ଖେଳ

ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍

ନୂଆଦିଲ୍ଲୀ,୧୨।୫: ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍। ବାଂଲାଦେଶରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ୱିଲିୟମ୍ସ୍ ଏହି ନିଷ୍ପତି ନେଇଛନ୍ତି। ରବିବାର ଜିମ୍ବାୱେ ସାନ୍ତ୍ୱନାମୂଳକ ବିଜୟ ପାଇବା ପୂର୍ବରୁ ବାଂଲାଦେଶ…

ଏହି କ୍ରିକେଟର୍‌ଙ୍କ ପାଇଁ ମଡେଲିଂ ଛାଡିଦେଇଥିଲେ ସ୍ତ୍ରୀ: ଜାଣନ୍ତୁ ହୃଦୟଛୁଆଁ ପ୍ରେମହାକାଣୀ ବିଷୟରେ…

ନୂଆଦିଲ୍ଲୀ,୧୨।୫: ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟ ଖେଳାଳି ଜେମ୍ସ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦ ବର୍ଷର ଚମତ୍କାର କ୍ୟାରିୟର ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଣ୍ଡରସନଙ୍କ କାହାଣୀ କେବଳ କ୍ରିକେଟ ମଧ୍ୟରେ ସୀମିତ ନୁହେଁ କିନ୍ତୁ…

ଆଇପିଏଲ୍‌ ମାଲିକଙ୍କ ଉପରେ ବର୍ଷିଲେ ବୀରେନ୍ଦ୍ର ସେହ୍ବାଗ: କହିଲେ, ଏମାନଙ୍କୁ କେବଳ…

ନୂଆଦିଲ୍ଲୀ,୧୨।୫: ନିକଟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ମ୍ୟାଚ୍‌ ହାରିବା ପରେ କେ.ଏଲ ରାହୁଲଙ୍କ ଉପରେ ଗାଳି କରୁଥିବାର ଦେଖାଯାଇଥିଲା। ତାଙ୍କର ଖରାପ ଆଚରଣ ପାଇଁ ଲୋକମାନେ ସଞ୍ଜୀବ ଗୋଏଙ୍କାଙ୍କୁ…

କଲେଜ୍‌ ଛାତ୍ରଙ୍କ ସହ ଫୁଟବଲ୍‌ ଖେଳିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍‌,୧୨।୫: କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସପ୍ତାହେ ପ୍ରଚାର ପରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ରବିବାର କଲେଜ ଛାତ୍ରମାନଙ୍କ ସହ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଫୁଟବଲ ପ୍ରେମୀ ରେଭାନ୍ଥ ରେଡ୍ଡୀ…

ଆଜି ବଡ଼ ଘୋଷଣା କରିପାରନ୍ତି ଧୋନୀ: ପ୍ରଶଂସକ ହେଲେ ଭାବପ୍ରବଣ

ଚେନ୍ନାଇ,୧୨।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି ଆଇପିଏଲ ୨୦୨୪ର ଶେଷ ଘରୋଇ ଲିଗ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳୁଛି। ସୁପର ରବିବାରର ଏହା ପ୍ରଥମ ମ୍ୟାଚ ହେବ। ଏହି ମ୍ୟାଚ ପୂର୍ବରୁ ଚେନ୍ନାଇ ପ୍ରଶଂସକମାନଙ୍କୁ ମ୍ୟାଚ ପରେ ପଡ଼ିଆରେ ରହିବାକୁ…

ପ୍ଲେ ଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ: ଗିଲ

ନୂଆଦିଲ୍ଲୀ,୧୨।୫: ଆଇପିଏଲ୍‌ ପ୍ଲେଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ। ଏଭଳି କିଛି ବିଶ୍ୱାସ ରଖିଛନ୍ତି ଅଧିନାୟକ ଶୁଭମନ ଗିଲ। ଏଯାବତ ଦଳ ୧୨ ମ୍ୟାଚ୍‌ରେ ୧୦ ପଏଣ୍ଟ ସହ ୮ମ ସ୍ଥାନରେ ରହିଛି। ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ବିଜୟ ପରେ…

କେକେଆର୍‌ ଯିବେ ରୋହିତ!

ନୂଆଦିଲ୍ଲୀ,୧୨।୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୪ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ହେଁ ଏହାର ବିବାଦ ପିଛା ଛାଡ଼ୁନାହିଁ। ଟୁର୍ନାମେଣ୍ଟ ଆରମ୍ଭରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମନାନ୍ତର ନେଇ ଖବର ଆସିଥିଲା। ଏବେ ଦଳ ବାହାର ହେବା…

ଧୋନୀ ଚାହିଁଲେ ବି ହୋଇପାରିବେ ନାହିଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ଜାଣନ୍ତୁ କାରଣ?

ନୂଆଦିଲ୍ଲୀ,୧୨।୫: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ୨୦୨୪ ଟି୨୦ ବିଶ୍ୱକପ୍‌ ପରେ ଶେଷ ହେବାକୁ ଯାଉଛି। ନିକଟରେ ବିସିସିଆଇ ସଚିବ ଜୟ ଶାହା ଏନେଇ ସୂଚନା ଦେଇ ଖୁବ୍‌ଶୀଘ୍ର ନୂଆ କୋଚ୍‌ ଲାଗି ଆବେଦନ ମଗାଯିବ ବୋଲି…

‘ଶୁଟ୍‌କେସ୍‌ରେ ବନ୍ଧୁକ ଧରି ବୁଲୁଛି…ଖୋଲାଖୋଲି ଧମକ ଦେଲେ ଈଶାନ୍ତ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୧।୫: କିମ୍ବଦନ୍ତୀ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବେ ଆଇପିଏଲ୍‌ ୨୦୨୪ରେ ନିଜର ଦମ୍‌ ଦେଖାଉଛନ୍ତି। ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ବେଳେ ଦମ୍‌ଦାର ବୋଲିଂ କରୁଛନ୍ତି। ଦଳ ଏବେ ପ୍ଲେ ଅଫ୍‌ ରେସ୍‌ରେ ଥିବା ବେଳେ ଖେଳାଳିମାନେ…

ମୁଣ୍ଡରେ ବୋତଲ ବାଜି ଜୋକୋଭିଚ୍‌ ଆହତ

ରୋମ୍‌,୧୧ା୫: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଟେନିସ୍‌ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ମୁଣ୍ଡରେ ବୋତଲ ବାଜି ଆହତ ହୋଇଛନ୍ତି। ଇଟାଲିଆନ୍‌ ଓପନର ମ୍ୟାଚ୍‌ ପରେ ଏହି ଘଟଣା ଘଟିଥିଲା। ଜଣେ ଫ୍ୟାନ୍‌ଙ୍କୁ ଅଟୋଗ୍ରାଫ ଦେଉଥିବା ବେଳେ ସେ…

ଅବସର ଘୋଷଣା କଲେ କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ

ନୂଆଦିଲ୍ଲୀ,୧୧।୫: ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ। ଲର୍ଡସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଂଲଣ୍ଡର ଉଦଘାଟନୀ ଟେଷ୍ଟ ପରେ ସେ ଅବସର ନେବେ ବୋଲି ଜେମ୍ସ ଆଣ୍ଡରସନ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ…

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ, ଖେଳାଳି; ଜାଣନ୍ତୁ…

ଅହମ୍ମଦାବାଦ,୧୧।୫: ଆଇପିଏଲ୍‌ ୨୦୨୪ରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଫଳରେ ଦଳ ପ୍ଲେଅଫ୍‌ରେ ନିଜର ଆଶା ଏବେ ବି ଉଜ୍ଜୀବିତ ରଖିଛି। ହେଲେ ଧୀମା ଓଭରକୁ ନେଇ ଗୁଜରାଟର ଅଧିନାୟକ ଶୁଭମନ ଗିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?