ଆଜି କଳିଙ୍ଗରେ କୋଲକାତା ଡର୍ବି
ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍ସି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ…
ଆଜିଠୁ ଓଡ଼ିଶା ବନାମ ଜମ୍ମୁ-କଶ୍ମୀର
ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ତୃତୀୟ ମ୍ୟାଚ ଶୁକ୍ରବାରଠାରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଆଉ ୩ଟି ମ୍ୟାଚ ଖେଳିବ।…
ଲକ୍ଷ୍ୟ ପଥରେ ନୀରଜ
ଟୋକିଓ ଅଲିମ୍ପିକ୍ ଜାଭେଲିନ୍ ଥ୍ରୋ ଚାମ୍ପିୟନ ନୀରଜ ଚୋପ୍ରା ଗତ ସିଜନରେ ତାଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନୁହନ୍ତି। ଗତବର୍ଷ ସେ ବିଶ୍ୱ ଚାମ୍ପିୟନ ହେବା ସହ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଥିଲେ। ଡାଇମଣ୍ଡ ଲିଗ୍ ଫାଇନାଲ୍ସରେ…
ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ
ନୂଆଦିଲ୍ଲୀ,୧୮ା୧: ୟୁଏଇରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଡିପି ଓ୍ବାଲର୍ଡ ଇଣ୍ଟରନ୍ୟାଶନାଲ ଲିଗ୍ ଟି୨୦ (ଆଇଏଲ୍ ଟି୨୦) କ୍ରିକେଟରେ ଭାଗ ନେଉଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ବାର୍ନର ଓ ନ୍ୟୁଜିଲାଣ୍ଡର ଦ୍ରୁତ ପେସ୍ ବୋଲର ଟ୍ରେଣ୍ଟ…
ସଡନ୍ ଡେଥ୍ରେ ହାରିଲା ଭାରତ, ଜର୍ମାନୀକୁ ଅଲିମ୍ପିକ୍ସ ଯୋଗ୍ୟତା
ରାଞ୍ଚି,୧୮ା୧: ରାଞ୍ଚିରେ ଅନୁଷ୍ଠିତ ମହିଳା ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ସେମି ଫାଇନାଲରେ ଜର୍ମାନୀ ନିକଟରୁ ସଡନ ଡେଥ୍ରେ ପରାଜିତ ହୋଇଛି ଭାରତ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ରେ ରହିବା ପରେ ପେନାଲ୍ଟି ଶୁଟ୍ଆଉଟ୍କୁ ଖେଳ ଯାଇଥିଲା ପେନାଲ୍ଟି ଶୁଟ ଆଉଟରେ ମଧ୍ୟ…
ଭଡାରେ ଜିନିଷ ନେଇ ଟି-୨୦ ଓ୍ବାର୍ଲଡ କପ ହୋଷ୍ଟ କରିବ ଆମେରିକା, ଚମକାଇବା ଭଳି ତଥ୍ୟ ଦେଲା ଆଇସିସି
ନୂଆଦିଲ୍ଲୀ,୧୮।୧: ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଚଳିତ ବର୍ଷ ଜୁନରେ ହେବାକୁ ଥିବା ଟି -୨୦ ବିଶ୍ୱକପ ସମ୍ପର୍କରେ ଆଇସିସି ଏକ ବଡ଼ କଥା କହିଛି। ଯେଉଁଥିରେ କୁହାଯାଇଥିଲା ଯେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା…
ବୋରାସମ୍ବର କ୍ରିକେଟ କପ୍ : ସେମିରେ ପହଞ୍ଚିଲା ଭୁବନେଶ୍ୱର ବାପୁଜୀ କ୍ଲବ
ପଦ୍ମପୁର,୧୮।୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡ଼ିଆରେ ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ର ଗ୍ରୁପ୍ ‘ବି’ର ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲବର୍ଗା ସିଟି ଇଲେଭେନ (କର୍ନାଟକ) ମଧ୍ୟରେ…
ଭାଇଙ୍କ ବଲରେ ୬ ମାରିବା ପରେ କ୍ରିକେଟ ପଡିଆରେ ଦେଖିବାକୁ ମିଳିଲା ଦୁଇ ଭାଇ ୟୁସୁଫ-ଇରଫାନଙ୍କ ମଧ୍ୟରେ ଥିବା ବଣ୍ଡିଂ
ନୂଆଦିଲ୍ଲୀ,୧୮।୧: ବଡ ଭାଇ ୟୁସୁଫ ପଠାନଙ୍କ ବଲରେ ଏକ ଶକ୍ତିଶାଳୀ ଛକା ମାରି ଇରଫାନ ପଠାନ ତାଙ୍କ ଦଳକୁ ବିଜୟ ଦେଇଥିଲେ, କିନ୍ତୁ ଛକା ମାରିବା ପରେ ଇରଫାନ ତାଙ୍କ ବଡ଼ ଭାଇ ୟୁସୁଫଙ୍କୁ ପଡିଆ ଭିତରେ ହିଁ ଆଲିଙ୍ଗନ କରିଥିଲେ।…
ଟି-୨୦ ବିଶ୍ୱକପରୁ କାହାର ବି କଟିପାରେ ଟିକେଟ୍: କୋଚ ଦେଲେ ସଙ୍କେତ
ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଜୁନ୍ରେ ଟି-୨୦ ବିଶ୍ୱକପ ୨୦୨୪ ଖେଳାଯିବ। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ସମସ୍ତ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛି। ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ପାଇଁ କେବଳ ଆଇପିଏଲ ୨୦୨୪ ବାକି ଅଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ…
ଭାରତ ବିପକ୍ଷ ଟି -୨୦ ସିରିଜରେ ହାରି ମଧ୍ୟ ଖୁସି ଅଛନ୍ତି ଆଫଗାନିସ୍ତାନ ଅଧିନାୟକ, କହିଲେ କାରଣ…
ନୂଆଦିଲ୍ଲୀ,୧୮।୧: ଭାରତ ବିପକ୍ଷ ଟି -୨୦ ସିରିଜରେ ଆଫଗାନିସ୍ତାନକୁ ୩-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆଫଗାନିସ୍ତାନ ହାରିଥିଲେ ମଧ୍ୟ ସେମାନେ ପୂରା ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳର ଅଧିନାୟକ ଇବ୍ରାହିମ ଜାଦ୍ରାନ ମଧ୍ୟ ଏଥିରେ ଖୁସି ଅଛନ୍ତି। ତୃତୀୟ…
ଟି-୨୦ ର଼୍ୟାଙ୍କିଙ୍ଗ୍ର ଶ୍ରେଷ୍ଠ ୧୦ରେ ଯଶସ୍ବୀଙ୍କୁ ମିଳିଲା ସ୍ଥାନ
ଭାରତୀୟ ଦଳର ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲଙ୍କୁ ବହୁତ ଫାଇଦା ହୋଇଛି। ସେ ଟି-୨୦ ର଼୍ୟାଙ୍କିଙ୍ଗ୍ର ଟପ୍ ୧୦ରେ ପହଞ୍ଚିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ମୁକାବିଲାରେ ଯଶସ୍ବୀ ଦମ୍ଦାର ଅର୍ଦ୍ଧଶତକ କରିଥିଲେ। ତାଙ୍କୁ ୭ଟି ସ୍ଥାନର ଫାଇଦା ହୋଇଛି। ଟିମ ଇଣ୍ଡିଆ ନିକଟରେ…
ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା
ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୁପର ଓଭରରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ପରାସ୍ତ କରିଛି। ରୋହିତ ଶର୍ମା ଏହି ମ୍ୟାଚରେ ଚମତ୍କାର ଶତକ ହାସଲ…
Archives


