ସେମିଫାଇନାଲ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାଇଲେ ଫର୍ଗୁସନ: କହିଲେ- ପ୍ରଥବେ ବୋଲିଂ କି ବ୍ୟାଟିଂ ହେଉ…
ମୁମ୍ବାଇ,୧୪।୧୧: ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାଇଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ। ଦଳର ବୋଲିଂ ଆକ୍ରମଣ ମଜଭୂତ ଥିବାରୁ ଭାରତୀୟ ଟିମ୍ର ଖେଳାଳିମାନେ ଅଡୁଆରେ ପଡ଼ିବେ ବୋଲି ସେ କହିଛନ୍ତି। ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ...
ଜର୍ସି ପିନ୍ଧି ଟିମ ଇଣ୍ଡିଆକୁ ସପୋର୍ଟ କଲେ ଜର୍ମାନୀ ଫୁଟବଲ ଖେଳାଳି ଥୋମାସ ମୁଲର
ନୂଆଦିଲ୍ଲୀ,୧୪।୧୧: ଜର୍ମାନୀର କିମ୍ବଦନ୍ତୀ ଫୁଟବଲର୍ ଥୋମାସ ମୁଲର ମଧ୍ୟ ଟିମ ଇଣ୍ଡିଆର ପ୍ରଶଂସକ ହୋଇଛନ୍ତି। କ୍ରିକେଟ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ପୋଷ୍ଟ ମାଧ୍ୟମରେ ମୁଲର ଭାରତୀୟ ଦଳକୁ ସମର୍ଥନ କରିଛନ୍ତି।...
ଦୀପାଙ୍କ ଡବଲ୍ରେ ଓଡ଼ିଶା ବିଜୟୀ
ସୁନ୍ଦରଗଡ,୧୪ା୧୧, (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଷ୍ଟାଡିୟମଠାରେ ୨୮ତମ ବରିଷ୍ଠ ମହିଳା ଜାତୀୟ ଫୁଟ୍ବଲ ଚାମ୍ପିୟନଶିପ ରବିବାର ଉଦ୍ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସଦ ଓ ଫୁଟ୍ବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇ ଟୁର୍ନାମେଣ୍ଟର...
ପ୍ରମୋଦଙ୍କୁ ସ୍ବର୍ଣ୍ଣ, ଦୀପ ରଞ୍ଜନଙ୍କୁ ରୌପ୍ୟ
ଭୁବନେଶ୍ୱର, ୧୪।୧୧, (ତପନ ସ୍ବାଇଁ): ଟୋକିଓରେ ହୁଲିକ ଦାଇହାତ୍ସୁ ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ସୋମବାର ଶେଷ ହୋଇଛି। ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ଦୀପ୍ ରଞ୍ଜନ ବିଷୋୟୀ...
ଭାରତୀୟ ମହିଳା ଦଳରେ ୪ ଓଡ଼ିଆ
ଭୁବନେଶ୍ୱର,୧୪ା୧୧,(ସରୋଜ ଜେନା): ନେପାଳ ସିରିଜ ପାଇଁ ସୋମବାର ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ମହାସଂଘ(କାବି) ପକ୍ଷରୁ ୧୭ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୪ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ନେପାଳ ସହିତ ପ୍ରଥମ ଥର ପାଇଁ...
ଭାରତ ପକ୍ଷରୁ ଖେଳିବେ ଓଡ଼ିଶାର ସୁବ୍ରତ
ଭୁବନେଶ୍ୱର, ୧୪।୧୧,(ତପନ ସ୍ବାଇଁ): ଅନ୍ତର୍ଜାତୀୟ ବିଲିୟାଡର୍ସ ଆଣ୍ଡ ସ୍ନୁକର ଫେଡେରେଶନ (ଆଇବିଏଓ୍ଏଫ୍)ର ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍ ଚଳିତ ମାସ ୧୫ରୁ କାତାରର ଦୋହାଠାରେ ଆରମ୍ଭ ହେବ। କାତାର ବିଲିୟାଡର୍ସ ଆଣ୍ଡ ସ୍ନୁକର ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି...
ଜୋକୋଭିଚ ବର୍ଷ ଶେଷ ନମ୍ବର ଓ୍ବାନ
ତୁରିନ୍, ୧୪ା୧୧ (ଏପି): ସର୍ବୀୟ ଟେନିସ ଷ୍ଟାର ନୋଭାକ୍ ଜୋକୋଭିଚ୍ ଏଟିପି ଫାଇନାଲ୍ସରେ ହେଲ୍ଗର ରୁନ୍ଙ୍କୁ ୭-୬ (୪), ୬-୭ (୧), ୬–୩ ସେଟ୍ରେ ପରାସ୍ତ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ ୩ ଘଣ୍ଟାରୁ ଅଧିକ...
ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ପାଇଁ ଓଡ଼ିଶା ଦଳ ଚୟନ
ଭୁବନେଶ୍ୱର, ୧୪।୧୧, (ତପନ ସ୍ବାଇଁ): ନୂଆଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ ସିଭିଲ ସର୍ଭିସ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ଚୟନ ଶିବିର ହାଇଟେକ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କ୍ରିକେଟ କୋଚ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ...
ସେମିଫାଇନାଲ ଚାପ ରହିବ:ଡ୍ରାଭିଡ୍
ବେଙ୍ଗାଲୁରୁ,୧୪।୧୧(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍। ବୁଧବାରର ମ୍ୟାଚ୍ ଉଭୟ ଦଳ ପାଇଁ ସମାନ ଭାବରେ ଚାପ ସୃଷ୍ଟି କରିବ...
୯-୦, ଭାରତ ଅପରାଜେୟ
ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶତକ ବଳରେ ରବିବାର ଦୀପାବଳିରେ ଭାରତୀୟ କ୍ରିକେଟ ଦଳ ନେଦରଲାଣ୍ଡ୍ସକୁ ୧୬୦ ରନରେ ପରାସ୍ତ କରିଛି। ଟପ୍ ସ୍କୋରର ଆୟରଙ୍କ ଅପରାଜିତ ୧୨୮ ଓ ଲୋକାଲ ବୟ ଲୋକେଶଙ୍କ ୧୦୨ ରନ୍...
ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ୍ ବାତିଲେ ହେଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କିପରି
ନୂଆଦିଲ୍ଲୀ, ୧୩ା୧୧: ଚଳିତ ଦିନିକିଆ ବିଶ୍ୱକପ ଏହାର ଅନ୍ତିମ ଚରଣରେ ଉପନୀତ ହୋଇଛି। କ୍ରିକେଟ୍ ର ଏହି ମହାକୁମ୍ଭର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସମ୍ବନ୍ଧରେ ଗୋଟିଏ ନିୟମ ଭାରତୀୟ ପ୍ରଶଂସକଙ୍କୁ ଖୁସି...
ସେମି ଫାଇନାଲ ମ୍ୟାଚକୁ ନେଇ ଏଭଳି କହିଲେ ଡ୍ରାବିଡ
ବେଙ୍ଗାଲୁରୁ,୧୩ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍। ବୁଧବାର ମ୍ୟାଚ୍ ଉଭୟ ଦଳ ପାଇଁ ଚାପ ସୃଷ୍ଟି କରିବ ତେଣୁ ଏହାକୁ ସ୍ବୀକାର କରିବାରେ...
Archives


