ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ, ବର୍ଷା ଧୋଇଦେଇ ପାରେ ମ୍ୟାଚ୍
ନୂଆଦିଲ୍ଲୀ, ୨୨।୬: ଆଇସିସି ଟି-୨୦ ବିଶ଼୍ବକପ୍ର ସୁପର ୮ରେ ଭାରତ ଏବଂ ବାଂଲାଦେଶ ଆଜି ଭେଟିବାକୁ ଯାଉଛନ୍ତି । ସୁପର ୮ରେ ଭାରତୀୟ ଟିମ୍ ଏହାର ପ୍ରଥମ ମ୍ୟାଚ୍ ଜିତି ନେଇଥିବା ବେଳେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।…
ୟୁସୁଫ ପଠାନଙ୍କ ଗମ୍ଭୀର ଅଭିଯୋଗ: ‘ମୋତେ ପ୍ରତାରଣା ଦେଉଛନ୍ତି ଗୁଜରାଟ ସରକାର…’
ନୂଆଦିଲ୍ଲୀ,୨୨।୬: ଟିଏମସି ଏମପି ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଗୁଜରାଟ ସରକାର ହଇରାଣ କରୁଥିବା ସେ ନିଜେ ଅଭିଯୋଗ କରିଛନ୍ତି। ୟୁସୁଫ ପଠାନଙ୍କୁ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏନକାଉଣ୍ଟର ନୋଟିସ ମିଳିଥିଲା, ଏହା ପରେ ସେ ଅଭିଯୋଗ କରିଛନ୍ତି।…
ଟି୨୦ ବିଶ୍ୱକପ୍ରେ ପ୍ୟାଟ୍ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ
ଆଣ୍ଟିଗୁଆ, ୨୨।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସୁପର-୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ କରିଥିଲା। ଅଷ୍ଟ୍ରେଲିଆ ୧୧.୨…
ଟି-୨୦ ବିଶ଼୍ବକପ୍: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍ର ଜବରଦସ୍ତ ବିଜୟ
ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍ ୨୦୨୪ର ସୁପର ୮ ଗ୍ରୁପ୍ ୨ ମ୍ୟାଚ୍ରେ ଆମେରିକାକୁ ୯ ୱିକେଟ୍ରେ ହରାଇଛି ୱେଷ୍ଟ ଇଣ୍ଡିଜ୍ । ଏହି ମ୍ୟାଚ୍ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍ ଟି-୨୦ ଇଣ୍ଟରନ୍ୟାଶନାଲ୍ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି ।…
ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର ଏବଂ…
ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି ଉଜ୍ଜ୍ୱଳ…
VIDEO:ସୂର୍ଯ୍ୟକୁମାର ଲଗାତର ଚୌକା ମାରୁଥିବା ଦେଖି ରାଗିଗଲେ ରଶିଦ: ଦେଲେ ଏମିତି ଧମକ
ନୂଆଦିଲ୍ଲୀ,୨୧।୯: ଟି-୨୦ ବିଶ୍ୱକପ ୨୦୨୪ରେ ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ସୁପର-୮ ରାଉଣ୍ଡରେ ୪୭ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜେତା ସୂର୍ଯ୍ୟକୁମାର ଯାଦବ ପ୍ରମାଣିତ ହୋଇଥିଲେ।…
ମହମ୍ମଦ ସାମିଙ୍କୁ ବିବାହ କରିବେ କି ସାନିଆ ମିର୍ଜା: ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ଶାମି ଏବଂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ଖୁବ୍ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିବା କୁହାଯାଉଛି। ଯଦିଓ ଉଭୟଙ୍କ ମଧ୍ୟରେ ବିବାହ ସମ୍ବନ୍ଧରେ କୌଣସି…
ଗମ୍ଭୀର ନୁହେଁ, ଏହି କ୍ରିକେଟର୍ ହେବେ ଟିମ୍ ଇଣ୍ଡିଆର କୋଚ!
ନୂଆଦିଲ୍ଲୀ,୨୧।୬: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚଙ୍କୁ ନେଇ ଆଜିକାଲି ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆ ଆଜିକାଲି ଟି-୨୦ ବିଶ୍ୱକପ ୨୦୨୪ ଖେଳୁଛି। ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ। ଦ୍ରାବିଡ଼ଙ୍କ…
ଟି-୨୦ ବିଶ୍ୱକପ୍ରେ ବଡ଼ ରେକର୍ଡ ହାସଲ କଲା ଟିମ୍ ଇଣ୍ଡିଆ
ବାର୍ବାଡୋଶ୍,୨୧।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଟିମ ଇଣ୍ଡିଆ ଗୁରୁବାର ଆଫଗାନିସ୍ତାନକୁ ୪୭ ରନ୍ରେ ପରାସ୍ତ କରିଛି। ଏହି ସଂସ୍କରଣରେ ଏହା ଟିମ ଇଣ୍ଡିଆର ଚତୁର୍ଥ ବିଜୟ ଥିଲା। ଭାରତର ୧୮୧ ରନ ଜବାବରେ…
ସୁପର୍-୮ରେ ଭାରତର ପ୍ରଭାବୀ ବିଜୟ
ବାର୍ବାଡୋସ୍,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍ରେ ଜିତି ନେଇଛି ଭାରତ। ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍ ସ୍କୋର…
ନ୍ୟାଶନାଲ କ୍ରିକେଟ ଲିଗ୍: ସିଡିଏ ଡିଏଭିର ପ୍ରୀତିଶ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ
କଟକ,୨୦ା୬(କାର୍ତ୍ତିକ ସାହୁ): କୋଲକାତାରେ ଖେଳାଯାଇଥିବା ନ୍ୟାଶନାଲ କ୍ରିକେଟ ଲିଗ୍(ଏନ୍ସିଏଲ)ର ଷ୍ଟେଟ ସେଲେକ୍ସନ ମ୍ୟାଚ୍ରେ ପ୍ରୀତିଶ ମିଶ୍ର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାମ ହାତୀ ବ୍ୟାଟ୍ସ ମ୍ୟାନ୍ ପ୍ରୀତିଶ ବିଭିନ୍ନ ବୟସ ବର୍ଗର ଖେଳାଳିମାନଙ୍କୁ…

