ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛି ମୁମ୍ବାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ,୨୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଏକ ରିପୋର୍ଟରୁ ଜଣା ପଡିଛି। ପାଣ୍ଡ୍ୟା ୨୦୧୫ରୁ ୨୦୨୧…
ବିଶ୍ୱକପ୍ ପରାଜୟକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା
ସେଞ୍ଚୁରିଅନ୍,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟ୍ଷେଟ ସିରିଜ୍ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍ କନଫରେନ୍ସ କରିଛନ୍ତି। ଏହି ଅବସରରେ ସେ ଗତ ବିଶ୍ୱକପ୍…
ରୋହିତଙ୍କୁ ଖେଳିବାର ତରିକା ବଦଳାଇବାକୁ ପଡ଼ିବ: ଟେଷ୍ଟ ସିରିଜ୍ ପାଇଁ ଟିମ ଇଣ୍ଡିଆ ଅଧିନାୟକଙ୍କୁ ପରାମର୍ଶ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ୨୬ ଡିସେମ୍ବରଠାରୁ ଟେଷ୍ଟ ସିରିଜ୍ର ଆରମ୍ଭ କରିବାକୁ ଯାଉଛି। ସିରିଜ୍ର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ତେଣୁ ଏହାକୁ ବକ୍ସିଂ-ଡେ ଟେଷ୍ଟ ମ୍ୟାଚ ମଧ୍ୟ କୁହାଯାଏ । ଏହି ଟେଷ୍ଟ ସିରିଜରେ…
ଅମ୍ପାୟରଙ୍କୁ କରିଥିଲେ ଭୟଭୀତ: କୁରାନଙ୍କ ୪ ମ୍ୟାଚ୍ ବାସନ୍ଦ ଆବେଦନ ଖାରଜ
ସିଡ୍ନୀ,୨୫।୧୨: ଇଂଲଣ୍ଡ ଖେଳାଳି ଟମ୍ କୁରାନଙ୍କ ଉପରୁ ୪ଟି ମ୍ୟାଚ୍ ବାସନ୍ଦ ଦଣ୍ଡ ପ୍ରତ୍ୟାହାର କରିବା ଲାଗି କରିଥିବା ଆବେଦନ ନାକଚ ହୋଇଯାଇଛି। ବିଗ୍ ବାଶ୍ ଲିଗ୍ (ବିବିଏଲ୍)ର ଜଣେ ଅମ୍ପାୟରକୁ ଭୟଭୀତ କରିବା ଅଭିଯୋଗରେ ସେ ଦଣ୍ଡିତ ହୋଇଛନ୍ତି। ଡିସେମ୍ବର…
ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ
ସେଞ୍ଚୁରିଅନ୍,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି…
IND Vs SA: ସେଞ୍ଚୁରିଅନ ଟେଷ୍ଟ ପାଇଁ ବିରାଟ କୋହଲିଙ୍କ ମାଷ୍ଟରପ୍ଲାନ..
ସେଞ୍ଚୁରିଅନ,୨୫।୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ…
ଇତିହାସ ରଚିବାକୁ ଆଉ ମାତ୍ର ୧୧ ଉଇକେଟ ଦୂରରେ ଅଶ୍ୱିନ୍
ସେଞ୍ଚୁରିଅନ୍,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଆର ଅଶ୍ୱିନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି।…
ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଦଳରେ ଯୋଗ ଦେଲେ ଏହି ଖେଳାଳି
ସେଞ୍ଚୁରିଅନ୍,୨୫।୧୨: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତି ନାହିଁ।…
କରୋନା ପାଇଁ ପୁଣି ବନ୍ଦ ହେବ କି ଇଣ୍ଟରନ୍ୟାଶନାଲ କ୍ରିକେଟ, ଆଇପିଏଲ ୨୦୨୪ର କ’ଣ ହେବ?
ନୂଆଦିଲ୍ଲୀ,୨୫।୧୨: କରୋନା ପୁଣି ଥରେ ଭୟଭୀତ କରାଇଲାଣି। ଗତ କିଛି ସପ୍ତାହ ମଧ୍ୟରେ ଦେଶ ତଥା ବିଶ୍ୱରେ ଏହାର ବିପର୍ଯ୍ୟୟ ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଗତ ଏକ ମାସ ମଧ୍ୟରେ…
ମହାରେକର୍ଡ ଲକ୍ଷ୍ୟରେ ବିରାଟ କୋହଲି
ସେଞ୍ଚୁରିଅନ,୨୫।୧୨: ୨୦୨୩ ବର୍ଷର ଶେଷ ମ୍ୟାଚ ଖେଳିବାକୁ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଟିମ…
ଏକାମ୍ର କପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ
ପୁରୁଣା ଭୁବନେଶ୍ୱର, ୨୫।୧୨ (ସୁବାସ ଚନ୍ଦ୍ର ପ୍ରଧାନ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ କେଶୁରା ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଏକାମ୍ର କପ୍ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ଫାଇନାଲରେ ଶହୀଦ ନଗର ଦଳ ୪ ଉଇକେଟରେ ସମରସେଟ୍…
ସନ୍ତୋଷ ମେମୋରିଆଲ କ୍ରିକେଟ ଉଦ୍ଘାଟିତ
ଭୁବନେଶ୍ୱର, ୨୫।୧୨(ତପନ ସ୍ବାଇଁ): ରସୁଲଗଡ଼ ୟୁଥ୍ କ୍ଲବ ଆନୁକୂଲ୍ୟରେ ୨୪ତମ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ସ୍ଥାନୀୟ ଗଡ଼ ଗୋପୀନାଥ ପ୍ରସାଦ (ଜିଜିପି) ସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ବିଧାୟକ ଅନନ୍ତ…
Archives


