ଖେଳ

ମହମ୍ମଦ ରିଜଓ୍ବାନଙ୍କୁ ବାଡେଇବାକୁ ବ୍ୟାଟ ଧରି ଦୌଡିଲେ ବାବର ଆଜମ, ଭିଡିଓ ଦେଖିଲେ ଚମକି ପଡିବେ

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୨୩ ପରେ ପାକିସ୍ତାନ କ୍ରିକେଟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକଙ୍କ ରୂପରେ ଦେଖାଗଲା। ବିଶ୍ୱକପରେ ଦଳକୁ ନିର୍ଦ୍ଦେଶ ଦେଇଥିବା ବାବର ଆଜାମ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ଇସ୍ତଫା ଦେଇଛନ୍ତି।…

ଚାମ୍ପିୟନ୍ସ ଟ୍ରଫି-୨୦୨୫: ଭାରତ ଯଦି ପାକିସ୍ତାନ ଖେଳିବାକୁ ନ ଆସେ କ୍ଷତିପୂରଣ ଦାବି କରିବ ପିସିବି

କରାଚୀ,୨୬ା୧୧: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଆୟୋଜନ ଅଧିକାର ଚୁକ୍ତିନାମାରେ ସ୍ବାକ୍ଷର କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରହ ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ଭାରତ  ସୁରକ୍ଷାଜନିତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ହୁଏ…

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗେ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା, ଡିଲ୍ ଫାଇନାଲ

ମୁମ୍ବାଇ,୨୬।୧୧: ଆଗାମୀ ଆଇପିଏଲ ସିଜିନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା। କ୍ରିକବଜ୍ ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଏକ ନଗଦ ଚୁକ୍ତି ଏବଂ ଏହି…

ଦ୍ୱିତୀୟ ଟି-୨୦: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ଥିରୁଭାନନ୍ତପୁରମ୍‌,୨୬।୧୧: ଦ୍ୱିତୀୟ ଟି -୨୦ରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫୂରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ମ୍ୟାକ୍ସୱେଲ ଏବଂ ଜାମ୍ପା ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି।…

ସମସ୍ତଙ୍କୁ ଚକିତ କରି ଦୁଇ ମୁଖ୍ୟ ଖେଳାଳିଙ୍କୁ ଛାଡ଼ିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମୁମ୍ବାଇ,୨୬।୧୧: ବୋଲିଂ ବିଭାଗକୁ ପୁନର୍ଗଠିତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦଳର ଷ୍ଟାର ବୋଲର ୱାନିନ୍ଦୁ ହସରଙ୍ଗା ଏବଂ ଜୋସ୍ ହାଜଲେଉଡ, ହର୍ଷଲ ପଟେଲଙ୍କ ଭଳି ବୋଲରଙ୍କୁ ରିଲିଜ କରିଛି। ମାର୍ଚ୍ଚ ଶେଷରେ ହାଜଲେଉଡ୍ ତାଙ୍କର…

ସବୁ ଚର୍ଚ୍ଚାର ଘଟିଲା ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୬।୧୧: ସମସ୍ତେ ଅପେକ୍ଷାର ଅନ୍ତ ଘଟାଇ ବଡ଼ ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରହିବେ ବୋଲି ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ଏହା ସହିତ ହାର୍ଦ୍ଦିକଙ୍କୁ ଦଳରେ ରଖି ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ନେଇ…

୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଦଳରେ ରଖିଲା ଚେନ୍ନାଇ ସୁପର କିଙ୍ଗସ୍

ମୁମ୍ବାଇ,୨୬।୧୧: ଆଇପିଏଲ ୨୦୨୪ରେ ଖେଳିବେ ମହେନ୍ଦ୍ର ସିଂହ ଧୋନୀ। ଚେନ୍ନାଇ ସୁପର କିଙ୍ଗସ ଆଗାମୀ ସିଜନ ପାଇଁ ଧୋନିଙ୍କୁ ଦଳରେ ରଖିଥିଲା ବେଳେ ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଶିଷଣ୍ଢା ମଗଲା ଏବଂ କାଇଲି ଜାମିଏସନଙ୍କ…

ଅକ୍ସନ ପୂର୍ବରୁ ଆର୍‌ସିବିରେ ବଡ଼ ପରିବର୍ତ୍ତନ: ଶାହାବାଜଙ୍କ ସ୍ଥାନରେ ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ ୨୦୨୪ ଅକ୍ସନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ଅଲରାଉଣ୍ଡର ଶାହାବାଜ ଅହମ୍ମଦ ଟିମ୍‌ରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦର ମୟଙ୍କ ଡାଗରଙ୍କୁ ସାମିଲ କରାଯାଇଛି। ତେବେ ଶାହାବାଜ ଏବେ…

ରାଜସ୍ଥାନ ରୟାଲ୍ସକୁ ଝଟ୍‌କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍‌ରୁ ହଟିଲେ…

ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍‌ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍‌ସନ ତାଲିକା…

ଏବେ ବି ଆସୁଛି ଖରାପ ମେସେଜ୍‌: ୨୦୧୯ ବିଶ୍ୱକପ୍‌ରେ ଧୋନୀଙ୍କୁ ରନ୍‌ ଆଉଟ୍‌ କରିଥିବା ଗୁପ୍ତିଲ କଲେ ଖୁଲାସା

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ତିଲଙ୍କ ଥ୍ରୋରେ ଏମଏସ ଧୋନୀଙ୍କ ରନ୍‌ଆଉଟ୍‌ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡକୁ ୧୮ ରନରେ ହରାଇବା ପରେ ଘରକୁ ଫେରିବାକୁ ପଡିଲା।…

ରୋହିତ ଶର୍ମା ନୁହେଁ ପାଣ୍ଡ୍ୟ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ: ଶ୍ରୀକାନ୍ତଙ୍କ ଦାବି

ମୁମ୍ବାଇ,୨୬।୧୧: ପ୍ରାୟ ୨ ବର୍ଷ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି…

ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିବ ଚେନ୍ନାଇ ସୁପର କିଙ୍ଗସ୍!

ନୂଆଦିଲ୍ଲୀ,୨୬।୧୧: ଗତ ଦୁଇ ଆଇପିଏଲ ସିଜନରେ ଓଡ଼ିଶାରୁ ଏକମାତ୍ର ଖେଳାଳିଭାବେ ଶୁଭ୍ରାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ। ରବିବାର ମିଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ସିଜନ ପୂର୍ବରୁ ଶୁଭ୍ରାଂଶୁଙ୍କୁ ରିଲିଜ କରିପାରେ ଧୋନିଙ୍କ ଟିମ୍। ଡିସେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri