ଖେଳ

୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ

ମେଲବର୍ନ,୧୭ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍‌ ତାରକା ସୁମିତ୍‌ ନାଗାଲ୍‌। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର ସ୍ଥାନରେ…

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୭ା୧(ପି.ଟି.): ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ବୁଧବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ସିରିଜ୍‌ ଜିତି ସାରିଥିବା ବେଳେ ଭାରତ ଏହି ମ୍ୟାଚ୍‌ ଜିତି କ୍ଲିନ୍‌…

ଥାଲାଇଭାସ୍‌ର ବୃହତ୍‌ ବିଜୟ

ଜୟପୁର,୧୭ା୧(ପି.ଟି.): ଅଜିଙ୍କ୍ୟ ପାଓ୍ବାରଙ୍କ ସୁପର୍‌ ୧୦ ବଳରେ ବୁଧବାର ପ୍ରୋ କବାଡି ଲିଗ୍‌ରେ ପାଟନା ପାଇରେଟ୍ସ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ତାମିଲ ଥାଲାଇଭାସ୍‌। ଥାଲାଇଭାସ୍‌ ପକ୍ଷରୁ ଅଜିଙ୍କ୍ୟ ପାଓ୍ବାର ୧୦ ଓ ରେଡରର ନରେନ୍ଦର ୬ ପଏଣ୍ଟ ସ୍କୋର…

ମେସି, ବୋନମାଟି ଫିଫା ପ୍ଲେୟର ଅଫ୍‌ ଦ ଇୟର

ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍‌ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍‌ ଡି…

ଭାରତ-ଜର୍ମାନୀ ସେମିଫାଇନାଲ

ରାଞ୍ଚତ୍, ୧୭ା୧ (ପି.ଟି.): ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ଇଟାଲୀକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଉଦିତା ଦୁହାନ (୧ମ ଓ ୫୫ତମ ମିନିଟ) ବ୍ୟକ୍ତିଗତ…

ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ ଏକ…

ଶୁବମନ ଗିଲଙ୍କ ସହ ହେଉନାହିଁ ନ୍ୟାୟ, ପାକିସ୍ତାନରେ ଉଠିଲା ସ୍ବର

ନୂଆଦିଲ୍ଲୀ,୧୬।୧: ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ବାହାରର ରାସ୍ତା ଦେଖାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଗିଲଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ଦିଆଯାଇଥିଲା। ଜୟସୱାଲ ବର୍ତ୍ତମାନ ୬୮ରନର ବିସ୍ଫୋରକ ଇନିଂସ ଖେଳି ଗିଲଙ୍କ…

ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ

କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍‌ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ

ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍‌ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ ସେ…

ହୃଦୟ ଜିତିଲେ କ୍ରିସ ଗେଲ

ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ…

ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି -୨୦ରେ ଭାରତୀୟ ଦଳରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୬।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି -୨୦ ବୁଧବାର ସା ୭ଟାରୁ ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତୀୟ ପ୍ଲେ-୧୧ରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି। ଏହି ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ଭାରତୀୟ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର!

ଇସଲାମାବାଦ,୧୬।୧: ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ହାରିସ ରଉଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ହାରିସଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri