ଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ କରିବ ଭାରତ

ରାୟପୁର,୧ା୧୨: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶୁକ୍ରବାର ରାୟପୁରରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବ। ଅନ୍ୟପକ୍ଷେ ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌…

ମାନସିକ ଶାନ୍ତି ପାଇଁ କ୍ରିକେଟରୁ ନେଇଥିଲି ରିଟାୟାରମେଣ୍ଟ, ଏବେ ପୁଣି ଫେରିବି…

ଇସଲାମବାଦ,୧।୧୨ ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ପାକିସ୍ତାନ କ୍ରିକେଟ ଟିମ ପାଇଁ ଏକ…

ଇରଫାନଙ୍କ ସହ ବ୍ରେକଅପ ପରେ ମୁଁ ଅସୁସ୍ଥ ହୋଇଗଲି, ଶାମିଙ୍କୁ କରିସାରିଛନ୍ତି ପ୍ରପୋଜ

ନୂଆଦିଲ୍ଲୀ,୧।୧୨: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଅଭିନେତ୍ରୀ ଏକ ଟୁଇଟରେ କହିଛନ୍ତି ଯେ ଇରଫାନ ପଠାନଙ୍କ ସହ ବ୍ରେକଅପ ପରେ ସେ ଅସୁସ୍ଥ ହୋଇପଡିଛନ୍ତି।…

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖି ସମାଲୋଚନାର ସମ୍ମୁଖୀନ ହୋଇଥିବା ମିଚେଲ ମାର୍ଶ ଭାଙ୍ଗିଲେ ନୀରବତା, କହିଲେ ମୁଁ ପୁଣିଥରେ ଗୋଡ…

ନୂଆଦିଲ୍ଲୀ,୧।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ଉଇକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଫଟୋ…

ଅନ୍ଧାରରେ କେମିତି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌: ଷ୍ଟାଡିୟମରେ ବିଦ୍ୟୁତ କାଟ୍‌

ରାୟପୁର,୧।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ଏହି ସିରିଜର ଚତୁର୍ଥ ମ୍ୟାଚ ଆଜି ରାୟପୁରର କ୍ରିକେଟ ଷ୍ଟାଡିୟମରେ  ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ମ୍ୟାଚ ଆରମ୍ଭ ହେବ କି…

ଓ୍ବାନ ଡେ କ୍ରିକେଟରେ ସ୍ବର୍ଣ୍ଣାକ୍ଷରରେ ଇତିହାସ ଲେଖିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୧୨: ନିକଟରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ରୋହିତ ୧୧ଟି ମ୍ୟାଚର ୧୧ ଇନିଂସରେ ହାରାହାରି ୫୪.୨୭ ଏବଂ ଷ୍ଟ୍ରାଇକ ହାର ୧୨୫.୯୫ ରେ ୫୯୭ରନ ସଂଗ୍ରହ କରିଥିଲେ। ବର୍ତ୍ତମାନ ରୋହିତ ଶର୍ମା…

ରୋହିତଙ୍କ ଲୁହ ଦେଖି ତରଳିଲା ବିଦେଶୀ ବୋଲରଙ୍କ ହୃଦୟ

ନୂଆଦିଲ୍ଲୀ,୧।୧୨: ନିକଟରେ ଶେଷ ହୋଇଥିବା ଏକଦିବସୀୟ ବିଶ୍ୱକପ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଚମତ୍କାର ପ୍ରଦର୍ଶନ କରି ଆରମ୍ଭରୁ ସେମିଫାଇନାଲ ପର୍ଯ୍ୟନ୍ତ ସମସ୍ତ ୧୦ ଟି ମ୍ୟାଚ ଜିତିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ସେମାନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ…

ଆଜି ଅଷ୍ଟ୍ରେଲିଆ ବନାମ ଭାରତ ୪ର୍ଥ ଟି-୨୦, କେଉଁଥିରେ ଏବଂ କିପରି ଦେଖିପାରିବେ ଲାଇଭ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୨: ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଡିସେମ୍ବର ୧ ଅର୍ଥାତ୍‌ ଶୁକ୍ରବାର ରାୟପୁରର ଶହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ସିରିଜର ଚତୁର୍ଥ ମ୍ୟାଚ ଖେଳିବ। ଏ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଶେଷ ତିନିଟି…

ଗାନେମତ-ଅଙ୍ଗଦ ଯୋଡ଼ିଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୧ା୧୨ (ପି.ଟି.):ଯୁବ ଶୁଟର ଗାନେମତ ସେଖନ ଓ ତାଙ୍କ ପାର୍ଟନର ଅଙ୍ଗଦ ବୀର ସିଂ ବାଜଓ୍ବା ଏଠାରେ ଚାଲିଥିବା ନ୍ୟାଶନାଲ ଶୁଟିଂ ଚାମ୍ପିୟନଶିପ୍‌ରେ ମିକ୍ସଡ ଟିମ୍‌ ଟାଇଟଲ ହାସଲ କରିଛନ୍ତି। ପଞ୍ଜାବର ଏହି ଯୋଡ଼ି କ୍ୱାଲିଫିକେଶନ ରାଉଣ୍ଡରେ ୧୪୦ ସ୍କୋର…

ସେଲ୍‌ ହକି ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୧।୧୨(ତପନ ସ୍ବାଇଁ):ତାମିଲନାଡୁର କୋଭିଲପଟ୍ଟିଠାରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଏକାଡେମୀ ଚାମ୍ପିୟନଶିପ୍‌ (ଜୋନ-ବି)ରେ ସେଲ୍‌ ହକି ଏକାଡେମୀ ଡବଲ ଟାଇଟଲ ହାସଲ କରିଛି। ଏହି ଦଳ ଉଭୟ ଜୁନିୟର ଓ ସବ୍‌ଜୁନିୟର ବର୍ଗରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣ ପଦକ ଜିତିଛି।…

ଦିନିକିଆ ଦଳରେ ପ୍ରଥମଥର ଏହି ଖେଳାଳିଙ୍କୁ ଦେଖି ଖୁସିରେ ଝୁମିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୧।୧୨: ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଅର୍ଥାତ୍‌ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା କରିଛି। ଦିନିକିଆ ଦଳରେ ବିରାଟ କୋହଲି ଏବଂ ରୋହିତ ଶର୍ମା ନାହାଁନ୍ତି। ଏହି ଦିନିକିଆ ଦଳରେ ଚୟନକର୍ତ୍ତାମାନେ ଏପରି…

ଆଇପିଏଲ୍‌ ୨୦୨୪ରେ ପାଣ୍ଡ୍ୟା ହୋଇପାରନ୍ତି ମୁମ୍ବାଇ ଅଧିନାୟକ ! ଅଶ୍ୱିନ କହିଲେ- ସହଜରେ ଗ୍ରହଣ କରିନେବେ ରୋହିତ

ଚେନ୍ନାଇ,୧।୧୨: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପୂର୍ବ ଦୁଇ ସଂସ୍କରଣରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏବେ ସେ ମୁମ୍ବାଇର ନେତୃତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri