ଖେଳ

ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୩।୧: ଆଇସିସି  ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି…

କୋହଲିଙ୍କ ସ୍ଥାନରେ ଏହିମାନଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୨୨ା୧ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୨୫ରୁ ଆରମ୍ଭ ହେଉଛି। ତେବେ ପ୍ରଥମ ଦୁଇ ଟେଷ୍ଟରୁ ଓହରି ଯାଇଛନ୍ତି ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି। ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଓହରି ଯାଇଥିବା…

ଦିନେ ୧୯ ବର୍ଷରୁ କମ୍‌ କ୍ରିକେଟରେ ଭାରତର ଅଧିନାୟକ ଥିଲେ, ଏବେ ଭାରତକୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୧: ଭାରତୀୟ ଦଳକୁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତାଇଥିବା ଭାରତୀୟ କ୍ରିକେଟର ଉନ୍ମୁକ୍ତ ଚାନ୍ଦ ବର୍ତ୍ତମାନ ଆମେରିକା ଦଳ ପାଇଁ କ୍ରିକେଟ ଖେଳିବେ। ମାର୍ଚ୍ଚ ୨୦୨୪ରେ ସେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଆମେରିକା ଦଳ…

ପୁଣି ଚମକିଲା ରିଙ୍କୁ ସିଂଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୩।୧: ସୀମିତ ଓଭରରେ ଟିମ ଇଣ୍ଡିଆର ନୂତନ ଫିନିସର୍‌ ଭାବରେ ଉଭା ହୋଇଥିବା ରିଙ୍କୁ ସିଂଙ୍କୁ ତାଙ୍କର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଜାନୁଆରୀ ୨୪ରୁ ଇଂଲଣ୍ଡ ବିପକ୍ଷ ଚାରି ଦିନିଆ ମ୍ୟାଚ ପାଇଁ ରିଙ୍କୁ ସିଂଙ୍କୁ ଇଣ୍ଡିଆ ଏରେ ସ୍ଥାନ…

୪ ବର୍ଷ ପରେ ଆଜି ହେବ ବିସିସିଆଇର ଆଓ୍ବାର୍ଡ ସେରିମନି, ଭାରତ ସହ ଇଂଲଣ୍ଡ ଦଳ ମଧ୍ୟ ହେବେ ସାମିଲ, ଜାଣନ୍ତୁ କେଉଁଠି ଦେଖିପାରିବେ ଲାଇଭ୍‌

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବାର୍ଷିକ ପୁରସ୍କାର ସମାରୋହ ମଙ୍ଗଳବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ବିସିସିଆଇର ଏହି ପୁରସ୍କାର ଉତ୍ସବ ଚାରି ବର୍ଷ ପରେ ହୋଉଛି। କରୋନା କାରଣରୁ ଏହି ଆଓ୍ବାର୍ଡ ସମାରୋହ ବନ୍ଦ ହୋଇଯାଇଥିଲା। ଗତ ଥର…

ବିବାହ ହେଉ ବା ନୋ-ବଲ, ଇଏ ସବୁକାମ ୩ ଥର କରିଥାଆନ୍ତି, ଶୋଏବଙ୍କ ୩ ନୋ-ବଲକୁ ନେଇ ମିମ

ଇସଲାମାବାଦ,୨୩।୨: ବାଂଲାଦେଶ ପ୍ରିମିୟର ଲିଗରେ ପାକିସ୍ତାନୀ ଅଲରାଉଣ୍ଡର ଶୋଏବ ମଲିକ ଗୋଟିଏ ଓଭରରେ ତିନୋଟି ନୋ-ବଲ ବୋଲିଂ କରିଥିଲେ। ଫର୍ଚୁନ ବାରିଶାଲ ପାଇଁ ଖେଳୁଥିବାବେଳେ ସେ ଖୁଲନା ଟାଇଗର୍ସଙ୍କ ବିରୋଧରେ ଏହି ଲଜ୍ଜାଜନକ ବୋଲିଂ କରିଥିଲେ। ସେ ଏହି ଓଭରରେ ମୋଟ…

ଶୁଭକାମନା, ଆସିଲେ ଭଗବାନ ରାମ, ଭିଡିଓ ଶେୟାର କରି ଶୁଭକାମନା ଜଣାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ଇସଲାମାବାଦ,୨୩।୨: ରାମଲାଲା ଅଯୋଧ୍ୟାକୁ ଆସିଛନ୍ତି। ଏହି ଉତ୍ସବ କେବଳ ଦେଶରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ପାଳନ କରାଯାଉଛି, ଏହି ମନ୍ଦିର ନିର୍ମାଣରେ ହିନ୍ଦୁ ସମ୍ପ୍ରଦାୟ ଖୁସି ହୋଇଛି। ପ୍ରକୃତରେ, ପାକିସ୍ତାନର ପୂର୍ବତନ କ୍ରିକେଟର ଦନିଶ କନେରିଆ ସୋମବାର (ଜାନୁୟାରୀ…

ଶୁବମନ ଗିଲଙ୍କୁ ମିଳିବ ବେଷ୍ଟ କ୍ରିକେଟର ଅଫ ଦ ଇୟର ଆଓ୍ବାର୍ଡ, ସମ୍ମାନୀତ ହେବେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ସମ୍ମାନିତ କରିବ। ଏହା ବ୍ୟତୀତ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ…

ଭାରତୀୟଙ୍କ ହୃଦୟ ଜିତିଲେ ଡେଭିଡ ୱାର୍ନର

ସିଡନୀ,୨୨।୧: ଆଜି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ଚେହେରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ…

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ପହଞ୍ଚିଲେ ଅଲକାରାଜ, ଜେଭରେଭ୍‌

ମେଲବୋର୍ନ,୨୨ା୧: ଅଷ୍ଟ୍ରେଲିଆନ୍‌ ଓପନ କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ସୋମବାର ଚୂଡାନ୍ତ ହୋଇଛି। ସୋମବାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ବିଜୟୀ ହୋଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜେତା ତଥା ବିଶ୍ୱମାନ୍ୟତାର ୨…

ପାର୍ଟିରେ ଏଭଳି କ’ଣ ହେଲା, ଯାହା ପରେ ମ୍ୟାକ୍ସୱେଲଙ୍କୁ ନିଆଗଲା ହସ୍ପିଟାଲ

ସିଡନୀ,୨୨।୧: ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ପାର୍ଟି କରିବା ଭାରି ପଡିଲା, ଯାହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ବିଳମ୍ବିତ ରାତିରେ ଆଡିଲେଡରେ ପାର୍ଟି କରୁଥିବା ବେଳେ ମ୍ୟାକ୍ସୱେଲ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଲା।…

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କଲା ଆଇସିସି, ସୂର୍ଯ୍ୟକୁମାରଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କରିଛି। ଆଇସିସି ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରିଛି। ସୂର୍ଯ୍ୟଙ୍କ ବ୍ୟତୀତ ଭାରତର ଯଶସ୍ବୀ ଜୟସ୍ବାଲ, ରବି ବିଷ୍ଣୋଇ ଏବଂ ଅର୍ଶଦୀପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri