପିଚ୍…
ରୋହିତ-ବିରାଟଙ୍କ ଭବିଷ୍ୟତ ଯୋଜନା ନେଇ ମିଳିଲା ସୂଚନା,କ’ଣ କରିବେ ଦୁହେଁ ଜାଣନ୍ତୁ…
କୋଲକାତା,୨୫।୧୧ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଏବେ ଆଲୋଚନା ଚାଲିଛି। ବିଶ୍ୱକପ ୨୦୨୩ରେ ପରାଜୟ ପରେ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଭବିଷ୍ୟତ କ’ଣ ହେବ ଜାଣିବାକୁ ବହୁତ ଆଗ୍ରହୀ।…
ବିବାହ ବନ୍ଧନରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର୍, ପ୍ରେମିକାଙ୍କ ଧରିଲେ ହାତ…
ନୂଆଦିଲ୍ଲୀ,୨୫।୧୧: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ନବଦୀପ ସାଇନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜର ପ୍ରେମିକା ସ୍ବାତୀ ଅସ୍ଥାନାଙ୍କ ହାତ ଧରିଛନ୍ତି। ଗୁରୁବାର ବିବାହ ଅନୁଷ୍ଠିତ ହୋଇତିବା ବେଳେ ସାଇନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର…
ଟିମ୍ ଇଣ୍ଡିଆକୁ ବାଏ କହିବେ ହେଡ କୋଚ୍ ରାହୁଲ ଦ୍ରାବିଡ? ଏହି ୨ ଆଇପିଏଲ୍ ଟିମ୍ରୁ ମିଳିଲା ବମ୍ପର ଅଫର!
ନୂଆଦିଲ୍ଲୀ,୨୫।୧୧: ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ଶେଷ ହେବା ସହ ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହୋଇଛି। ରାହୁଲ ୨୦୨୧ରେ ଟି୨୦ ବିଶ୍ୱକପ୍ ପରେ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରବି ଶାସ୍ତ୍ରୀଙ୍କ…
ସେନାକୁ ମିଳିଲା ଫ୍ରାନ୍ସ ଅଲିମ୍ପିକ୍ସ ସୁରକ୍ଷା ଦାୟିତ୍ୱ
ପ୍ୟାରିସ୍,୨୫ା୧୧: ୨୦୨୪ରେ ଫ୍ରାନ୍ସ ଅଲିମ୍ପିକ୍ସ । ଅଲିମ୍ପିକ୍ସରେ ସୁରକ୍ଷା ଦେବେ ଫ୍ରାନ୍ସ ମିଲିଟାରୀର ୧୫ ହଜାର ଯବାନ। ଏହା ମଧ୍ୟରୁ ୧୦ ହଜାର ଯବାନ କେବଳ ପ୍ୟାରିସ୍ ସହରରେ ମୁତୟନ ହେବେ ବୋଲି ମିଲିଟାରୀ ଗଭର୍ନର କ୍ରିଷ୍ଟୋଫ୍ ଆବାଡ୍। କ୍ରୀଡା ମହାକୁମ୍ଭ…
Archives


